ଅନୁସନ୍ଧାନ କରୁଥିବା ବର୍ଗ

Leading

ବ୍ୟାଙ୍କ କାର୍ଯ୍ୟରେ ଲୋକମାନେ ଖୁସି ନୁହଁନ୍ତି: ଲୋକପାଳଙ୍କ ପାଖରେ ପହଞ୍ଚୁଛି ଅଧିକ ଅଭିଯୋଗ

ନୂଆଦିଲ୍ଲୀ: ଲୋକପାଳ ଯୋଜନା ଅଧୀନରେ ଆସିଥିବା ଅଭିଯୋଗ ଉପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଏକ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟ ଅନୁଯାୟୀ, ଲୋକପାଲ ଯୋଜନା ଅଧୀନରେ ଆରବିଆଇରେ ପଞ୍ଜୀକୃତ ହୋଇଥିବା ଅଭିଯୋଗ ସଂଖ୍ୟା ୨୦୨୨-୨୩ ଆର୍ଥିକ ବର୍ଷରେ ୬୮ ପ୍ରତିଶତରୁ ଅଧିକ ବୃଦ୍ଧି…
ଅଧିକ ଖବର ଦେଖନ୍ତୁ...

ଜୈସଲମେରରେ ବାୟୁସେନାର ତେଜସ୍ ବିମାନ ଦୁର୍ଘଟଣାଗ୍ରସ୍ତ, ବର୍ତ୍ତିଲେ ପାଇଲଟ୍

ଜୈସଲମେର : ରାଜସ୍ଥାନର ଜୈସଲମେରଠାରେ ଭାରତୀୟ ବାୟୁସେନାର ଏକ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଲଢୁଆ ବିମାନ ଯୁଦ୍ଧାଭ୍ୟାସରେ ସାମିଲ ହେବାକୁ ଯାଉଥିଲା । ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ଲଢୁଆ ବିମାନର ପାଇଲଟ ସୁରକ୍ଷିତ ଅଛନ୍ତି । ଦୁର୍ଘଟଣାର ଖବର ପାଇବା ମାତ୍ରେ ପୁଲିସ ଓ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ‌ରେ ଭଲ ଖେଳିଲେ ଟି -୨୦ ବିଶ୍ୱକପ ୨୦୨୪ରେ ମିଳିବ ସ୍ଥାନ: ସମ୍ଭାବ୍ୟ ପ୍ଲେଇଙ୍ଗ-୧୧ରେ ରହିଛନ୍ତି ଏସବୁ ଖେଳାଳି

କୋଲକାତା: ଟି -୨୦ ବିଶ୍ୱକପ ୨୦୨୪କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ରହିଛି । ଆଇସିସି ଏକଦିବସୀୟ ବିଶ୍ୱକପ ୨୦୨୩ ରେ ଭାରତର ପରାଜୟ ପରେ ପ୍ରଶଂସକମାନେ ଉତ୍ସାହର ସହିତ ଟି -୨୦ ବିଶ୍ୱକପକୁ ଅପେକ୍ଷା କରିଛନ୍ତି । ପ୍ରଶଂସକମାନେ ଚାହୁଁଛନ୍ତି ଟିମ ଇଣ୍ହିଆ ଟି-୨୦ ବିଶ୍ୱ ଟାଇଟଲ ଜିତି…
ଅଧିକ ଖବର ଦେଖନ୍ତୁ...

ନାୟବ ସିଂହ ସୈନୀ ହେବେ ହରିୟାଣା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ହରିୟାଣାକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ। ମନୋହରଙ୍କ ପରେ ହରିୟାଣାର ଦାୟିତ୍ବ ନେବେ ନାୟବ ସିଂହ ସୈନୀ। ଆଜି ବିଧାୟକ ଦଳର ବୈଠକ ଥିବା ବେ‌ଳେ ନାୟବ ସିଂହ ସୈନୀ ବିଧାୟକ ଦଳ ନେତା ହୋଇଛନ୍ତି। କୁହାଯାଉଛି ଯେ, ଆଜି…
ଅଧିକ ଖବର ଦେଖନ୍ତୁ...

ହିମାଚଳ କଂଗ୍ରେସର ୬ ବିଧାୟକ ଅଯୋଗ୍ୟ ଘୋଷିତ ମାମଲା: ୧୮ରେ ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ବିଧାନସଭା ପାଇଁ ଅଯୋଗ୍ୟତା ନିଷ୍ପତ୍ତି ବିରୋଧରେ ହିମାଚଳ ପ୍ରଦେଶର ୬ ଜଣ ବିଦ୍ରୋହୀ କଂଗ୍ରେସ ବିଧାୟକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ମାମଲାର ଶୁଣାଣି ଆଗାମୀ ୧୮ ତାରିଖ କରାଯିବ ବୋଲି ଜଣାଯାଇଛି। ଏହି ବିଧାୟକମାନେ ବାଚସ୍ପତିଙ୍କ ଅଯୋଗ୍ୟତା ନିର୍ଦ୍ଦେଶକୁ…
ଅଧିକ ଖବର ଦେଖନ୍ତୁ...

