ଅନୁସନ୍ଧାନ କରୁଥିବା ବର୍ଗ

Leading

ବାଇକ୍‌କୁ ଧକ୍କା ଦେଲା ବସ୍‌: ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ବଲାଙ୍ଗୀର: ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ବାଇକ୍‌କୁ ଧକ୍କା ଦେଲା ବସ୍‌। ଏହାଫଳରେ ଦୁଇଜଣଙ୍କ ଜୀବନ ଚାଲିଯାଇଛି। ଦୁଇ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ବସ୍‌ ଡ୍ରାଇଭରକୁ ଅଟକ ରଖି ପୁଇଁତଳା ଥାନା ପୁଲିସ ତଦନ୍ତ ଚଳାଇଛି।…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୨୦୨୪: ଗୁଜରାଟ୍‌କୁ ୬୩ ରନ୍‌ରେ ପରାସ୍ତ କଲା ଚେନ୍ନାଇ  

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ସପ୍ତଦଶ ସଂସ୍କରଣର ସପ୍ତମ ମ୍ୟାଚ୍‌ରେ ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗ୍‌ସ ଦମ୍‌ଦାର ବ୍ୟାଟିଂ ଓ ବୋଲିଂ କରିଛି। ଅତିଥି ଟିମ୍‌  ଗୁଜରାଟ୍‌ ଟାଇଟନ୍ସକୁ ଚେନ୍ନାଇ ସୁପର କିଙ୍ଗ୍‌ସ ୬୩ ରନ୍‌ରେ ପରାସ୍ତ କରିଛି। ୨୦୭ ରନ୍‌ର ବିଜୟ ଲକ୍ଷ୍ୟ…
ଅଧିକ ଖବର ଦେଖନ୍ତୁ...

ଭାରତ-ପାକିସ୍ତାନ କ୍ରିକେଟ୍‌ ପଡ଼ିଆରେ ପୁଣି ମୁହାଁମୁହିଁ ହେବେ, ମହିଳା ଏସିଆ କପ୍‌ ପାଇଁ କ୍ରୀଡ଼ାସୂଚୀ ଜାରି

ନୂଆଦିଲ୍ଲୀ: କ୍ରିକେଟ୍‌ ପ୍ରଶଂସକମାନଙ୍କ ପାଇଁ ଭଲ ଖବର ସାମ୍ନାକୁ ଆସିଛି। କ୍ରିକେଟ୍‌ ପଡ଼ିଆରେ ଭାରତ ଓ ପାକିସ୍ତାନର ମହିଳା ଟିମ୍‌ ପୁଣି ଥରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦେଶ ମଧ୍ୟରେ ମହିଳା ଏସିଆ କପ୍‌-୨୦୨୪ରେ ଏହି ମୁକାବିଲା ହେବ। ଏସୀୟ କ୍ରିକେଟ୍‌ ପରିଷଦ ମଙ୍ଗଳବାର ମହିଳା…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସକୁ ପୁଣି ଏକ ଝଟକା: ବିଜେପିରେ ଯୋଗ ଦେଲେ ଲୁଧିଆନା ଲୋକସଭା ସାଂସଦ ରବନିତ ସିଂ ବିଟ୍ଟୁ

ନୂଆଦିଲ୍ଲୀ: କଂଗ୍ରେସକୁ ପୁଣି ଏକ ଝଟକା। ଦଳର ଲୁଧିଆନା ଲୋକସଭା ସାଂସଦ ରବନିତ ସିଂ ବିଟ୍ଟୁ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ସେ ଦଳରେ ସାମିଲ ହୋଇଛନ୍ତି। ସେ ବିନୋଦ ତାୱଡେ ଏବଂ ବିଶାଲ ସିଂଙ୍କ ଉପସ୍ଥିତିରେ ବିଜେପିର ସଦସ୍ୟତା ଗ୍ରହଣ…
ଅଧିକ ଖବର ଦେଖନ୍ତୁ...

ମା’ ସମଲେଇଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ସମ୍ବଲପୁରରେ ବିଜେପି କର୍ମୀଙ୍କ ସହିତ ଖେଳିଲେ ହୋଲି

ଭୁବନେଶ୍ବର/ସମ୍ବଲପୁର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ସମ୍ବଲପୁର ଗସ୍ତରେ ଅଛନ୍ତି। ସେ ସମ୍ବଲପୁର ବିଜେପି କାର୍ଯ୍ୟାଳୟରେ ନେତା ଓ କର୍ମୀଙ୍କ ସହ ରଙ୍ଗର ପର୍ବ ହୋଲି ପାଳନ କରିଛନ୍ତି। ଚଳିତ ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ଘୋଷଣା…
ଅଧିକ ଖବର ଦେଖନ୍ତୁ...

