ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ରାଉରକେଲା: ଲୁଟ୍‌ ଉଦ୍ୟମ ବେଳେ ଜଳିଗଲା ଏଟିଏମ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଜରଦାଠାରେ ଥିବା ସିଡବ୍ଲ୍ୟୁଏସ ହସ୍‌ପିଟାଲ ପରିସରରେ ଥିବା ଏକ ଏଟିଏମ ଗତକାଲି ରାତିରେ ଜଳି ଯାଇଛି। କେତେକ ଦୁର୍ବୃତ୍ତ ଏଟିଏମ ଲୁଟ୍‌ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଏଟିଏମଟି ଜଳିଯାଇଥିିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ…
ଅଧିକ ଖବର ଦେଖନ୍ତୁ...

ବ୍ଲୋ ପାଇପ୍‌ ଫାଟି ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌-୫ ପୁଣି ଅଚଳ

ରାଉରକେଲା : ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ (ଆର୍‌ଏସ୍‌ପି)ର ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌-୫ ‘ଦୁର୍ଗା’ ଗତକାଲି ରାତି ୭ଟାରୁ ପୁଣି ଅଚଳ ହୋଇପଡ଼ିଛି। ଏଥି ଯୋଗୁଁ ଉତ୍ତପ୍ତ ଲୌହ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ ହୋଇଥିବାରୁ ହଟ୍‌ ଷ୍ଟିପ୍‌ ମିଲ୍‌ (ଏଚ୍‌ଏସ୍‌ଏମ୍‌), ପୁରୁଣା ଓ ନୂଆ ପ୍ଲେଟ୍‌ ମିଲ୍‌ରୁ…
ଅଧିକ ଖବର ଦେଖନ୍ତୁ...

ମିନି ଟ୍ରକ୍‌-ବାଇକ୍‌ ଧକ୍କା,୨ ମୃତ

ରାଜଗାଙ୍ଗପୁର : ରାଜଗାଙ୍ଗପୁର ରାଣୀବନ୍ଧ ପେଟ୍ରୋଲ ପମ୍ପ ନିକଟରେ ଆଜି ସଂଧ୍ୟା ପ୍ରାୟ ସାଢ଼େ ୮ଟାରେ ଦ୍ରୁତଗତିରେ ଆସୁଥିବା ଏକ ବାଇକ (ଓଡି୧୬ସି-୧୪୮୬) ଗ୍ୟାସ ସିଲିଣ୍ଡର ବୋଝେଇ ମିନି ଟ୍ରକ୍‌ (ଓଡି୧୫ଡି-୪୦୩୧)କୁ ପଛପଟୁ ଧକ୍କା ଦେବାରୁ ବାଇକ୍‌ରେ ଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣ ଘଟଣାସ୍ଥଳରେ…
ଅଧିକ ଖବର ଦେଖନ୍ତୁ...

ପୁଲିସ-ଜନତା ଖଣ୍ଡଯୁଦ୍ଧ : ଗୁରୁତର ଫାଣ୍ଡି ଅଧିକାରୀ କଟକ ସ୍ଥାନାନ୍ତର

ରାଉରକେଲା : ସ’ ମିଲ୍‌ ଛକରେ ଗତକାଲି ସଂଘଟିତ ପୁଲିସ-ଜନତା ଖଣ୍ଡଯୁଦ୍ଧରେ ଗୁରୁତର ଗୋପବନ୍ଧୁପାଲ୍ଲୀ ଫାଣ୍ଡି ଅଧିକାରୀ ଦିଗବିଜୟ ପ୍ରସାଦ ବିଶ୍ୱାଳଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଆଇଜିଏଚ୍‌ ଡାକ୍ତର କଟକ ନେବାକୁ ପରାମର୍ଶ ଦେବା ପରେ ରାଉରକେଲା…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣା ପରେ ତୁମୁଳକାଣ୍ଡ, ପୁଲିସ ଗାଡ଼ି ଭଙ୍ଗାରୁଜା