ଋଷବ ଏବେ ସମ୍ପୂର୍ଣ୍ଣ ଫିଟ୍, ଆଇପିଏଲ-୨୦୨୪ରେ କରିବେ କମବ୍ୟାକ୍ !

ନୂଆଦିଲ୍ଲୀ: ଡିସେମ୍ବର ୨୦୨୨ରେ ଏକ କାର ଦୁର୍ଘଟଣାରେ ଋଷଭ ପନ୍ତ ଗୁରୁତର ଆହତ ହୋଇଥିଲେ। ଏହି କାରଣରୁ ସେ ଦୀର୍ଘ ଦିନ ଧରି କ୍ରିକେଟ୍ ପଡ଼ିଆରୁ ଦୂରେଇ ରହିଥିଲେ। ଏତେ ବଡ଼ ଦୁର୍ଘଟଣା ପରେ ସେ ପୁଣି ଥରେ ପଡ଼ିଆକୁ ଫେରିପାରିବେ କି ନାହିଁ ସେନେଇ ଅନେକ ପ୍ରଶ୍ନ ଉଠିଥିଲା ​। ହେଲେ ଏବେ ପ୍ରାୟ…
ଅଧିକ ଖବର ଦେଖନ୍ତୁ...

ପଞ୍ଚାୟତିରାଜ ପ୍ରତିନିଧିଙ୍କ ପାରିତୋଷିକ, ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର; ସରପଞ୍ଚଙ୍କୁ ମାସିକ ମିଳିବ ଏତିକି ଟଙ୍କା

ଭୁବନେଶ୍ବର: ରାଜ୍ୟ ସରକାର ପଞ୍ଚାୟତିରାଜ ବ୍ୟବସ୍ଥାରେ କାର୍ଯ୍ୟରତ ପ୍ରତିନିଧିମାନଙ୍କ ପାରିତୋଷିକ, ଭତ୍ତା ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଏହି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ସରପଞ୍ଚମାନଙ୍କୁ ପୂର୍ବରୁ ମାସିକ ପୂର୍ବରୁ ୨୩୫୦ ଟଙ୍କା…
ଅଧିକ ଖବର ଦେଖନ୍ତୁ...

ସିଏଏ ବିଜ୍ଞପ୍ତି ଜାରି ହେବାପରେ ନିଷେଧାଦେଶ ଦାବି କରି ସୁପ୍ରିମକୋର୍ଟରେ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗର ଆବେଦନ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଅଳ୍ପ କିଛିଦିନ ପୂର୍ବରୁ କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନ (ସିଏଏ) ବିଜ୍ଞପ୍ତି ଜାରି କରିବାପରେ ସୁପ୍ରିମକୋର୍ଟରେ ଏହି ଆଇନ ବିରୋଧରେ ଏକ ପିଟିସନ ଦାଖଲ କରାଯାଇଛି। ଏଥିଲାଗି ନିଷେଧାଦେଶ ଦାବି କରି ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ ପକ୍ଷରୁ ଏହି…
ଅଧିକ ଖବର ଦେଖନ୍ତୁ...

ମହିଳା କର୍ମଚାରୀଙ୍କୁ ଏଣିକି ବାର୍ଷିକ ୨୫ ଦିନର ସାମୟିକ ଛୁଟି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାର ମହିଳା ସରକାରୀ କର୍ମଚାରୀମାନଙ୍କ ପାଇଁ ଖୁସିଖବର ଆଣିଛନ୍ତି। ଏଣିକି ମହିଳା ସରକାରୀ କର୍ମଚାରୀମାନଙ୍କୁ ବାର୍ଷିକ ୧୦ ଦିନ ଅଧିକ ସାମୟିକ ଛୁଟି  ମିଳିବ। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ମହିଳା କର୍ମଚାରୀମାନଙ୍କୁ ଏଣିକି ବାର୍ଷିକ ୨୫ ଦିନର ସାମୟିକ…
ଅଧିକ ଖବର ଦେଖନ୍ତୁ...

ହରିଆନା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଇସ୍ତଫା, ଲୋକସଭା ନିର୍ବାଚନ ଲଢ଼ିବା ସମ୍ଭାବନା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଆସନ ବୁଝାମଣାକୁ ନେଇ ବିଜେପି ଏବଂ ଜେଜେପି ଭିତରେ ମତାନ୍ତରର ଖବର ଶୁଣିବାକୁ ମିଳୁଛି। ଏହି କାରଣରୁ ହରିଆନା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଆଜି ରାଜ୍ୟପାଳ ବୃନ୍ଦାବନ ଦତ୍ତାତ୍ରେୟଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। କ୍ୟାବିନେଟ…
ଅଧିକ ଖବର ଦେଖନ୍ତୁ...