ଅନୁସନ୍ଧାନ କରୁଥିବା ବର୍ଗ

Leading

ଛାତ୍ର ଭିସାରେ କାନାଡା ଯାଇଥିଲେ ହରଦୀପ ସିଂ ନିଜାରଙ୍କ ହତ୍ୟା ଅଭିଯୁକ୍ତ

ଓଟ୍ଟାୱା: ଗତବର୍ଷ ବ୍ରିଟିଶ କଲମ୍ବିଆରେ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟା ସହ ଜଡିତ ଅନ୍ୟତମ ସନ୍ଦିଗ୍ଧ ସୋସିଆଲ ମିଡିଆ ଭିଡିଓରେ କହିଛନ୍ତି ଯେ ସେ ‘ଷ୍ଟଡି ପର୍ମିଟ୍‌’ (ପାଠ ପଢ଼ିବା ପାଇଁ ଅନୁମତି)ରେ କାନାଡାକୁ ପ୍ରବେଶ କରିଥିଲେ। ୨୦୧୯ ମସିହାରେ ଅନଲାଇନରେ ପୋଷ୍ଟ…
ଅଧିକ ଖବର ଦେଖନ୍ତୁ...

ରେଢ଼ାଖୋଲରେ ରାଲି: ନିଜେ ବାଇକ୍ ଚଳାଇଲେ ଧର୍ମେନ୍ଦ୍ର ପ୍ରଧାନ

ରେଢ଼ାଖୋଲ: ସମ୍ଭଲପୁରର ରେଢ଼ାଖୋଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ବାଇକ୍ ରାଲିରେ ଯୋଗଦେଇଛନ୍ତି। ଧର୍ମେନ୍ଦ୍ର ନିଜେ ବାଇକ୍ ଚଳାଇ ରାଲିର ସମ୍ମୁଖରେ ଥିଲେ। ରାଜ୍ୟର ୨୧ ଲୋକସଭା ଆସନରେ ବିଜେପି ପ୍ରାର୍ଥୀଙ୍କୁ ଜିତାଇବାକୁ ସେ ଭୋଟରଙ୍କୁ ନବେଦନ କରିଛନ୍ତି। ଗତ ୧୦ ବର୍ଷ…
ଅଧିକ ଖବର ଦେଖନ୍ତୁ...

ଆଉ ୫ ଦିନ କାଳବୈଶାଖୀ, ମତ୍ସ୍ୟଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି

ଭୁବନେଶ୍ବର: ରାଜ୍ୟରେ ଆହୁରି ୪ ଦିନ କାଳବୈଶାଖୀ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଲଗାତାର କାଳବୈଶାଖୀ ବର୍ଷା‌ ଯୋଗୁ ଅସହ୍ୟ ତାତିରୁ ଆଶ୍ବସ୍ତି ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା କମିଛି । ପାଣିପାଗ ବିଭାଗ…
ଅଧିକ ଖବର ଦେଖନ୍ତୁ...

ବର୍ଣ୍ଣବୈଷମ୍ୟ ବିବାଦ ଭିତରେ ଓଭରସିଜ୍‌ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସାମ୍‌ ପିଟ୍ରୋଡା

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ସାମ୍‌ ପିଟ୍ରୋଡା ଭାରତର ବିଭିନ୍ନ ଅଞ୍ଚଳର ଲୋକଙ୍କ ବର୍ଣ୍ଣକୁ ନେଇ ଦେଇଥିବା ବିବାଦୀୟ ବୟାନ ଝଡ଼ ସୃଷ୍ଟି କରିଛି। ସେ ବିବାଦରେ ଫଶିଯିବା ପରେ ଏବେ ଓଭରସିଜ୍ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ବର୍ଣ୍ଣବୈଷମ୍ୟ ଉପରେ ବୟାନ ଦେଇ ବିବାଦରେ ଫସିବା…
ଅଧିକ ଖବର ଦେଖନ୍ତୁ...

ହସ୍ପିଟାଲରୁ ଚମ୍ପଟ ମାରିଥିବା ଦିବ୍ୟାଙ୍ଗ ରୋଗୀଙ୍କ ମୃତ ଦେହ ଡ୍ରେନ୍ ପାର୍ଶ୍ବରୁ ଉଦ୍ଧାର

କୋଇଡ଼ା: ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରୁ ଚମ୍ପଟ ମାରିଥିବା ଦିବ୍ୟାଙ୍ଗ ରୋଗୀଙ୍କ ମୃତ ଦେହ ଡ୍ରେନ୍ ପାର୍ଶ୍ବରୁ ଉଦ୍ଧାର କରାଯାଇଛି। ରୋଗୀ ଜଣକ ୩ ଦିନ କୋଇଡ଼ା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ସେ ଲୁଚି କାହାକୁ କିଛି ନ ଜଣାଇ ହସ୍ପିଟାଲରୁ ପଳାଇଥିଲେ। ଗୁରୁବାର ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଅସୁସ୍ଥତା କାରଣ ଦର୍ଶାଇ ସମୂହ ଛୁଟିରେ ଯାଇଥିବା ବିମାନ କର୍ମଚାରୀଙ୍କୁ ବହିଷ୍କୃତ କଲା ଏୟାର ଇଣ୍ଡିଆ ଏକ୍ସପ୍ରେସ

