ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ଆର୍‌ଏସ୍‌ପିର ବାଟ ଓଗାଳିଲେ

ରାଉରକେଲା : ମୋଟର ଯାନ ପାଇଁ ଆବଶ୍ୟକ ସ୍ୱତନ୍ତ୍ର ମାନର ଇସ୍ପାତ (ଅଟୋ ଗ୍ରେଡ୍‌ ଷ୍ଟିଲ୍‌) ଉତ୍ପାଦନ ନିମନ୍ତେ ଭାରତୀୟ ଇସ୍ପାତ ପ୍ରାଧିକରଣ ଓ ବିଶ୍ୱର ଏକ ନମ୍ବର ଇସ୍ପାତ ଉତ୍ପାଦନକାରୀ ଆର୍ସେଲର୍‌-ମିତ୍ତଲ ମଧ୍ୟରେ ଖୁବଶୀଘ୍ର ଯୁଗ୍ମ ଉଦ୍ୟୋଗ ଚୁକ୍ତି ସ୍ୱାକ୍ଷର ହେବ। ‘ବ୍ଲୁମ୍‌ବର୍ଗ’…
ଅଧିକ ଖବର ଦେଖନ୍ତୁ...

ଆଉ ୪ ହାଇଓ୍ଵା ଲୁଟେରା ଗିରଫ

ବଣାଇଁଗଡ଼ : ବରସୁଆଁ-କଲେଇପୋଷ ରାସ୍ତାର ଦଲମକୁଚା ନିକଟସ୍ଥ ଟିଙ୍କୋ ଘାଟୀରେ ମାରଣାସ୍ତ୍ର ଦେଖାଇ ହାଇଓ୍ଵା ଲୁଟ୍‌ ଉଦ୍ୟମ କରିଥିବା ଗ୍ୟାଙ୍ଗ୍‌ର ଆଉ ୪ ଲୁଟେରାଙ୍କୁ ଘଟଣାରେ ଆଜି ଲହୁଣୀପଡ଼ା ପୁଲିସ କାବୁ କରିଛି। ସେମାନେ ହେଲେ-ରାଉରକେଲା ଅଞ୍ଚଳର ପ୍ରଶାନ୍ତ ନାଏକ ଓରଫ ଚିକୁ (୨୨), ରଣଜିତ ସେଠୀ…
ଅଧିକ ଖବର ଦେଖନ୍ତୁ...

ଷ୍ଟେଟ୍‌ ବ୍ୟାଙ୍କ ପୋଡ଼ି ପାଉଁଶ

୮୦ ଲକ୍ଷ ଟଙ୍କାର ସମ୍ପତ୍ତି ଧ୍ୱଂସ, ସଟ୍‌ ସର୍କିଟରୁ ଅଗ୍ନିକାଣ୍ଡ ସନ୍ଦେହ ରାଉରକେଲା : ବିଶ୍ରା ଛକସ୍ଥିତ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଶିଳ୍ପ ବାଣିଜ୍ୟ ଶାଖାରେ ଭୟାବହ ଅଗ୍ନିକାଣ୍ଡ ଘଟି ପ୍ରାୟ ୮୦ ଲକ୍ଷ ଟଙ୍କାର ସମ୍ପତ୍ତି ପାଉଁଶ ହୋଇଯାଇଛି। ଆଜି ଭୋର୍‌ ପ୍ରାୟ ସାଢ଼େ ୩ଟାରେ…
ଅଧିକ ଖବର ଦେଖନ୍ତୁ...

ଏଡିଏମ୍‌, ଏମ୍‌ଭିଆଇଙ୍କ ସେବାରେ ବେନିୟମ ଗାଡ଼ି

ରାଉରକେଲା : ସଂଶୋଧିତ ଓଡ଼ିଶା ମଟର ଯାନ ଆଇନ ଅନୁଯାୟୀ ବ୍ୟକ୍ତିଗତ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଗାଡ଼ି ପାଇଁ ଧଳା ପ୍ଲେଟ୍‌ ଉପରେ କଳା ରଙ୍ଗରେ ରେଜିଷ୍ଟ୍ରେସନ୍‌ ନମ୍ବର ଲେଖାଯିବା ନିୟମ ରହିଛି। ସେହିପରି ଯାତ୍ରୀ ପରିବହନରେ ବ୍ୟବହୃତ ଟ୍ୟାକ୍ସି ଓ ଅନ୍ୟାନ୍ୟ ବାଣିଜ୍ୟିକ ଉପଯୋଗରେ ଲାଗୁଥିବା…
ଅଧିକ ଖବର ଦେଖନ୍ତୁ...

ହାତୀ ଘଉଡ଼ାଇବ ସୋଲାର୍‌ ଫେନ୍‌ସିଂ

ରାଉରକେଲା : ଜନବସତି ମୁହାଁ ହାତୀଙ୍କୁ ଏଣିକି ଘଉଡ଼ାଇବ ସୌର ଶକ୍ତି ଚାଳିତ ବାଡ଼ (ସୋଲାର୍‌ ଫେନ୍‌ସିଂ)। ଲଙ୍କା ଧୂଆଁ, ନିଆଁହୁଳା ଫେଲ୍‌ ମାରିବା ପରେ ବନବିଭାଗ ହାତୀ ଉପଦ୍ରବ ଅଞ୍ଚଳରେ ଏହାର ପ୍ରୟୋଗ ଆରମ୍ଭ କରିଛନ୍ତି। ବେଶ ପ୍ରଭାବୀ ଢଙ୍ଗରେ ଆରମ୍ଭ ହୋଇଥିବା ସୋଲାର୍‌ ଫେନ୍‌ସିଂ ହାତୀଙ୍କୁ…
ଅଧିକ ଖବର ଦେଖନ୍ତୁ...

