ଅନୁସନ୍ଧାନ କରୁଥିବା ବର୍ଗ

ନିର୍ବାଚନ ୨୦୨୨

ବିଏମ୍‌ସି ନିର୍ବାଚନ: ବିଜେଡି ଯିବେ କି ସ୍ବାଧୀନ ପ୍ରାର୍ଥୀ?

ଭୁବନେଶ୍ବର: ଏଥର ବିଏମ୍‌ସି ନିର୍ବାଚନରେ ୯ ସ୍ବାଧୀନ କର୍ପୋରେଟର୍‌ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ଅଧିକାଂଶ ପ୍ରାର୍ଥୀ ବିଦ୍ରୋହୀ ବିଜେଡି। ବିଜେଡିରୁ ଟିକେଟ୍‌ ନ ମିଳିବା ପରେ ସେମାନେ ସ୍ବାଧୀନ ଭାବେ ପ୍ରାର୍ଥୀ ହେବା ସହ ଜିତିଛନ୍ତି। ଗତଥର ସ୍ବାଧୀନ ଭାବେ ବିଜୟ ଲାଭ କରିଥିବା ୧୨ ଜଣ…
ଅଧିକ ଖବର ଦେଖନ୍ତୁ...

ପୌର ନିର୍ବାଚନରେ ବିଜେଡିର ୪୮%, ବିଜେପିର ୨୭%, କଂଗ୍ରେସକୁ ୧୨% ଭୋଟ୍‌

ଭୁବନେଶ୍ବର : ପୌର ନିର୍ବାଚନରେ ବିଜେଡି ୩ଟି ଯାକ ମେୟର ପଦବି, ୭୩ଟି ପୌରାଧ୍ୟକ୍ଷ, ୧୧୭୫ଟି କାଉନସିଲର, ୧୧୬ଟି କର୍ପୋରେଟର ପଦବି ହାତେଇଛି। ହେଲେ ଏଥିପାଇଁ ପ୍ରାୟ ୪୮% ଭୋଟ୍‌ ବିଜେଡି ସପକ୍ଷରେ ପଡ଼ିଛି। ୧୬ଟି ପୌରାଧ୍ୟକ୍ଷ, ୨୮୮ଟି କାଉନସିଲର,୨୪ଟି କର୍ପୋରେଟର ପଦବି ହାତେଇଥିବା…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ନେତୃତ୍ୱ ପାଇଁ ହାରିଲୁ: ଅପରାଜିତା

ଭୁବନେଶ୍ବର : ପୌର ନିର୍ବାଚନରେ ବିଜେପିର ଦୁର୍ବଳ ପ୍ରଦର୍ଶନ ପାଇଁ ରାଜ୍ୟ ନେତୃତ୍ୱକୁ ସିଧାସଳଖ ଦାୟୀ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଭୁବନେଶ୍ୱର ଫେରିବା ପରେ ଆଜି ଗଣମାଧ୍ୟମ ସମ୍ମୁଖରେ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏଥିସହ ଅର୍ଥ ଓ ବାହୁବଳ ପ୍ରୟୋଗ କରି ଶାସକ…
ଅଧିକ ଖବର ଦେଖନ୍ତୁ...

ବିଜେପି ହାତରେ ଅଧ୍ୟକ୍ଷ ଆସନ: କିଏ ହେବ ସୁନ୍ଦରଗଡ଼ ପୌର ଉପାଧ୍ୟକ୍ଷ

ସୁନ୍ଦରଗଡ଼: ସବୁ ଗଣିତକୁ ଓଲଟପାଲଟ କରି ସୁନ୍ଦରଗଡ଼ ପୌରାଧ୍ୟକ୍ଷ ଆସନଟିକୁ ବିଜେପି ହାତେଇ ନେଇଛି। ବିଜେପିର ଏ ବିଜୟ ବିଜେଡିକୁ ବଡ଼ ଝଟକା ଦେଇଛି। ଜିଲ୍ଲା ପରିଷଦରେ ଏକପାଖିଆ ବିଜୟ ପରେ ପୌରପରିଷଦ ବି ଅନାୟସରେ ବିଜେଡି ହାତକୁ ଯିବ ବୋଲି ଦଳୀୟ କର୍ମକର୍ତ୍ତା ଭାବି ନେଇଥିଲେ। କିନ୍ତୁ ତାହା…
ଅଧିକ ଖବର ଦେଖନ୍ତୁ...

ବିଜେଡି ପାଇଁ ବିଦ୍ରୋହୀ କଣ୍ଟା, ଜିଲ୍ଲା ନେତୃତ୍ବକୁ ଚ୍ୟାଲେଞ୍ଜ, ପ୍ରତି ନିର୍ବାଚନରେ ବଢ଼ାଉଛନ୍ତି ମୁଣ୍ଡବ୍ୟଥା

ରାୟଗଡ଼ା: ୨୦୧୯ ନିର୍ବାଚନରେ ରାୟଗଡ଼ା ବିଧାନସଭା ଆସନରେ ଜିତିଥିଲେ ସ୍ବାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲି। ୨୦୨୨ ପୌର ନିର୍ବାଚନରେ ଗୁଣପୁର ପୌରାଧ୍ୟକ୍ଷ ଆସନକୁ ଛଡ଼ାଇ ନେଲେ ସ୍ବାଧୀନ ପ୍ରାର୍ଥିନୀ ମମତା ଗୌଡ଼। ଗୁଣପୁର, ରାମନାଗୁଡା, କାଶୀପୁର ବ୍ଲକ୍ ସହିତ କୋଲନରା, କାଶୀପୁର ବ୍ଲକ୍…
ଅଧିକ ଖବର ଦେଖନ୍ତୁ...

