ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ଦିନ ମଜୁରିଆ ପରିବାରର ଦୁଃଖ: ଦାଦନ ନେଲା ୨ପୁଅର ଜୀବନ

ସୁନ୍ଦରଗଡ଼: ଭିଟାମାଟିରେ କାମ ନମିଳିବାରୁ ପେଟ ପାଳିବା ପାଇଁ କର୍ଣ୍ଣାଟକର ମେଙ୍ଗାଲୁରୁକୁ ଦାଦନ ଖଟିବାକୁ ଯାଇଥିବା ୨ ଭାଇ ସମୁଦ୍ରରେ ବୁଡ଼ି ମରି ଯାଇଛନ୍ତି। ଗତ ଜାନୁଆରି ୩ରେ ବଡ଼ ପୁଅର ମୃତ୍ୟୁ ହୋଇଥିବା ବେଳେ ଗତ ଅଗଷ୍ଟ ୨୫ରେ ଦ୍ୱିତୀୟ ପୁତ୍ର ରାଜୁ ରଣାର ଜୀବନ ଯାଇଥିଲା। ରୋଜଗାରିଆ ପୁଅ…
ଅଧିକ ଖବର ଦେଖନ୍ତୁ...

ପ୍ରେମ ବ୍ୟାପାରରୁ ବୀଭତ୍ସ ହତ୍ୟା

ବଣାଇଁଗଡ଼ : ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଲହୁଣୀପଡା ଥାନା ଅନ୍ତର୍ଗତ ଲଡ଼ାମ ଗ୍ରାମରେ ଶୁକ୍ରବାର ସଂଧ୍ୟାରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଅନ୍ତର୍ଯ୍ୟାମୀ ସାମନ୍ତ (୫୦) ଓ ତାଙ୍କ ବଡ଼ ଭଉଣୀ ସୁଷମା (୫୫) ଘର ଅଗଣାରେ ନିଆଁରେ ସେକି ହେଉଥିବା ବେଳେ ଭୋଳେଶ୍ୱର ସାହୁ ଉଭୟଙ୍କୁ ଟାଙ୍ଗିଆରେ…
ଅଧିକ ଖବର ଦେଖନ୍ତୁ...

କୁଆଁରମୁଣ୍ଡା: ହାତୀ ଆକ୍ରମଣରେ ଯୁବକ ମୃତ

କୁଆାଁରମୁଣ୍ଡା: ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଝାରବେଡ଼ା ନିକଟସ୍ଥ କୁତୁକୁଲି ବସ୍ତିରେ ପଶି ଏକ ହାତୀ ଜଣେ ଯୁବକଙ୍କୁ ଦଳି ମାରିଦେଇଛି। ମୃତ ଯୁବକ ଜଣକ ହେଉଛନ୍ତି ନବୀନ କେରକେଟା। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ନବୀନ ଘରେ ଶୋଇଥିିବା ବେଳେ ହାତୀଟି ତାଙ୍କ ମାଟି…
ଅଧିକ ଖବର ଦେଖନ୍ତୁ...

ଗୋପାଳପୁର ଗୁଳିକାଣ୍ଡ: କୁଖ୍ୟାତ ଅଭିଯୁକ୍ତ ଦାଢ଼ି ଗିରଫ

ସୁନ୍ଦରଗଡ଼/ହେମଗିର: ଗୋପାଳପୁର ଗୁଳିକାଣ୍ଡର ଅଭିଯୁକ୍ତ ବିକ୍ରାନ୍ତ ଗିଦିଲି ଓରଫ୍‌ ଦାଢ଼ି (୩୩)କୁ ପୁଲିସ୍‌ ଗିରଫ କରିଛି। ସୁନ୍ଦରଗଡ଼ ଫେରୁଥିବା ରାସ୍ତାରେ ଅଭିଯୁକ୍ତ ଦାଢ଼ିକୁ ପୁଲିସ ଗିରଫ କରିଥିଲା। ଅଭିଯୁକ୍ତର ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍‌ ହାଜତକୁ ପଠାଇଦିଆଯାଇଛି। ଏହା ସହ…
ଅଧିକ ଖବର ଦେଖନ୍ତୁ...

ଦାଦନ ଯାଇଥିବା ନାବାଳିକା ନିଖୋଜ:ପେଟ ପାଇଁ ପାଠରେ ଡୋରି

ରାଉରକେଲା/ବଣାଇଁଗଡ଼: ପେଟ ପାଇଁ ସ୍କୁଲ ପାଠରେ ପଡ଼ିଥିଲା ଡୋରି। ବଡ଼ ବାପା ଝିଅ ସହ ଦାଦନ ଖଟିବାକୁ ବାହାରିଗଲା ଝିଅ। ବାହାର ରାଜ୍ୟକୁ ଯିବା ବେଳେ ବାଟରେ ଏକ କ୍ରସର୍‌ରେ କାମ ମିଳିିଥିଲା। ଅଟକି ଯାଇଥିଲେ ଦୁହେଁ। ଦିନ କେତେ କାମ କରିବା ପରେ ଦିନେ ସେଇଠୁ ନିଖୋଜ ହୋଇଗଲା ଝିଅ । ପରିବାର ଲୋକେ…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲରୁ ମହିଳାଙ୍କ ଶବ ଉଦ୍ଧାର: ହତ୍ୟା ସନ୍ଦେହ

