ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ସୁନ୍ଦରଗଡ଼: ଗୋରୁ ବେପାରରେ ଦାଦାବଟିକୁ ନେଇ ଗୃହଦାହ, ଗଣ୍ଡଗୋଳ, ୨ ଆହତ, ୧୦ ଅଟକ

ସୁନ୍ଦରଗଡ଼: ଗୋରୁ ବେପାରରେ ଦାଦା ବଟି ଆଦାୟକୁ କେନ୍ଦ୍ର କରି ଗତକାଲି ରାତିରେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ଖତକୁରିବାହାଲ ଗାଁରେ ପରିସ୍ଥିତି ଅଶାନ୍ତ ହୋଇ ଉଠିଛି। ଗୋଟିଏ ଗୋଷ୍ଠୀ ସଂଘବଦ୍ଧ ଭାବେ ଗାଁର କେତେଜଣଙ୍କ ଘରେ ନିଆଁ ଲଗାଇଦେବା ସହିତ ଟେକା, ପଥରରେ ଆକ୍ରମଣ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ସାନ ଭାଇର କାଠ ଫାଳିଆ ମାଡ଼ରେ ବଡ଼ ଭାଇ ମୃତ

ଟାଙ୍ଗରପାଲି: ସଦର ଥାନା ଅନ୍ତର୍ଗତ ବେଲକିଡିହି ଗ୍ରାମରେ ସାନ ଭାଇର କାଠଫାଳିଆ ମାଡ଼ରେ ବଡ଼ ଭାଇର ମୃତ୍ୟୁ ହୋଇଛି। ଘଟଣରୁ ପ୍ରକାଶ ଯେ ଗତ ବୁଧବାର ସଂଧ୍ୟାରେ ଅଙ୍ଗରାଜ ମାଝି(୨୪) ନିଜ ମା’କୁ ଗାଳି ଗୁଲଜ କରୁଥିବାବେଳେ ବଡ଼ ଭାଇ ସିନ୍ଧୁ ମାଝି(୨୭) ଏହାକୁ ବିରୋଧ କରିଥିଲେ। ଫଳରେ ଦୁଇ ଭାଇଙ୍କ…
ଅଧିକ ଖବର ଦେଖନ୍ତୁ...

କୁତ୍ରାରେ ଗୋଷ୍ଠୀ ସଂଘର୍ଷ: ବ୍ୟାପକ ଭଙ୍ଗାରୁଜା, ପୋଡ଼ାଜଳା

କୁତ୍ରା : କିଛି ଦିନର ନିରବତା ପରେ ପୁଣି ଖତକୁରବାହାଲରେ ଭିନ୍ନ ସମ୍ପ୍ରଦାୟର ଦୁଇ ଗୋଷ୍ଠୀ ମୁହାଁ-ମୁହିଁ ହୋଇଛନ୍ତି। ଆଜି ସଂଧ୍ୟାରେ ସଂଘଟିତ ଗୋଷ୍ଠୀ ସଂଘର୍ଷରେ ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା ହୋଇଛି। ଟେକା-ପଥର ମାଡ଼ରେ ଅନେକ ବାଇକ୍‌, କାର୍‌ ଭାଙ୍ଗିଯାଇଥିବା ବେଳେ ଗଣ୍ଡଗୋଳକାରୀମାନେ ୩ଟି…
ଅଧିକ ଖବର ଦେଖନ୍ତୁ...

ବିଶ୍ୱାସରେ ବିଷ: ହସ୍ପିଟାଲରେ ଦାଦାଙ୍କ ମୃତ୍ୟୁ, ଭାତ ହାଣ୍ଡିରେ ବିଷ ଦେଇଥିବା ପୁତୁରା ଗିରଫ

ସୁନ୍ଦରଗଡ଼: ବିଶ୍ୱାସରେ ବିଷ ଦେଲା ନିଜ ରକ୍ତ। ଘର କାମରେ ଥକି ପଡ଼ିଥିବା ଦମ୍ପତ୍ତି ଅଜାଣତରେ ବିଷାକ୍ତ ‘ଭାତ’କୁ ଖାଇ ଦୁର୍ଘଟଣାର ଶିକାର ହୋଇଥିଲେ। ପୁରୁଷ ଜଣକ ଜାଣି ନଥିଲେ ଯେ, ଏହି ମଧ୍ୟାହ୍ନ ଭୋଜନ ହେବ ତାଙ୍କ ପାଇଁ ଶେଷ ଖାଦ୍ୟ। ଡାକ୍ତରଙ୍କ ଅକ୍ଳାନ୍ତ ଉଦ୍ୟମ ଯୋଗୁଁ ମହିଳା ଜଣକ ବଞ୍ଚି…
ଅଧିକ ଖବର ଦେଖନ୍ତୁ...

ଅଟୋ-ବାଇକ୍‌ ଧକ୍କା, ୨ ଗୁରୁତର

ସୁନ୍ଦରଗଡ଼: ଟାଉନ ଥାନା ଅନ୍ତର୍ଗତ ଭୋଜପୁର ଠାରେ ଆଜି ଅପରାହ୍ନରେ ଓଡ଼ି ୧୬ ୯୯୩୦ ବାଇକ୍‌ ସହିତ ଅନ୍ୟ ଏକ ଅଟୋ(ଓଡ଼ି ୧୬ଇ ୨୧୪୭) ସହିତ ଧକ୍କା ହେବାରୁ ବାଇକ୍ତ ଚାଳକ ଛତାସର୍ଗି ଅଂଚଳର ବିଶେଶ୍ୱର ମାଝି ଏବଂ ଅଟୋ ଚାଳକ ମହମ୍ମଦ ମୋଇନ ଗୁରୁତର ହୋଇଥିଲେ। ପୁଲିସ ଉଭୟଙ୍କୁ ଉଦ୍ଧାର କରି ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ରାଉରକେଲା: ହାତୀ ଆକ୍ରମଣରେ ମହିଳା ମୃତ

