ଅନୁସନ୍ଧାନ କରୁଥିବା ବର୍ଗ

କୁମ୍ଭମେଳା

ହଜ୍‌ ଯାତ୍ରାରୁ କୁମ୍ଭମେଳାର କିନ୍ନର ଆଖଡା; ଏମିତି ଥିଲା ଭବାନୀଙ୍କ ସଂଘର୍ଷ କାହାଣୀ

ପ୍ରୟାଗରାଜ : ସେ ହେଉଛନ୍ତି କୁମ୍ଭମେଳାରେ ଯୋଗ ଦେଇଥିବା ଏକମାତ୍ର ଆଖଡା ମୁଖ୍ୟ, ଯିଏକି ହଜ୍‌ ଯାତ୍ରା କରିଛନ୍ତି। କୁମ୍ଭମେଳାରେ କିନ୍ନର ଆଖଡାର ମୁଖ୍ୟ ଭାବେ ଅବସ୍ଥାପିତ ଭବାନୀ ନାଥଙ୍କ କାହାଣୀ ଅତ୍ୟନ୍ତ ରୋମାଞ୍ଚକ।ହଜ୍‌ ଯାତ୍ରା କରିଥିବା ଏକମାତ୍ର ହିନ୍ଦୁ ସାଧୁ ଭବାନୀ ନାଥ। ଜଣେ କିନ୍ନର…
ଅଧିକ ଖବର ଦେଖନ୍ତୁ...

କୁମ୍ଭମେଳାରେ ପ୍ରବଳ ଥଣ୍ଡା: ଗଙ୍ଗାନଦୀରେ ସ୍ନାନବେଳେ ଚେତାଶୂନ୍ୟ ହୋଇଗଲେ ବିଦେଶୀ ମହିଳା, ତା’ପରେ କଣ ହେଲା ଜାଣନ୍ତୁ

କୁମ୍ଭନଗରୀ (ପ୍ରୟାଗରାଜ) : କୁମ୍ଭ ମେଳାରେ ଗତ କାଲି ପୌଷପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ଶାହୀ ସ୍ନାନ ବେଳେ ଜଣ ବିଦେଶୀ ଭକ୍ତ ଗଙ୍ଗାନଦୀର ପ୍ରବଳ ଥଣ୍ଡା ଯୋଗୁଁ ଚେତାଶୂନ୍ୟ ହୋଇଗଲେ । ଚେତା ଫେରିବା ପରେ  ତାଙ୍କର ଭକ୍ତି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ପ୍ରୟାଗରାଜଠାରେ ଏବେ…
ଅଧିକ ଖବର ଦେଖନ୍ତୁ...

ୟୁପି ସାଧୁମାନଙ୍କ ପାଇଁ ପେନସନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ (ଉତ୍ତରପ୍ରଦେଶ): ୨୦୧୯ ସାଧାରଣ ନିର୍ବାଚନ ନିମନ୍ତେ ତାରିଖ ଘୋଷଣା ପାଇଁ ଆଉ ମାତ୍ର ଏକ ମାସ ସମୟ ବାକି ରହି ଯାଇଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି କରିଥିବା ଘୋଷଣା…
ଅଧିକ ଖବର ଦେଖନ୍ତୁ...

କୁମ୍ଭମେଳାରେ ବିଭିନ୍ନ ପ୍ରକାରର ବାବାଙ୍କ ମଧ୍ୟରେ ଆକର୍ଷଣ ପାଲଟିଲେ ଓଡ଼ିଆ ବାବା, ଜମିଲା ଓଡ଼ିଆ ଭକ୍ତଙ୍କ ଭିଡ଼

