ଅନୁସନ୍ଧାନ କରୁଥିବା ବର୍ଗ

ନବରଙ୍ଗପୁର

ଲଘୁଚାପ ସକ୍ରିୟ : ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା; ୧୩ ଜିଲ୍ଲାକୁ ଅରେଞ୍ଜ, ୧୭ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଗତକାଲି (ଗୁରୁବାର)ର ସକ୍ରିୟ ଲଘୁଚାପ କ୍ଷେତ୍ର ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ତତ-ସଂଲଗ୍ନ ଉତ୍ତର-ଓଡିଶା ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି ଏବଂ ଏହା ସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିମି ଯାଏଁ ବ୍ୟାପିଛି। ଏହା ଆଗାମୀ ୨ରୁ ୩ ଦିନ…
ଅଧିକ ଖବର ଦେଖନ୍ତୁ...

ବେକରେ ପଥର ବନ୍ଧା ଅବସ୍ଥାରେ ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

କୋଷାଗୁମୁଡ଼ା: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା ଥାନା ଅନ୍ତର୍ଗତ ନୁଆଗୁଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରୁ ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର କରିଛି ପୁଲିସ। ଗୁରୁବାର ନୂଆଗୁଡା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଏକ ଶବ ଭାସୁଥିବା ସ୍ଥାନୀୟ ଲୋକମାନେ ଦେଖି କୋଡ଼ିଙ୍ଗା ପୁଲିସକୁ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷିବ; ୧୮ ଜିଲ୍ଲାରେ ଅତି ପ୍ରବଳ ବର୍ଷା; ଅରେଞ୍ଜ ସହ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଉତ୍ତର-ପୂର୍ବ ଓ ତତ୍‌ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ଉଚ୍ଚତା ସହିତ ଦକ୍ଷିଣ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ଆସନ୍ତା ୧୨…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୧୮ ଜିଲ୍ଲାରେ କାଳବୈଶାଖୀ; ୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଉତ୍ତର-ପୂର୍ବ ତତ-ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳର ସମୁଦ୍ର ମଧ୍ୟରେ ବାୟୁମଣ୍ଡଳର ୪.୫ରୁ ୭.୬ କିମି ଉଚ୍ଚତା ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳର ୧୮ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି…
ଅଧିକ ଖବର ଦେଖନ୍ତୁ...

ଜମିଜମା ଗଣ୍ଡଗୋଳରୁ ଭଣଜାଙ୍କୁ ହତ୍ୟା କଲା ମାମୁ, ହତ୍ୟାକାରୀ ଥାନାରେ ଆତ୍ମସମର୍ପଣ

କୋଷାଗୁମୁଡ଼ା: ମାମୁର ହାତରେ ଭଣଜାର ଜୀବନ ଯାଇଛି। ଜମିଜମାକୁ କେନ୍ଦ୍ର କରି ଦୁଇଜଣଙ୍କ ମଧ୍ୟରେ ଶତ୍ରୁତା ଲାଗିରହିଥିବା ବେଳେ ରବିବାର ଏହା ଉଗ୍ରରୂପ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଅନ୍ତର୍ଗତ ଟେମେରା ପଞ୍ଚାୟତ ମଙ୍ଗିଆଗୁଡା…
ଅଧିକ ଖବର ଦେଖନ୍ତୁ...

ବାପାର କୋଦାଳ ଚୋଟରେ ପୁଅର ମୃତ୍ୟୁ: ଅଭିଯୁକ୍ତର ଥାନାରେ ଆତ୍ମସମର୍ପଣ

ଉମରକୋଟ: ବାପାର କୋଦାଳ ଚୋଟରେ ପୁଅର ମୃତ୍ୟୁ। ଅଭିଯୁକ୍ତର ଥାନାରେ ଆତ୍ମସମର୍ପଣ। ଏପରି ଏକ ଅଭାବନୀୟ ଘଟଣା ବିଳମ୍ୱିତ ରାତିରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବଙ୍ଗୀୟ ଖ।ଣ୍ଡା ଗ୍ରାମରେ ଘଟିଛି। ସୂଚନା ଅନୁସାରେ ସମୀର ରାୟ(୨୫) ପ୍ରତିଦିନ ପ୍ରଚୁର ମଦ ପିଇ ଘରକୁ ଆସି ଗଣ୍ଡଗୋଳ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୧୧ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ଆଶଙ୍କା; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସଂପ୍ରତି ରାଜ୍ୟରେ କୌଣସି ପାଣିପାଗ ପ୍ରକ୍ରିୟା ସକ୍ରିୟ ନଥିବା ତଥା ମୌସୁମୀ ନିମ୍ନଚାପ ରେଖା ତାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ଅବସ୍ଥାନ କରୁଥିବାରୁ, ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି। ମୌସୁମୀ ନିମ୍ନ ଚାପ-ରେଖା ଆଜି (ମଙ୍ଗଳବାର) ତା’ର ସାଧାରଣ ଅବସ୍ଥାନ ଠାରୁ…
ଅଧିକ ଖବର ଦେଖନ୍ତୁ...

