ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ପ୍ରଦୀପଙ୍କ ମରଶରୀର ଆଜି ପହଞ୍ଚିବ

ସୁନ୍ଦରଗଡ଼ : ଦକ୍ଷିଣ କାଶ୍ମୀରର ଫୁଲଓ୍ଵାମା ଜିଲ୍ଲା ଅନ୍ତର୍ଗତ ଲେଥାପୋରା ସିଆର୍‌ପିଏଫ୍‌ କ୍ୟାମ୍ପ୍‌ରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ରାଜଗାଙ୍ଗପୁର ଲିପ୍‌ଲୋଇର ଯବାନ ପ୍ରଦୀପ କୁମାର ପଣ୍ଡା (୩୪)ଙ୍କୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ ନିମନ୍ତେ ସ୍ଥାନୀୟ ସିଆର୍‌ପିଏଫ୍‌ ଓ ପୁଲିସ୍‌…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼: ମହିଳାଙ୍କୁ ହାତୀ ଦଳି ଦେଲା

ସୁନ୍ଦରଗଡ଼: ଗତକାଲି ରାତିରେ ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରିକେଲା ଥାନା ଅନ୍ତର୍ଗତ ଦେଓଭବନପୁର ତେଲିସାହିରେ ରହୁଥିବା ହିତେଶ୍ୱରୀ ପୃଷେଠ୍‌ (୪୨ ବର୍ଷ) ନାମକ ଜଣେ ମହିଳାଙ୍କୁ ଏକ ଦନ୍ତା ହାତୀ ଦଳି ମାରି ଦେଇଛି। ବିଳମ୍ବିତ ରାତିରେ ଦନ୍ତାହାତୀଟି ଶ୍ରୀମତୀ ପୃଷେଠ୍‌ଙ୍କ ଘର ଭାଙ୍ଗି ଦେଇଥିଲା।…
ଅଧିକ ଖବର ଦେଖନ୍ତୁ...

କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ : ଓଡ଼ିଶାର ପ୍ରଦୀପ ସହିଦ

ରାଉରକେଲା : ଦକ୍ଷିଣ କାଶ୍ମୀରର ଫୁଲଓ୍ଵାମା ସିଆର୍‌ପିଏଫ୍‌ କ୍ୟାମ୍ପରେ ପାକିସ୍ତାନୀ ଆତଙ୍କବାଦୀଙ୍କ ରାତିଅଧିଆ ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ସହିଦମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ବି ଅଛନ୍ତି। ସେ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଅନ୍ତର୍ଗତ ଲିପ୍‌ଲୋଇ ନିବାସୀ…
ଅଧିକ ଖବର ଦେଖନ୍ତୁ...

ଜୁଆ ଆଡ୍ଡାରେ ଚଢ଼ଉ : କିଙ୍ଗ୍‌ ପିନ୍‌ ଭ୍ରାତାଙ୍କ ସମେତ ୭ ଗିରଫ

ରାଉରକେଲା : ଛେଣ୍ଡ୍‌ କଲୋନୀ ତୁଳସୀଟୋଲାରେ ଚାଲିଥିବା ଜୁଆ ଆଡାରେ ପୁଲିସ ଅତର୍କିତ ଚଢ଼ଉ କରି ୭ଜଣଙ୍କୁ ଗିରଫ କରିଛି। ଇସ୍ପାତ ସହରରେ ବେଆଇନ ଜୁଆ ଖେଳକୁ ନିୟନ୍ତ୍ରଣ କରି ଆସିଥିବା ଦୁଇ ଭାଇ ବାସନ୍ତୀକଲୋନୀର ବିଏଲ୍‌-୨୩ ନିବାସୀ ଉମା ସିଂ (୩୮) ଓ ପପୁ ସିଂ (୩୫) ସେମାନଙ୍କ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ଆର୍‌ଏସ୍‌ପିରେ ସ୍ଲାଗ୍‌ ଦୁର୍ନୀତି : ପ୍ରିୟ କମ୍ପାନିଙ୍କ ପାଇଁ ଅସାଧୁମେଣ୍ଟ

ରାଉରକେଲା : ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌ରୁ ନିର୍ଗତ ଧାତବ ଖାଦ (ସ୍ଲାଗ୍‌) ସିମେଣ୍ଟ ଉତ୍ପାଦନର ପ୍ରମୁଖ କଞ୍ଚାମାଲ ହୋଇଥିବାରୁ ଏହାର ଚାହିଦା ଦିନକୁ ଦିନ ବଢ଼ୁଛି। ଅଥଚ କ୍ରମବର୍ଦ୍ଧିଷ୍ଣୁ ବଜାର ଚାହିଦାରୁ ଫାଇଦା ନେବା ବଦଳରେ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) କର୍ତ୍ତୃପକ୍ଷ ‘ସରକାର…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣା:୧ ମୃତ, ୪ ଗୁରୁତର