ରାଉରକେଲା: ଆଜି ଭୋରରୁ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ରେଞ୍ଜ ଅନ୍ତର୍ଗତ କୋପସିଂହା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିିଛି। ମୃତ ମହିଳା ଜଣକ ଘର ଭିତରେ ଶୋଇଥିବା ବେଳେ ହାତୀ ପଲ ଘର ଭାଙ୍ଗି ଭିତରେ ପଶିଥିଲେ। ସେଥିମଧ୍ୟରୁ ଗୋଟିଏ ହାତୀ ମହିଳାଙ୍କୁ ଶୁଣ୍ଢରେ ଭିଡ଼ିଆଣି ତଳେ…
ଅଧିକ ଖବର ଦେଖନ୍ତୁ...

୧୫ ଘଣ୍ଟା ଉତ୍ପାଦନ ବନ୍ଦ, ଆର୍‌ଏସ୍‌ପିର କ୍ଷତି ୭ କୋଟି 

ରାଉରକେଲା: ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ (ଆର୍‌ଏସ୍‌ପି)ରେ ପାଖାପାଖି ୨୨୦୦ କୋଟି ଟଙ୍କା ବ୍ୟୟରେ ସ୍ଥାପିତ ନୂଆ ପ୍ଲେଟ୍‌ ମିଲ୍‌ (ଏନ୍‌ପିଏମ୍‌)ର ରୋଲର୍‌ ଟେବୁଲ୍‌ ମୂଳଦୁଆ ଦବି ଯାଇଥିବାରୁ ଆଜି ସକାଳ ୬ଟାରୁ ସେଥିରୁ ଉତ୍ପାଦନ ବନ୍ଦ ରହିଛି। ନଷ୍ଟ ହୋଇଥିବା ଡୁଏଲ୍‌ ସାଇଜ୍‌ ଟ୍ରିମିଂ…
ଅଧିକ ଖବର ଦେଖନ୍ତୁ...

ଲୁହାପଥର ଦର ବଢ଼ିଲା, ଇସ୍ପାତ ବଢ଼ିବ

ରାଉରକେଲା : ନୂଆ ବର୍ଷ ଆରମ୍ଭରୁ ଲୁହାପଥର ଦର ହାରାହାରି ୨୨% ବୃଦ୍ଧି ପାଇବା ଖଣି ଲିଜ୍‌ଧାରୀଙ୍କ ପାଇଁ ଶୁଭ ସଙ୍କେତ। ତେବେ ଏହା ଇସ୍ପାତ ବଜାରକୁ ସାମଗ୍ରୀକ ଭାବେ ପ୍ରଭାବିତ କରିବ। ମୋଟାମୋଟି ଭାବେ ଆଗାମୀ ଦିନରେ ଆଭ୍ୟନ୍ତରୀଣ ବଜାରରେ ଇସ୍ପାତ ସାମଗ୍ରୀ ମୂଲ୍ୟ ୨୫% ପର୍ଯ୍ୟନ୍ତ ବଢ଼ିବ।…
ଅଧିକ ଖବର ଦେଖନ୍ତୁ...

ଏକତରଫା ପ୍ରେମ : ହତାଶ ପ୍ରେମିକର ଆକ୍ରମଣ, ଯୁବତୀ ଗୁରୁତର

ରାଉରକେଲା : ଏକତରଫା ପ୍ରେମରେ ହତାଶ ପ୍ରେମିକ ଆଜି ବିଶ୍ରା ରାଜରାସ୍ତାରେ ଉନ୍ମତ୍ତ କାଣ୍ଡ ଘଟାଇଛି। ପ୍ରେମ ପ୍ରତ୍ୟାଖ୍ୟାନ କରିଥିବା ଯୁବତୀଙ୍କୁ ସେ ଧାନକଟା ଦା’ରେ ମରଣାନ୍ତକ ଆକ୍ରମଣ କରିଥିଲେ ମଧ୍ୟ ସୌଭାଗ୍ୟବଶତଃ ଯୁବତୀ ମରଣ ମୁହଁରୁ ବର୍ତ୍ତି ଯାଇଛନ୍ତି। ତେବେ ଗୁରୁତର ଅବସ୍ଥାରେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଦିନ ମଜୁରିଆ ପରିବାରର ଦୁଃଖ: ଦାଦନ ନେଲା ୨ପୁଅର ଜୀବନ

ସୁନ୍ଦରଗଡ଼: ଭିଟାମାଟିରେ କାମ ନମିଳିବାରୁ ପେଟ ପାଳିବା ପାଇଁ କର୍ଣ୍ଣାଟକର ମେଙ୍ଗାଲୁରୁକୁ ଦାଦନ ଖଟିବାକୁ ଯାଇଥିବା ୨ ଭାଇ ସମୁଦ୍ରରେ ବୁଡ଼ି ମରି ଯାଇଛନ୍ତି। ଗତ ଜାନୁଆରି ୩ରେ ବଡ଼ ପୁଅର ମୃତ୍ୟୁ ହୋଇଥିବା ବେଳେ ଗତ ଅଗଷ୍ଟ ୨୫ରେ ଦ୍ୱିତୀୟ ପୁତ୍ର ରାଜୁ ରଣାର ଜୀବନ ଯାଇଥିଲା। ରୋଜଗାରିଆ ପୁଅ…
ଅଧିକ ଖବର ଦେଖନ୍ତୁ...