ପ୍ରୟାଗରାଜ: ପ୍ରୟାଗରାଜ କୁମ୍ଭମେଳାରେ ମୁଖ୍ୟ ଆକର୍ଷଣ ହେଉଛନ୍ତି ସାଧୁସନ୍ଥ। ସାଧୁଙ୍କ ବେଶଭୂଷା, କଠିନ ସାଧନା ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଛି। ତେବେ କୁମ୍ଭମେଳାରେ ସାହି ସ୍ନାନ କରିବାକୁ ଓଡ଼ିଶାର ବହୁ ସାଧୁସନ୍ଥ ମଧ୍ୟ ଯାଇଛନ୍ତି। ସେଠାରେ ଓଡ଼ିଆ ବାବାଙ୍କ ଆଶୀର୍ବାଦ ନେବାକୁ ଭକ୍ତଙ୍କ ଭିଡ଼…
ଅଧିକ ଖବର ଦେଖନ୍ତୁ...

ଦେଖନ୍ତୁ ଏହି ବାବାଙ୍କୁ, କୁମ୍ଭମେଳାରେ ଛିଡ଼ା ହୋଇ ରହିଛନ୍ତି ଦୀର୍ଘ ୯ ବର୍ଷ ହେଲା

ପ୍ରୟାଗରାଜ: କୁମ୍ଭମେଳାରେ ଜମିଛି ସାଧୁସନ୍ଥଙ୍କ ଭିଡ। ୧୫ ଜାନୁଆରୀ ୨୦୧୯ରେ ସାରାଦେଶରେ ମକର ସଂକ୍ରାନ୍ତିର ଉତ୍ସବ ଚାଲିଥିବା ବେଳେ ପ୍ରୟାଗରାଜରେ ଆସ୍ଥାର ମହାପର୍ବ କୁମ୍ଭମେଳା-୨୦୧୯ ମଧ୍ୟ ଆରମ୍ଭ ହୋଇଯାଇଛି। ସଂଗମ ନଗରୀରେ ବାବାମାନଙ୍କ ଭିନ୍ନ ଭିନ୍ନ ରୂପ ଲୋକଙ୍କ ମଧ୍ୟରେ ଆକର୍ଷଣର…
ଅଧିକ ଖବର ଦେଖନ୍ତୁ...

କୁମ୍ଭ ମେଳା ଶେଷ ହେବା ପରେ ନାଗା ସନ୍ୟାସୀମାନେ କୁଆଡେ ଯାଆନ୍ତି ?

ପ୍ରୟାଗରାଜ : ଗତ ମକର ସଂକ୍ରାନ୍ତିଠାରୁ ଉତ୍ତରପ୍ରଦେଶର ପ୍ରୟାଗରାଜ ( ପୂର୍ବନାମ ଆହ୍ଲାବାଦ ) ଠାରେ ଆରମ୍ଭ ହୋଇଯାଇଛି ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ସମାବେଶ କୁମ୍ଭ ମେଳା । ସନାତନ ସଂସ୍କୃତିରେ କୁମ୍ଭ ମେଳାର ଏକ ଅତି ମହତ୍ୱପୂର୍ଣ୍ଣ ସ୍ଥାନ ରହିଛି । କୁମ୍ଭମେଳା କଥା ଉଠିଲେ ଆମ ମନକୁ ଆସେ…
ଅଧିକ ଖବର ଦେଖନ୍ତୁ...

କୁମ୍ଭମେଳାରେ ବାବା : କିଏ ହାତଟେକି ରହିଛନ୍ତି ତ କିଏ ଏକ ଗୋଡରେ ଠିଆ ହୋଇଛନ୍ତି, ପୁଣି କାହା ଦେହରେ ଲଦା ହୋଇଛି ସୁନା…

କୁମ୍ଭମେଳାରେ ଦେଶର ପ୍ରାୟ ସମସ୍ତ ସାଧୁସନ୍ଥଙ୍କ ସମାଗମ ହୋଇଥାଏ। ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାରେ ମଧ୍ୟ ହଜାର ହଜାର ସାଧୁବାବା ଏକତ୍ରୀତ ହୋଇଛନ୍ତି। ଏହି ବାବାମାନେ ନିଜର ବେଶଭୂଷା ଓ ଜୀବନଶୈଳୀ ଲାଗି ସମାଗତ ଶ୍ରଦ୍ଧାଳୁଙ୍କ ନଜରକୁ ଆସିଛନ୍ତି। ଆସନ୍ତୁ ଜାଣିବା ସେପରି କିଛି ବାବାଙ୍କ…
ଅଧିକ ଖବର ଦେଖନ୍ତୁ...