ସୁନ୍ଦରଗଡ଼/ହେମଗିର: ସୁନ୍ଦରଗଡ଼-ଝାରସୁଗୁଡ଼ା ୧୦ ନଂ ରାଜ୍ୟ ରାଜପଥର ବନ୍ଧପାଲି ନିକଟରେ କୌଣସି ଏକ ଭାରୀ ଯାନ ଧକ୍କାରେ ଦୁଇ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ଆଜି ସଂଧ୍ୟାରେ ଝାରସୁଗୁଡ଼ା ଟାଉନ ଥାନା ଅନ୍ତର୍ଗତ ଅମ୍ରିପାଲି ପଟାମାଲ ଗ୍ରାମର ମିତ୍ର ଦଣ୍ଡସନା(୨୫) ଓ ଟିକେଶ୍ୱର ଦଣ୍ଡସନା(୨୧) ଦୁଇ…
ଅଧିକ ଖବର ଦେଖନ୍ତୁ...

ଟାଙ୍କିରୁ ଗଳୁଛି ପାଣି, ଗାଁ ଲୋକେ ଆତଙ୍କିତ

ବୀରମିତ୍ରପୁର: ନିର୍ମାଣର ୬ ମାସ ଯାଇନି। କିନ୍ତୁ ଓଭରହେଡ଼ ପାଣି ଟାଙ୍କିରୁ ଅନବରତ ପାଣି ଝରୁଛି। ଯାହାକି ଅଂଚଳରେ ଆତଙ୍କ ସୃଷ୍ଟି କରିଛି। ଏହିପରି ଅବସ୍ଥା ଦେଖିବାକୁ ମିଳିଛି କୁଆରମୁଣ୍ଡା ବ୍ଲକର ଦଲକି ପଞ୍ଚାୟତରେ। ଦଲକି ପଞ୍ଚାୟତ ମାର୍କେଟ କମ୍ପ୍ଲେକ୍ସ ନିକଟରେ ଗ୍ରାମ୍ୟ ଜଳ ଯୋଗାଣ ଓ…
ଅଧିକ ଖବର ଦେଖନ୍ତୁ...

ମାରଣାସ୍ତ୍ର ସହ ୨ ଦୁର୍ଦ୍ଦାନ୍ତ ନକ୍ସଲ ଗିରଫ

ରାଉରକେଲା : ରାଉରକେଲା ପୁଲିସ୍‌ ଜିଲ୍ଲା ସୀମାନ୍ତ ଝାଡ଼ଖଣ୍ଡର ପୋଡ଼ାହାଟ ଜଙ୍ଗଲରେ ଚାଲିଥିବା କମ୍ବିଂ ଅପରେସନ୍‌ରେ ଝାଡ଼ଖଣ୍ଡ ପୁଲିସକୁ ବଡ଼ ସଫଳତା ମିଳିଛି। ପୁଲିସ ଓ ସିଆର୍‌ପିଏଫ୍‌ଙ୍କ ହାତରେ ୨ ଦୁର୍ଦ୍ଦାନ୍ତ ନକ୍ସଲ ହାବିଲ ହୋରୋ ଓ ବର୍ଣ୍ଣା ମୁଣ୍ଡାରି ଧରାପଡ଼ିଛନ୍ତି। ସେମାନଙ୍କ ଠାରୁ ଗୋଟିଏ…
ଅଧିକ ଖବର ଦେଖନ୍ତୁ...

ନେତାଜୀ ଜୟନ୍ତୀରେ ରାଉରକେଲାରୁ ଉଡ଼ାନ୍‌

ରାଉରକେଲା : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ (ଜାନୁଆରି ୨୩)ରୁ ‘ଉଡ଼େ ଦେଶ୍‌କା ଆମ୍‌ ନାଗରିକ୍‌ (ଉଡ଼ାନ୍‌) ଯୋଜନାରେ ରାଉରକେଲାରୁ ବିମାନ ସେବା ଆରମ୍ଭ ହେବ। ସେଦିନ କୋଲକାତାସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିମାନ ଆସି ରାଉରକେଲାସ୍ଥିତ ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ଦୁର୍ଦ୍ଦାନ୍ତଙ୍କ ଜାମିନ କରାଉଥିଲା ଜାଲ୍‌ ପଟ୍ଟାରେ

ରାଉରକେଲା: ଜାଲ୍‌ ପଟ୍ଟାରେ ଦୁର୍ଦ୍ଦାନ୍ତଙ୍କ ଜାମିନ କରାଉଥିବା ଜଣେ ଅଭ୍ୟାସଗତ ଜାମିନଦାରକୁ ଉଦିତନଗର ପୁଲିସ ଆଜି ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ରାଜଗାଙ୍ଗପୁର ମିଶନପଡାର ଦୁର୍ଗା ଚରଣ ନାଗ। ଜାମିନ ନାମଞ୍ଜୁର ହେବାକୁ ତାଙ୍କୁ ଜେଲ ପଠାଇ ଦିଆଯାଇଛି। ପୁଲିସ ତା ନିକଟରୁ ଜାମିନ ପାଇଁ…
ଅଧିକ ଖବର ଦେଖନ୍ତୁ...