ରାଉରକେଲା : ରିଙ୍ଗ୍‌ ରୋଡ୍‌ ସ’ ମିଲ୍‌ ଛକରେ ଗତକାଲି ସନ୍ଧ୍ୟାରେ ମାରୁତି କାର୍‌ (ଓଡି-୧୬-୬୩୬୫) ଧକ୍କାରେ ଇସ୍ପାତ କଲେଜ ଛାତ୍ର ମନୀଷ ପ୍ରସାଦଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତଙ୍କ ମଧ୍ୟରୁ ବାସନ୍ତୀ କଲୋନିର ପୀତବାସ ପାଢ଼ୀ (୬୦) ଆଜି ଭୋର୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଏନ୍‌ଆଇଟି ସମାବର୍ତ୍ତନ ଉତ୍ସବ

ରାଉରକେଲା : ‘ଡିଗ୍ରୀ ଅବା ପଦକ ସଫଳତାର ପରିଚାୟକ ନୁହେଁ, ବରଂ ମାନବ ସମାଜର କଲ୍ୟାଣ ହିଁ ବିଦ୍ୟାର୍ଥୀଙ୍କୁ ଶୀର୍ଷରେ ପହଞ୍ଚାଇଥାଏ। ରାଉରକେଲାସ୍ଥିତ ଜାତୀୟ ବୈଷୟିକ ପ୍ରତିଷ୍ଠାନ (ଏନ୍‌ଆଇଟି)ର ୧୫ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ…
ଅଧିକ ଖବର ଦେଖନ୍ତୁ...

ଏସ୍‌ପିଙ୍କ ଚଢ଼ାଉ: ୨.୫ ଗ୍ରାମ ବ୍ରାଉନ୍‌ସୁଗର ଜବତ, ୨ ଅଟକ

ସୁନ୍ଦରଗଡ଼: ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର ପୁଲିସ ଟିମ୍‌ ସହିତ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଢ଼ାବା ଉପରେ ଅତର୍କିତ ଚଢ଼ାଉ କରି ୨.୫ ଗ୍ରାମ ବ୍ରାଉନସୁଗର ଜବତ କରିଥିବା ଜଣାପଡ଼ିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସୁନ୍ଦରଗଡ଼-ରାଉରକେଲା ରାଜ୍ୟ ରାଜପଥ ୧୦ ନମ୍ବର କଡ଼ରେ ବୁଡ଼ାକଟା…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ଲାଠିକଟା ବିଡଓ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକର ବିଡ଼ିଓ, ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଗତକାଲି କଟକ ଭିଜିଲାନ୍‌ସ ସେଲ ପକ୍ଷରୁ ଚଢ଼ାଉ କରାଯାଇଥିଲା। ୨୦୧୫ ମସିହା ଏକ ରାସ୍ତା କାମରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ଭିଜିଲାନ୍ସୁ ଆଜି ଲାଠିକଟା ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇଙ୍କ…
ଅଧିକ ଖବର ଦେଖନ୍ତୁ...

ରାଉରକେଲା : ଏଟିଏମ ଭାଙ୍ଗି ଲୁଟ୍‌

ରାଉରକେଲା: ଗତକାଲି ରାତିରେ କେତେକ ଦୁର୍ବୃତ୍ତ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲ ର ବନ୍ଧମୁଣ୍ଡା ଥାନା ଅର୍ନ୍ଗତ ବିଶ୍ରା ଏସବିଆଇ ଏଟିମ୍‌ ତାଡ଼ି ଲୁଟ୍‌ କରିଛନ୍ତି। ଆଜି ସକାଳେ ଏଟିଏମ ଭଙ୍ଗା ଯାଇଥିବା ଦେଖି କେତେକ ଲୋକ ପୁଲିସକୁ ଖବର ଦେଇଥିଲେ। ଖବରପାଇ ବନ୍ଧମୁଣ୍ଡା ଥାନା ପୁଲିସ ଘଟଣାସ୍ଥଳରେ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼: ୩ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ୍‌ ଅନ୍ତର୍ଗତ କେନ୍ଦୁଡିହା ହାଇସ୍କୁଲର ୩ ଜଣ ଛାତ୍ରୀଙ୍କୁ ସେହି ଗ୍ରାମର ପ୍ରାଇମେରି ସ୍କୁଲର ଜଣେ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗତକାଲି ଗ୍ରାମବାସୀମାାନେ ସମ୍ପୃକ୍ତ ଶିକ୍ଷକଙ୍କୁ ମାଡ଼ ମାରିଥିବା ବେଳେ ଆଜି…
ଅଧିକ ଖବର ଦେଖନ୍ତୁ...