ବିଜେପି ଘୋଷଣା କଲା ଷଷ୍ଠ ପ୍ରାର୍ଥୀ ତାଲିକା, ଜାଣନ୍ତୁ ତାଲିକାରେ ରହିଛି କେତେ ପ୍ରାର୍ଥୀଙ୍କ ନାମ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ମଙ୍ଗଳବାର ନିଜର ପ୍ରାର୍ଥୀଙ୍କ ଷଷ୍ଠ ତାଲିକା ପ୍ରକାଶ କରିଛି। ବିଜେପିର ଏହି ପ୍ରାର୍ଥୀ ତାଲିକାରେ ତିନି ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ବିଜେପି ପ୍ରାର୍ଥୀ ତାଲିକାରେ କାରୋଲିରୁ ଇନ୍ଦୁ ଦେବୀ…
ଅଧିକ ଖବର ଦେଖନ୍ତୁ...

ହୋଲି ଖେଳି ସାରି ଗାଧୋଇବାକୁ ଯାଇଥିଲେ; ଭିନ୍ନଭିନ୍ନ ସ୍ଥାନରେ ପୋଖରୀରେ ବୁଡ଼ିଗଲେ ୩ ନାବାଳକ

ଜଗତସିଂହପୁର/ସୋର/ସାଲେପୁର: ରଂଗର ପର୍ବ ହୋଲିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ଜଗତସିଂହପୁର ଜିଲ୍ଲା ପାରାଦୀପ, ବାଲେଶ୍ବର ଜିଲ୍ଲା ସୋର ଓ କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ହୋଲି ଖେଳି ସାରି ଗାଧୋଇବାକୁ ଯାଇଥିବା ୩ ଜଣ ନାବାଳକ ପୋଖରୀରେ ବୁଡ଼ି ଯାଇଛନ୍ତି। ମୃତକମାନେ ହେଲେ…
ଅଧିକ ଖବର ଦେଖନ୍ତୁ...

ହୋଲିରେ ଅଘଟଣ: ରଙ୍ଗ ଖେଳି ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ିଗଲା ୧୦ ବର୍ଷର ନାବାଳକ

ସୋର: ରଙ୍ଗ ଖେଳିସାରିବା ପରେ ପୋଖରୀକୁ ଗାଧୋଇବାକୁ ଯାଇ ଜଣେ ୧୦ ବର୍ଷୀୟ ନାବାଳକ ପୋଖରୀରେ ବୁଡିଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ସୋର ପୌରାଞ୍ଚଳ ମଧୁସୂଦନପୁର ଗ୍ରାମର ମାନସ ପାତ୍ର ଦୀର୍ଘ ଦିନ ଧରି ପରିବାର ସହ ସୋର ଥାନା ଦହିସଡା ଗ୍ରାମରେ ରହୁଛନ୍ତି। ଆଜି ତାଙ୍କର ଏକମାତ୍ର ପୁଅ…
ଅଧିକ ଖବର ଦେଖନ୍ତୁ...

ପଞ୍ଜାବରେ ଏକୁଟିଆ ଲୋକସଭା ନିର୍ବାଚନ ଲଢ଼ିବ ବିଜେପି

ଚଣ୍ଡିଗଡ଼: ପଞ୍ଜାବରେ ଲୋକସଭା ନିର୍ବାଚନରେ ​​ବିଜେପି ମେଣ୍ଟ ନ କରି ଏକୁଟିଆ ପ୍ରତିଦ୍ୱନ୍ଦ୍ୱିତା କରିବ। ରାଜ୍ୟରେ ବିଜେପି ଅକାଳୀ ଦଳ ସହିତ ମେଣ୍ଟ କରିବା ନେଇ ଚର୍ଚ୍ଚା ହେଉଥିଲା। ତେବେ ଆସନ ବାଣ୍ଟିବା ନେଇ ଦୁଇ ଦଳ ମଧ୍ୟରେ ବୁଝାମଣା ହୋଇପାରି ନାହିଁ। ଏହି କାରଣରୁ ପଞ୍ଜାବର ୧୩ ଟି ଲୋକସଭା…
ଅଧିକ ଖବର ଦେଖନ୍ତୁ...

ମୋଦୀ ନାରା ଦେଉଥିବା ଯୁବକଙ୍କୁ ମାଡ଼ ମରାଯିବା ଦରକାର ବୋଲି କହି ବିବାଦରେ ମନ୍ତ୍ରୀ ଶିବରାଜ ଟାଙ୍ଗାଗୀ

ନୂଆଦିଲ୍ଲୀ:  ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ସହ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ମଧ୍ୟ ଘୋଷଣା ହେଲାଣି । ପ୍ରାର୍ଥୀମାନଙ୍କ ପକ୍ଷରୁ ପ୍ରଚାର ଆରମ୍ଭ ହୋଇଥିବା ବେଳେ ରାଜନୈତିକ ବୟାନବାଜି ମଧ୍ୟ ଆରମ୍ଭ ହୋଇଗଲାଣି । କର୍ଣ୍ଣାଟକ କୋପାଲ ଜିଲ୍ଲାରେ କଂଗ୍ରେସ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...