କୁଚିଣ୍ଡାକୁ ସିଟି ବସ୍‌ ଚଳାଚଳ ବିବାଦ: ଘରୋଇ ବସ୍‌ ବନ୍ଦ କରିବାକୁ ମାଲିକଙ୍କ ଧମକ

ସମ୍ବଲପୁର: କୁଚିଣ୍ଡାକୁ ସିଟି ବସ୍‌ ଚଳାଚଳକୁ ସମ୍ବଲପୁର ଘରୋଇ ବସ୍‌ ମାଲିକ ସଂଘ ତୀବ୍ର ବିରୋଧ କରିଛି। ଏଥି ସହିତ ସରକାରଙ୍କ ନିୟମ ମୁତାବକ ଇଣ୍ଟରସିଟି ବସ୍‌ ଚଳାଚଳ କରାନଗଲେ ସମ୍ବଲପୁର ଜିଲ୍ଲାରେ ଘରୋଇ ବସ୍‌ ସେବା ବନ୍ଦ କରିଦେବାକୁ ସଂଘ ପକ୍ଷରୁ ଧମକ ଦିଆଯାଇଛି। ଗତ ୨୧ ମାର୍ଚ ୨୦୧୭ରେ…
ଅଧିକ ଖବର ଦେଖନ୍ତୁ...

ଢାବା ପଛରୁ ଶିଶୁ ଶ୍ରମିକର ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ

ହେମଗିର: ବସୁନ୍ଧରା ଖଣି ଗେଟ୍‌ ସମ୍ମୁଖ ବୁଡ଼ା ଢାବା ପଛ ଘାସବୁଦାର ଏକ ଶିଶୁ ଶ୍ରମିକର ଉଲଗ୍ନ ମୃତ ଦେହକୁ ହେମଗିର ପୁଲିସ ଉଦ୍ଧାର କରିଛି। ମୃତକର ଦେହ ସହ ଯୌନାଙ୍ଗ ବି ଫୁଲିଥିବା ଦେଖାଯାଇଛି। ପିନ୍ଧିଥିବା ପ୍ୟାଣ୍ଟଟି ଆଣ୍ଠୁ ତଳକୁ ଖସି ଯାଇଥିବା ବେଳେ ବେକରେ କଟାଦାଗ ରହିଛି। ସେହିପରି ଢାବା…
ଅଧିକ ଖବର ଦେଖନ୍ତୁ...

୫ ଦୋଷୀଙ୍କୁ ୨୦ବର୍ଷ ଲେଖାଏଁ ଜେଲ୍‌

ରାଉରକେଲା : ପିତାମହଲ ଡ୍ୟାମ୍‌ ନିକଟରେ ବର୍ଷେ ତଳେ ସଂଘଟିତ ଗଣଦୁଷ୍କର୍ମ ମାମଲାରେ ରାଉରକେଲା ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଶ୍ରୀନିବାସ ପତିହାରୀ ୫ ଅଭିଯୁକ୍ତଙ୍କୁ ୨୦ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ସହ ୨୦ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ୯ ଜଣ ସାକ୍ଷୀଙ୍କ ବୟାନ, ସାକ୍ଷ୍ୟ…
ଅଧିକ ଖବର ଦେଖନ୍ତୁ...

ଜେଏମ୍‌ଏମ୍‌ ଫେରିଲେ ଜର୍ଜ

ରାଉରକେଲା : ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ ୩୦୦ରୁ ଉର୍ଦ୍ଧ୍ୱ ସମର୍ଥକଙ୍କ ସହ ଆଜି ଝାଡ଼ଖଣ୍ଡ ମୁକ୍ତି ମୋର୍ଚା (ଜେଏମ୍‌ଏମ୍‌)ରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି। ରାଞ୍ଚି ଠାରେ ଦଳ ପକ୍ଷରୁ ଆୟୋଜିତ ମିଶ୍ରଣ ଉତ୍ସବରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମ୍‌ଏମ୍‌ ନେତା…
ଅଧିକ ଖବର ଦେଖନ୍ତୁ...

ଶାନ୍ତିକଲୋନୀରେ ଭଙ୍ଗାହେଲା ୫ ବେଆଇନ ଘର:ବସ୍ତିବାସୀ-ଆର୍‌ପିଏଫ୍‌ ଯବାନ ମୁହାଁମୁହିଁ : ୨ ଆହତ

ରାଉରକେଲା,: ମାଲଗୋଦାମ କାଳୀ ମନ୍ଦିର ନିକଟ ଶାନ୍ତିକଲୋନୀରେ ବେଆଇନ ଭାବେ ନିର୍ମାଣ ୫ରୁ ଅଧିକ ଘରକୁ ଆର୍‌ପିଏଫ୍‌ ପକ୍ଷରୁ ଭଙ୍ଗାଯାଇଛି। ଉଚ୍ଛେଦ ସମୟରେ କଲୋନୀ କିଛି ଲୋକ ଉତ୍ତେଜିତ ହୋଇ ଆର୍‌ପିଏଫ୍‌ ଯବାନଙ୍କୁ ଟେକାପଥର ମାଡ ମାରିଥିଲେ। ଯବାନଙ୍କ ପକ୍ଷରୁ କେହି ହତାହତ ହୋଇ ନଥିବାବେଳେ…
ଅଧିକ ଖବର ଦେଖନ୍ତୁ...