ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ଲାଠିକଟା ବିଡ଼ିଓ, ସହକାରୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକର ବିଡ଼ିଓ, ସହକାରୀ ଯନ୍ତ୍ରୀ ଓ ସହକାରୀ ନର୍ବାହୀ ଯନ୍ତ୍ରୀଙ୍କ ଘରେ କଟକ ଭିଜିଲାନ୍‌ସ ସେଲ ପକ୍ଷରୁ ଆଜି ସକାଳୁ ଚଢ଼ାଉ କରାଯାଇଛି। ୨୦୧୫ ମସିହା ଏକ ରାସ୍ତା କାମରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ଭିଜିଲାନ୍ସ ସେଲ ପକ୍ଷରୁ ଏହି ଚଢ଼ାଉ କରାଯାଇଛ।…
ଅଧିକ ଖବର ଦେଖନ୍ତୁ...

ଶିବାଙ୍ଗୀ ହତ୍ୟାକାଣ୍ଡ :ସ୍ୱାମୀ ଅବିନାଶ ଗିରଫ

ବଡ଼ଗାଁ: ବହୁ ଚର୍ଚ୍ଚିତ ଶିବାଙ୍ଗୀ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ସ୍ୱାମୀ ଅବିନାଶ ଖେମକାକୁ ରାଇରଙ୍ଗ ପୁଲିସ ଗିରଫ କରିଛି। ଗିରଫ ପରେ ପ୍ରାରମ୍ଭିକ ରେକର୍ଡ ପରେ କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟ ଶ୍ୱଶୂର ଘରେ ଶିବାଙ୍ଗୀକୁ ଦୁଷ୍କର୍ମ ଓ ପରେ ନିଆଁରେ ପୋଡ଼ି ହତ୍ୟା କରିବା ଅଭିଯୋଗ ହେବା…
ଅଧିକ ଖବର ଦେଖନ୍ତୁ...

ପରକୀୟା ପ୍ରୀତିର କରୁଣ ପରିଣତି : ଟାଙ୍ଗିଆରେ ପତ୍ନୀକୁ ହାଣି ସ୍ୱାମୀର ଆତ୍ମହତ୍ୟା

ରାଉରକେଲା/ବୀରମିତ୍ରପୁର : ପରକୀୟା ପ୍ରୀତିର ପରିଣାମ କେତେ ଭୟଙ୍କର, ବୀରମିତ୍ରପୁର ଅନ୍ଧାରି ଗାଁରେ ତା’ର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ପରପୁରୁଷ ସହ ଅନୈତିକ ସମ୍ପର୍କ ସନ୍ଦେହ କରି ଗାଁର ଶିଲାସ କାଣ୍ଡୁଲୁନା (୪୫) ନିଜ ପତ୍ନୀ ପ୍ୟାରୀ (୩୮)ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ…
ଅଧିକ ଖବର ଦେଖନ୍ତୁ...

ବୀରମିତ୍ରପୁର: ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀଙ୍କୁ ହତ୍ୟା, ଆତ୍ମହତ୍ୟା କଲେ ଯୁବକ

ବୀରମିତ୍ରପୁର: ବିବାହ ହୋଇଥିଲା କୋଡିଏ ବର୍ଷ ତଳେ। ମାତ୍ର ଏବେ ବି ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରୁଥିଲେ ସିଲାସ। ସ୍ତ୍ରୀ ପରକୀୟା ପ୍ରୀତିରେ ମସଗୁଲ ହୋଇ ତାଙ୍କୁ ଗୁରୁତ୍ୱ ଦେଉ ନ ଥିବା ଅନୁଭବ କରୁଥିଲେ ସିଲାସ। ପ୍ରତିଦିନ ନିଜ ଆଖି ଆଗରେ ସ୍ତ୍ରୀଙ୍କ ପରକୀୟା ପ୍ରୀତି ଦେଖି ଅତିଷ୍ଠ ହୋଇ…
ଅଧିକ ଖବର ଦେଖନ୍ତୁ...

ବାଇକ୍‌-ବୋଲେରୋ ମୁହାଁମୁହିଁ:୨ ମୃତ

ସବଡେଗା/ହେମଗିର: ସୁନ୍ଦରଗଡ଼ ଜିଲ୍ଲା ସବଡେଗାରେ ବାଇକ୍‌- ବଲେରୋ ଧକ୍କା ଯୋଗୁଁ ବରଯାତ୍ରୀରେ ଯାଇଥିବା ଦୁଇ ଯୁବକ ପ୍ରଦୀପ ବାର୍ଲା (୨୨) ଓ ସଞ୍ଜନ ସୋରେଙ୍ଗ (୨୨)ପ୍ରାଣ ହରାଇଛନ୍ତି। ସୂଚନା ଅନୁସାରେ ଆଜି ତଳସରା ଥାନା ସାନ ଡମକୁଡ଼ାକୁ ବରଯାତ୍ରୀ ଦଳରେ ଯାଇଥିବା କିରାଲଗା ଆମପଡ଼ାର ଦୁଇ ଯୁବକ…
ଅଧିକ ଖବର ଦେଖନ୍ତୁ...