ମହାକାଶରୁ କିପରି ଦେଖାଯାଉଛି କୁମ୍ଭ ମେଳା ? ଇସ୍ରୋ ଜାରି କଲା ଉପଗ୍ରହ ଚିତ୍ର

ପ୍ରୟାଗରାଜ : ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ସମାବେଶ କୁମ୍ଭ ମେଳା ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଆରମ୍ଭ ହୋଇଯାଇଛି । ଏହାକୁ ଦେଖିବାକୁ ସାରା ବିଶ୍ୱରୁ ଲକ୍ଷ ଲକ୍ଷ ହିନ୍ଦୁ ଶ୍ରଦ୍ଧାଳୁ, ସାଧୁସନ୍ଥ ଆସିଛନ୍ତି ।ପ୍ରାୟ ୫୦ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମହାସମାବେଶରେ ପ୍ରାୟ ୧୫…
ଅଧିକ ଖବର ଦେଖନ୍ତୁ...

ଏହାକୁ କୁହାଯାଉଛି ବିଶ୍ୱର ସବୁଠୁ ବଡ଼ ଶ୍ରୀମଦ ଭଗବତ ଗୀତା (ଭିଡିଓ ଦେଖନ୍ତୁ)

ମିଲାନ (ଇଟାଲୀ ) : ଶ୍ରୀମଦ ଭଗବତ ଗୀତା ହେଉଛି ହିନ୍ଦୁ ମାନଙ୍କର ପରମ ପବିତ୍ର ଧର୍ମଗ୍ରନ୍ଥ । କେବଳ ଭାରତ କାହିଁକି ସାରା ବିଶ୍ୱରେ ଥିବା କୋଟି କୋଟି ହିନ୍ଦୁ ମାନଙ୍କ ପାଇଁ ପରମ ଆରାଧ୍ୟ ସ୍ୱୟଂ ଭଗବାନଙ୍କ ମୁଖନିସୃତ ବାଣୀ । ମୂଳ ସଂସ୍କୃତ ଭାଷାରେ ଲିଖିତ ଏହି ଧର୍ମଗ୍ରନ୍ଥ ବିଶ୍ୱର ପ୍ରାୟ…
ଅଧିକ ଖବର ଦେଖନ୍ତୁ...

ଅନ୍ୟ ଧର୍ମଗ୍ରହଣ କରିଥିବା ଲୋକମାନେ ପୁଣି ହିନ୍ଦୁ ଧର୍ମକୁ ଫେରନ୍ତୁ, ଦେଶର ପ୍ରଥମ ଦଳିତ ମହାମଣ୍ଡଳେଶ୍ୱରଙ୍କ ଆହ୍ଵାନ

ପ୍ରୟାଗରାଜ : ବୈଦେଶିକ ଆକ୍ରମଣ, ସାମାଜିକ ବିଭେଦ ଆଦି ଫଳରେ ଖ୍ରୀଷ୍ଟିଆନ, ମୁସଲିମ ବା ଅନ୍ୟ ଧର୍ମ ଗ୍ରହଣ କରିଥିବା ଲୋକମାନେ ପୁଣି ସନାତନ ଧର୍ମକୁ ଫେରିବାକୁ ଆହ୍ଵାନ ଜଣାଇଛନ୍ତି ମହାମଣ୍ଡଳେଶ୍ୱର ଉପାଧି ପାଇଥିବା ପ୍ରଥମ ଦଳିତ ସନ୍ଥ କହ୍ନୈୟା ପ୍ରଭୁନନ୍ଦ ଗିରି । କୁମ୍ଭ ମେଳା ଅବସରରେ…
ଅଧିକ ଖବର ଦେଖନ୍ତୁ...