ନୂଆଦିଲ୍ଲୀ: ଟାଟା ଗ୍ରୁପ୍ ମାଲିକାନା ଏୟାର ଇଣ୍ଡିଆ ଏକ୍ସପ୍ରେସ ଗତକାଲିର ସମସ୍ୟା ପରେ କ୍ରୁ ସଦସ୍ୟ ସଦସ୍ୟଙ୍କ ସେବାକୁ ତୁରନ୍ତ ବନ୍ଦ କରିଦେଇଛି କମ୍ପାନି। ପୂର୍ବରୁ ନଜଣାଇ ଅଚାନକ ଗଣ ଛୁଟିରେ ଯିବା ହେତୁ ଏୟାର ଇଣ୍ଡିଆ ଏକ୍ସପ୍ରେସକୁ ମଙ୍ଗଳବାର ୧୦୦ରୁ ଅଧିକ ବିମାନ ବାତିଲ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଆଜି ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କନ୍ଧମାଳ ଜିଲ୍ଲା ଗସ୍ତରେ ଯିବେ। ମୁଖ୍ୟମନ୍ତ୍ରୀ ସେଠାରେ ଏକ ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀ କନ୍ଧମାଳ ଷ୍ଟାଡିୟମରେ ପହଞ୍ଚିବେ ଏବଂ ସେଠାରେ ଆୟୋଜିତ ନିର୍ବାଚନୀ ସଭାରେ…
ଅଧିକ ଖବର ଦେଖନ୍ତୁ...

କଳିଙ୍ଗନଗର ଶିଳ୍ପାଞ୍ଚଳରେ ଟ୍ରାଫିକ୍ ସମସ୍ୟା ଅଣାୟତ୍ତ:ସ୍ବତନ୍ତ୍ରଣ ଶିଳ୍ପ କରିଡର ନିର୍ମାଣ ଦାବି, ଦାନଗଦୀରେ ଅଟକିଛି…

ଦାନଗଦୀ: ଇସ୍ପାତ ରାଜଧାନୀ କଳିଙ୍ଗନଗରରେ ଟ୍ରାଫିକ୍ ସମସ୍ୟା ଅଣାୟତ୍ତ ହୋଇଛି। ବିଶେଷକରି ଦାନଗଦୀରୁ ଡୁବୁରି ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ ହେଉନଥିାରୁ ଏହା ପ୍ରବଳ ଜାମ୍‌ ରହୁଛି। ସକାଳ ଓ ସନ୍ଧ୍ୟା ସମୟରେ ଅଧିକ ଜାମ୍‌ ରହୁଛି। ହଜାରହଜାର ଶ୍ରମିକ ଓ କର୍ମଚାରୀ ଏଠାରେ କାର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ଘସିପୁରା ମୁକ୍ତି ସଂଗ୍ରାମ ପାଇଁ ସବୁ ଦଳ ଏକାଠି ହୋଇଛନ୍ତି: ସୌମ୍ୟରଂଜନ

ଆନନ୍ଦପୁର: ଘସିପୁରା ନିର୍ବାଚନମଣ୍ଡଳୀରେ ଦିନକୁ ଦିନ ଶକ୍ତିଶାଳୀ ହେଉଛି ସ୍ବାଧୀନ ବିଧାୟକ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସଂଗଠନ। ଘସିପୁରା ବ୍ଲକ୍‌ ଖଲଣା ନର୍ସରି ଆମ୍ବତୋଟ‌ାରେ ସୌମ୍ୟସେନା ଗଠନ ହେବା ସହ ଆଗାମୀ ନିର୍ବାଚନରେ ଘସିପୁରାରେ ପରିବର୍ତ୍ତନ ଆଣିବାକୁ ୬ଟି ପଞ୍ଚାୟତର…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ାରେ ଟ୍ରିପଲ୍ ମର୍ଡର, ଗୁଳି କରି ଗୋଟିଏ ପରିବାର ସଦସ୍ୟଙ୍କୁ ହତ୍ୟା

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ବଣିପାହାଡ଼ ଜଙ୍ଗଲ ପାଖରେ ଏକ କାର୍‌ରେ ମୃତକମାନେ ବସିଥିବା କୁହାଯାଉଛି। ଏହି ସମୟରେ ସେମାନଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବଣିପାହାଡ଼ ଲଖନପୁର ଥାନା ଆଦର୍ଶ ବିଦ୍ୟାଳୟ ଖେଳପଡ଼ିଆ ନିକଟରେ ଏହି…
ଅଧିକ ଖବର ଦେଖନ୍ତୁ...