ଯନ୍ତ୍ରାଂଶ କିଣାରେ ବିଦେଶୀ ସଂସ୍ଥାର ରୋକ୍‌

ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟ (ଆର୍‌ଏସ୍‌ପି)ରେ ସ୍ଥାପିତ ଦେଶର ସର୍ବବୃହତ ବ୍ଲାଷ୍ଟ ଫର୍ଣ୍ଣେସ୍‌-୫ (ଦୁର୍ଗା) ଏକ ପକ୍ଷରେ ବାରମ୍ବାର ଅଚଳ ହେଉଛି ଓ ଅନ୍ୟ ପକ୍ଷରେ ଏହାର ମରାମତି ପାଇଁ କର୍ତ୍ତୃପକ୍ଷ ନିର୍ଦ୍ଦିଷ୍ଟ ବିଦେଶୀ ସଂସ୍ଥାରୁ ଚଢ଼ା ଦରରେ ଯନ୍ତ୍ରାଂଶ କିଣିବାକୁ ବାଧ୍ୟ।…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍‌ ଆଘାତରେ ଶ୍ରମିକ ମୃତ

ରାଉରକେଲା : କୁଆରମୁଣ୍ଡା ନିକଟସ୍ଥ କୋଜେଣ୍ଟ ଷ୍ଟିଲ୍‌ରେ ବିଦ୍ୟୁତ୍‌ ଆଘାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତ ଶ୍ରମିକ ହେଲେ ବିଟୁ ସାହୁ । ସେ କାରଖାନାରେ ସଫେଇ କରୁଥିବା ବେଳେ ଗତ ରାତି ପ୍ରାୟ ୨ଟା ବେଳେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଚିକିତସା ପାଇଁ ଇସ୍ପାତ ଜେନେରାଲ…
ଅଧିକ ଖବର ଦେଖନ୍ତୁ...

ଖତକୁର୍‌ବାହାଲ ହିଂସା: ୧୫ ଗିରଫ

ସୁନ୍ଦରଗଡ଼/କୁତ୍ରା : ଗୋରୁ ବେପାରୀଙ୍କ ଠାରୁ ଦାଦା ବଟି ଆଦାୟକୁ କେନ୍ଦ୍ର କରି କୁତ୍ରା ଥାନା ଅନ୍ତର୍ଗତ ଖତକୁର୍‌ବାହାଲରେ ଶୁକ୍ରବାର ସନ୍ଧ୍ୟାରେ ସଂଘଟିତ ଗୋଷ୍ଠୀ ସଂଘର୍ଷ ଓ ପୋଡ଼ାଜଳା ମାମଲାରେ ପୁଲିସ୍‌ ୧୫ ଜଣ ଗଣ୍ଡଗୋଳକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପରିସ୍ଥିତି…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ପରେ ବୋହୂକୁ ପୋଡ଼ିଦେଲେ ବିଲ୍‌ଡର୍‌ !

ପୀଡ଼ିତାଙ୍କ ଅବସ୍ଥା ସଂକଟାପନ୍ନ, ଟିଏମ୍‌ଏଚ୍‌ରେ ଚାଲିଛି ଚିକିତ୍ସା ରାଇରଙ୍ଗପୁର : ଶେଷରେ ବଡ଼ଘରର ଗୁମର ପଦାକୁ ଆସିଛି। ରାଇରଙ୍ଗପୁରର ବିଶିଷ୍ଟ ବ୍ୟବସାୟୀ ତଥା ବିଲ୍‌ଡର ରାମଗୋପାଲ ଖେମକା ନିଜ ବୋହୂକୁ ଦୁଷ୍କର୍ମ କରିବା ପରେ କିରାସିନି ଢ଼ାଳି ନିଆଁ ଲଗାଇ ମାରିବାକୁ ଷଡଯନ୍ତ୍ର କରିଥିବା…
ଅଧିକ ଖବର ଦେଖନ୍ତୁ...

ଶ୍ରେୟଶ ର‍୍ୟାଗିଂ ମାମଲା : ଆଇଜିଏଚ୍‌ରେ ଆନ୍ଧ୍ର ପୁଲିସର ତଦନ୍ତ

ରାଉରକେଲା : ପରିବାରର ଅଭିଯୋଗ ଅନୁଯାୟୀ ଭାଇଜାଗ୍‌ସ୍ଥିତ ଶ୍ରୀ ଚୈତନ୍ୟ ଇନ୍‌ଷ୍ଟିଚ୍ୟୁଟ୍‌ରେ ସହପାଠୀଙ୍କ ର‍୍ୟାଗିଂରେ ଗୁରୁତର ଅସୁସ୍ଥ ହୋଇ ଶେଷରେ ପ୍ରାଣ ହରାଇଥିବା ସମ୍ବଲପୁର ଜିଲ୍ଲା ଗଡ଼ପୋଷର ଓଡ଼ିଆ ଛାତ୍ର ଶ୍ରେୟଶ କେଶରଓ୍ଵାନୀ ମୃତ୍ୟୁ ପୂର୍ବରୁ କିଛି ଦିନ ରାଉରକେଲାସ୍ଥିତ ଇସ୍ପାତ…
ଅଧିକ ଖବର ଦେଖନ୍ତୁ...