ସ୍ବାଧୀନ ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କୁ ଆକ୍ରମଣ

ଯୋଡ଼ା: ଯୋଡ଼ା ପୌରପାଳିକାର ସ୍ବାଧୀନ ପୌରାଧ୍ୟକ୍ଷ ପ୍ରାର୍ଥୀ ରବୀନ୍ଦ୍ର କୁମାର ଦାସଙ୍କ ଉପରେ ଆକ୍ରମଣ ଉଦ୍ୟମ ହୋଇଛି। ପ୍ରାପ୍ତ ସୂଚନା‌ ଅନୁଯାୟୀ, ଆଜି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ତିନିଜଣ ଦୁର୍ବୃତ୍ତ ଏକ ନାନୋ କାର୍‌ରେ ଆସି ଶ୍ରୀ ଦାସଙ୍କ ଇଷ୍ଟ ଯୋଡ଼ାସ୍ଥିତ କ୍ବାର୍ଟର୍ସରେ…
ଅଧିକ ଖବର ଦେଖନ୍ତୁ...

ପୌର ଭୋଟ: ୧୭ ନମ୍ବର ୱାର୍ଡରେ ଅସନ୍ତୁଷ୍ଟ ବିଜେଡି ପ୍ରାର୍ଥୀଙ୍କ ଜିତାପଟ

ବାରିପଦା: ପୌର ନିର୍ବାଚନରେ ବାରିପଦାରେ ନଗରପାଳ ପଦ ବିଜେଡି ହାତକୁ ଯାଇଛି। ଏଥି ସହ ମୋଟ୍ ୨୮ ୱାର୍ଡ ମଧ୍ୟରୁ ୨୨ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ତେବେ ବିଜେଡିର ନଗରପାଳ ହୁଅନ୍ତୁ କି କାଉନ୍‌ସିଲର; କିଏ କେତେ ଭୋଟ୍‌ରେ ଜିତିଲା ସେ ଏନେଇ ଯେତିକି ଆଲୋଚନା ହେଉନାହିଁ, ୧୭…
ଅଧିକ ଖବର ଦେଖନ୍ତୁ...

ବଢ଼ିଲା ବିଜେଡିର ଭୋଟ୍‌ହାର: ୨୦୨୪ ପାଇଁ ବିଜେପି ଚିନ୍ତାରେ

ବରଗଡ଼: ସଦ୍ୟ ପୌର ନିର୍ବାଚନରେ ଗତ ବିଧାନସଭା ନିର୍ବାଚନ ଅପେକ୍ଷା ବିଜେଡିର ଭୋଟ୍‌ ହାରରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହା ସହିତ ୨୦୨୪ ନିର୍ବାଚନ ପାଇଁ ବିଜେପି ପାଇଁ ବଡ଼ ଚାଲେଞ୍ଜ ସୃ‌ଷ୍ଟି ହୋଇଛି। ଉଲ୍ଳେଖଯୋଗ୍ୟ, ୨୦୧୯ ବିଧାନସଭା ନିର୍ବାଚନରେ ବରଗଡ଼ ସହରରେ   ବିଜେଡି ପ୍ରାର୍ଥୀ ଦେବେଶ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବର ମହାନଗର ନିଗମ ନିର୍ବାଚନ: ବିଦ୍ରୋହୀ ସାଜିଲେ କଣ୍ଟା

ଭୁବନେଶ୍ବର: ଆଶଙ୍କା ସତ ହେଲା। ବିଜେଡି ପ୍ରାର୍ଥୀଙ୍କ ବିଜୟରେ ବାଧକ ସାଜିଲେ ବିଦ୍ରୋହୀ। କେଉଁ ୱାର୍ଡରେ ସିଧାସଳଖ ବିଜେଡି ପ୍ରାର୍ଥୀଙ୍କୁ ପରାସ୍ତ କଲେ ତ ଆଉ କେଉଁଠି ବିଜେପି ପ୍ରାର୍ଥୀଙ୍କୁ ଜିତା‌ଇବାରେ ସହାୟକ ହେଲେ। ବିଦ୍ରୋହୀ ପ୍ରାର୍ଥୀଙ୍କ ଲାଗି ବିଜେଡି ହାତରୁ ୧୪ଟି ଆସନ ଖସି…
ଅଧିକ ଖବର ଦେଖନ୍ତୁ...

ସଫଳତା ସତ୍ତ୍ବେ ବିଜେଡିକୁ ଝଟ୍‌କା: ଏକାମ୍ରରୁ ୮, ଉତ୍ତରରୁ ୬, ମଧ୍ୟରୁ ୫ ଆସନ ଗଲା

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମର ୬୭ ୱାର୍ଡ ମଧ୍ୟରୁ ୬୦ ଜିତିବା ଲକ୍ଷ୍ୟରେ ଥିଲା ବିଜେଡି। ସେହି ଅନୁଯାୟୀ ପ୍ରାର୍ଥୀ ଚୟନ ହୋଇଥିଲା। ରଣନୀତି ବି ପ୍ରସ୍ତୁତ କରାଯାଇଥିଲା। ତିନି ବିଧାୟକଙ୍କ ସୁପାରିସ୍‌ ଅନୁଯାୟୀ ଦଳର ଶୀର୍ଷ ନେତୃତ୍ବ ପ୍ରାର୍ଥୀ ବାଛିଥିଲେ। ବିଜେଡି ସଫଳତା ପାଇଲା ଓ…
ଅଧିକ ଖବର ଦେଖନ୍ତୁ...