ବୀଭତ୍ସ ହତ୍ୟା: ଛତାମୁନରେ ଭୁସି ସ୍ତ୍ରୀଙ୍କ ପ୍ରାଣ ନେଲା ମଦ୍ୟପ ସ୍ବାମୀ

ନବରଂଗପୁର: ମଦ୍ୟପ ସ୍ବାମୀ ହ୍ରିଂସ ହୋଇଉଠିଛି। ସାତ ଦୀପ, ଆଠ କଳସ ଏବଂ ଅଗ୍ନିକୁ ସାକ୍ଷୀ କରି ବିବାହ କରିଥିବା ସ୍ତ୍ରୀଙ୍କୁ ଅତି ନିର୍ଦୟ ଭାବରେ ହତ୍ୟା କରିଛି। ଅର୍ଦ୍ଧାଙ୍ଗିନୀ ପ୍ରତି ସାମନ୍ୟ ମାନବିକତା ଭୁଲି ଯାଇ ଛତାମୁନରେ ବାରମ୍ବାର ଭୁସି ହତ୍ୟା କରିଛି। ନବରଂଗପୁର ଟାଉନ୍‌ ଥାନା…
ଅଧିକ ଖବର ଦେଖନ୍ତୁ...

ସରକାରୀ ସହାୟତା ହଡ଼ପ ପାଇଁ କାରସାଦି: ୫ ଜୀବିତଙ୍କୁ କାଗଜପତ୍ରରେ ମାରିଦେଲେ

ନବରଙ୍ଗପୁର: ମୃତ୍ୟୁକାଳୀନ ସରକାରୀ ସହାୟତା ହଡ଼ପ କରିବାକୁ କିଛି ମାସ ହେଲା ନବରଙ୍ଗପୁର ଜିଲ୍ଲାରେ ଗୋଟିଏ ରୢାକେଟ୍‌ ସକ୍ରିୟ ରହିଛି। ଜୀବିତ ଲୋକଙ୍କୁ ନକଲି କାଗଜପତ୍ରରେ ମୃତ ଦର୍ଶାଇ ସରକାରୀ ସହାୟତା ହଡ଼ପ କରୁଛି। ଶ୍ରମ ବିଭାଗ ରେକର୍ଡରେ ମାରି ସାରିଥିବା ୫ଜଣ ହିତାଧିକାରୀ ସାମ୍ନାକୁ…
ଅଧିକ ଖବର ଦେଖନ୍ତୁ...

ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିବା ମୋର ଲକ୍ଷ: ମୀନା ସ।ନ୍ତା

ଉମରକୋଟ: ଉପାନ୍ତ ଅଞ୍ଚଳରେ ଜନ୍ମଗ୍ରହଣ କରିଥିବା ଆଦିବାସୀ ଝିଅଟିର ସଫଳତାକୁ ଦେଖିଲେ କାହାର ମଧ୍ୟ ଛାତି କଣ୍ଢେଇ ମୋଟ ହେଇଯିବ। ଏହି ପ୍ରତିଭା ବାନ ଝିଅ ହେଲେ ନବରଙ୍ଗପୁର ଜିଲ୍ଲାର ଗୌରବ। ନିକଟରେ ଦିଲ୍ଲୀ ଠାରେ ଅନୁଷ୍ଠିତ ରାଜ୍ୟ ଗୋଷ୍ଠୀ ଜୁନିଅର ସ୍ତରରେ ମୀନା ସ।ନ୍ତ। ୫୫ କିଲୋ ଭାର…
ଅଧିକ ଖବର ଦେଖନ୍ତୁ...