ରାଉରକେଲା/ବିଶ୍ରା: ବିଶ୍ରା ଥାନା ଅନ୍ତର୍ଗତ ନୂଆଗାଁ ବ୍ଲକର ଲହଣ୍ଡା ଗ୍ରାମ୍ୟ ଜଙ୍ଗଲରୁ ଆଜି ଜନୈକ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ଶବକୁ ପୁଲିସ ଜବତ କରିଛି। ମହିଳାଙ୍କ ପରିଚୟ ମିଳି ପାରି ନଥିବାବେଳେ ତାଙ୍କର ବୟସ ୩୦ରୁ ୩୫ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି। ମହିଳାଙ୍କ ଛାତିରୁ ମୁହଁ…
ଅଧିକ ଖବର ଦେଖନ୍ତୁ...

ବାଘ ଛାଲ ସହ ଟ୍ରକ ଜବତ, ଡ୍ରାଇଭର ଗିରଫ

ବଣାଇଁଗଡ଼/କୋଇଡ଼ା : କୋଇଡ଼ା ଆରିଆନ୍‌ ଲୁହାପଥର ଖଣିରୁ ଆସୁଥିବା ୧୨ ଚକିଆ ଟ୍ରକ୍‌ରେ କେହି ବାଘ ଛାଲ ଆଣୁଥିବା ସମ୍ପର୍କରେ ରେଞ୍ଜ ଅଫିସର ବୈଷ୍ଣବ ଚରଣ ପାତ୍ର କୌଣସି ସୂତ୍ରରୁ ଖବର ପାଇଥିଲେ। ତାହାକୁ ଆଧାର କରି ଆଜି ସେ ବିଭିନ୍ନ ପ୍ରବେଶ ପଥରେ ସଦଳବଳ ଜଗି ରହିଥିଲେ। ଟ୍ରକ୍‌ ଆସୁଥିବା ବେଳେ ବନ…
ଅଧିକ ଖବର ଦେଖନ୍ତୁ...

ସହିଦଙ୍କୁ ଜନସମୁଦ୍ରର ଅଶ୍ରୁଳ ବିଦାୟ

ସୁନ୍ଦରଗଡ଼/ରାଜଗାଙ୍ଗପୁର : ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ରାଜଗାଙ୍ଗପୁର ଲିପ୍‌ଲୋଇର ଯବାନ ପ୍ରଦୀପ କୁମାର ପଣ୍ଡାଙ୍କୁ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଜନତା ଶେଷ ଦର୍ଶନ କରିବା ସହ ଅଶ୍ରୁଳ ବିଦାୟ ଦେଇଛନ୍ତି। ବୀରଗତି ପ୍ରାପ୍ତିର ୩ ଦିନ ପରେ ସହିଦ ପ୍ରଦୀପଙ୍କ ମରଶରୀର ଆଜି ପୂର୍ବାହ୍ନ…
ଅଧିକ ଖବର ଦେଖନ୍ତୁ...

କାଠଫାଳିଆ ମାଡ଼ରେ ଯୁବକ ମୃତ, ଅଭିଯୁକ୍ତ ଗିରଫ

ହେମଗିର: ବଲିଙ୍ଗା ଫାଣ୍ଡି ଅଧିନ ସାନରମ୍ପିଆ ଗ୍ରାମରେ କାଠଫାଳିଆ ମାଡ଼ରେ ଗୁରୁତର ଧ୍ରୁବ ମାଝି(୪୦)ଙ୍କ ହେମଗିର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଘଟଣାରୁ ପ୍ରକାଶ ଗତକାଲି ଅପରାହ୍ନରେ ଗ୍ରାମର ଧ୍ରୁବ ମାଝି ସପତ୍ନୀକ ଧାନ ଖଳାରେ କାମ କରୁଥିଲାବେଳେ କିଛି ଦୂରରେ…
ଅଧିକ ଖବର ଦେଖନ୍ତୁ...

ଯୁବକକୁ ପଥରରେ ଛେଚି ହତ୍ୟା

ବୀରମିତ୍ରପୁର: ରାଏବଗା ଥାନା ଅନ୍ତର୍ଗତ ସିମକୋ ଗ୍ରାମରେ ଜନୈକ ଯୁବକକୁ ଦୁର୍ବୃତ୍ତମାନେ ପଥର ଛେଚି ହତ୍ୟା କରିଛନ୍ତି। ପୁଲିସ ଆଜି ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଘଟଣାରୁ ପ୍ରକାଶ ଗତକାଲି ମଧ୍ୟ ରାତିରେ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ସମସ୍ତେ ବ୍ୟସ୍ତ ଥିବାବେଳେ ସିମକୋ ଗ୍ରାମର…
ଅଧିକ ଖବର ଦେଖନ୍ତୁ...