ଅନୁସନ୍ଧାନ କରୁଥିବା ବର୍ଗ

Leading

ରାମମନ୍ଦିର ପ୍ରଧାନମନ୍ତ୍ରୀ ନିର୍ମାଣ କରିନାହାନ୍ତି, ମନ୍ଦିର ସମସ୍ତଙ୍କର: ମୋଦୀଙ୍କୁ ସଲମାନ ଖୁର୍ସିଦଙ୍କ କଡ଼ା…

ନୂଆଦିଲ୍ଲୀ: ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା କଂଗ୍ରେସ ନେତା ସଲମାନ ଖୁର୍ସିଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ସଲମାନ କହିଛନ୍ତି ଯେ ନିର୍ବାଚନ ମଞ୍ଚରୁ ମୋଦୀ କହିଛନ୍ତି ଯେ ଯଦି କଂଗ୍ରେସ ସରକାର ଗଠନ ହୁଏ ତେବେ ରାମ…
ଅଧିକ ଖବର ଦେଖନ୍ତୁ...

ପୁଞ୍ଚ: ନ୍ୟାସନାଲ କନଫରେନ୍‌ସ ରୋଡ୍‌ ସୋ’ରେ ଛୁରା ଆକ୍ରମଣ, ୩ ଆହତ

ପୁଞ୍ଚ: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ନ୍ୟାସନାଲ କନଫରେନ୍‌ସ ପକ୍ଷରୁ ରୋଡ୍‌ ସୋ’ ଚାଲିଥିବା ବେଳେ ଅଜଣା ଦୁର୍ବୃତ୍ତଙ୍କ ଛୁରୀ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି। ନ୍ୟାସନାଲ କନଫରେନ୍‌ସ ମୁଖ୍ୟ ଫାରୁକ୍‌ ଅବଦୁଲ୍ଲା ଏବଂ ଅନନ୍ତନାଗରୁ ଦଳୀୟ ପ୍ରାର୍ଥୀ ମିଆଁ ଅଲତାଫ ରାଜୌରୀ ଏକ ସାଧାରଣ…
ଅଧିକ ଖବର ଦେଖନ୍ତୁ...

ଗଙ୍ଗାରେ ବୁଡ଼ିଗଲା ପନିପରିବା ବୋଝେଇ ଡଙ୍ଗା, ୨ ନିଖୋଜ, ପହଁରି ପହଁରି ଜୀବନ ବଞ୍ଚାଇଲେ ୧୦ ଯାତ୍ରୀ

ପାଟନା:  ବିହାରର ରାଜଧାନୀ ପାଟନାର ମନେରଠାରେ ଗଙ୍ଗାନଦୀରେ ଏକ ବଡ଼ ଦୁର୍ଘଟଣା ଘଟିଛି । ମହାବୀର ଟୋଲାସ୍ଥିତ ଗଙ୍ଗା ନଦୀ ଘାଟରେ ପନିପରିବା ବୋଝେଇ ଏକ ଡଙ୍ଗା ବୁଡ଼ି ଯାଇଛି। ଡଙ୍ଗାରେ ୧୨ ଜଣ ଥିଲେ, ୧୦ ଜଣ ପହଁରି କୌଣସି ପ୍ରକାରେ ଜୀବନ ବଞ୍ଚାଇଥିଲେ, କିନ୍ତୁ ୨ ଜଣ ଏବେ ବି ନିଖୋଜ ଅଛନ୍ତି।…
ଅଧିକ ଖବର ଦେଖନ୍ତୁ...

ରାହୁଲ-ଅଖିଳେଶଙ୍କ ରାଲିରେ ଦଳାଚକଟା, ନିୟନ୍ତ୍ରଣ ବାହାରକୁ ଗଲେ ଦଳୀୟକର୍ମୀ: ଭାଷଣ ନ ଦେଇ ଫେରିଲେ ଉଭୟ ନେତା

ପ୍ରୟାଗରାଜ: ୨୦୨୪ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପ୍ରଚାର ପାଇଁ ଇଣ୍ଡିଆ ମିଳିତ ମେଣ୍ଟ ପକ୍ଷରୁ ରବିବାର ପ୍ରୟାଗରାଜରେ ଏକ ରାଲି କରାଯାଇଥିଲା। ଏହି ରାଲିରେ ସମାଜବାଦୀ ମୁଖ୍ୟ ଅଖିଳେଶ ଯାଦବ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାଷଣ ଦେବାର କାର୍ଯ୍ୟକ୍ରମ ଥିଲା।। କିନ୍ତୁ ଉଭୟ ନେତା…
ଅଧିକ ଖବର ଦେଖନ୍ତୁ...

ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଛୁଇଁଛି ବୋଲି ଭାରତୀୟ ପାଣିପାଗ ବିଭାଗ ଘୋଷଣା କରିଛି । ରବିବାର ଏହା ଆଣ୍ଡାମାନ ସାଗର ଓ ନିକୋବର ଦ୍ବୀପ ଛୁଇଁଥିବା ବିଭାଗ ସ୍ପଷ୍ଟ କରିଛି । ବିଭାଗ କହିଛି ଯେ, ଗତ ୨୪ ଘଣ୍ଟା ହେଲା ନିକୋବର ଦ୍ବୀପରେ ପ୍ରବଳ…
ଅଧିକ ଖବର ଦେଖନ୍ତୁ...

ସନ୍ ରାଇଜର୍ସ ହାଇଦ୍ରାବାଦ୍ ପାଇଁ ବିଜୟ ଲକ୍ଷ୍ୟ ୨୧୫ ରନ୍

ହାଇଦ୍ରାବାଦ୍: ଆଇପିଏଲ୍‌ର ୬୯ତମ ମ୍ୟାଚ୍‌ରେ ସନ୍ ରାଇଜର୍ସ ହାଇଦ୍ରାବାଦ୍(ଏସଆରଏଚ) ଏବଂ ପଞ୍ଜାବ କିଙ୍ଗସ୍(ପିବିକେଏସ) ମୁହାଁମୁହିଁ ହୋଇଛନ୍ତି। ହାଇଦ୍ରାବାଦ୍‌ର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ୍ ଅଧିନାୟକ ଜିତେଶ ଶର୍ମା…
ଅଧିକ ଖବର ଦେଖନ୍ତୁ...

ବାସଗୃହ ନିର୍ମାଣ ସମସ୍ତଙ୍କ ପାଇଁ ହେବ ସହଜ: ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହଋଣ ସୁଧ ଉପରେ ରିହାତି

ଭୁବନେଶ୍ବର: ବିଜେଡି ସରକାରଙ୍କ ଜନହିତକର କାର୍ଯ୍ୟକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି। ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସହିତ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ସୁଫଳ ମିଳୁଛି। ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ପରିବାର ପାଇଁ ବଡ଼ ଘୋଷଣା…
ଅଧିକ ଖବର ଦେଖନ୍ତୁ...

ସୁନା ଋଣ ନେଇଥିବା ଗ୍ରାହକଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଖବର:  ଲୋନ୍ ରିଭ୍ୟୁ କରିହେବ ନାହିଁ

ନୂଆଦିଲ୍ଲୀ: ସୁନା ଋଣ ନେଇଥିବା ଗ୍ରାହକଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଖବର ଆସିଛି। ଏକ ଖବର ଅନୁଯାୟୀ ବ୍ୟାଙ୍କଗୁଡିକ ସୁନା ଋଣ ରିଭ୍ୟୁ ବା ନବୀକରଣ ନ କରିବାକୁ ସୁନା ଋଣ ପ୍ରଦାନ କରୁଥିବା ସମସ୍ତ ଶାଖାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁନା ଋଣ ଗ୍ରାହକଙ୍କୁ ଋଣ ପରିମାଣ ପରିଶୋଧ କରିବାକୁ ଏବଂ ଋଣ…
ଅଧିକ ଖବର ଦେଖନ୍ତୁ...

‘ପିଓକେ ଆମର, ଏହାକୁ ଫେରାଇ ଆଣିବୁ’: ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଭାରତର ଅଙ୍ଗ ଅଟେ ଏବଂ ଆମେ ଏହାକୁ ପ୍ରତ୍ୟାହାର କରି ଆଣିବୁ। ବିଜେପି ପ୍ରାର୍ଥୀ ନୀରଜ ତ୍ରିପାଠୀଙ୍କ ପାଇଁ ଭୋଟ ମାଗିବା ପାଇଁ ପ୍ରୟାଗରାଜରେ ଆୟୋଜିତ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ…
ଅଧିକ ଖବର ଦେଖନ୍ତୁ...

ପୁଣି ଏକ ଏୟାର ଇଣ୍ଡିଆ ବିମାନରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବେଙ୍ଗାଲୁରୁ: ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନ ଉଡ଼ାଣ ଭରିବାର କିଛି ସମୟ ପରେ ଏହାର ଗୋଟିଏ ଇଞ୍ଜିନରେ ନିଆଁ ଲାଗିଯିବାରୁ ବିମାନଟିକୁ ବେଙ୍ଗାଲୁରୁ ବିମାନବନ୍ଦରରେ ଜରୁରୀ କାଳୀନ ଅବତରଣ କରାଯାଇଛି। ଏହାପରେ ସମସ୍ତ ଯାତ୍ରୀଙ୍କୁ ବିମାନରୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଥିଲା। ବିମାନଟି…
ଅଧିକ ଖବର ଦେଖନ୍ତୁ...