ଅନୁସନ୍ଧାନ କରୁଥିବା ବର୍ଗ

Leading

ଟସ୍ ଜିତିଲା ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍: ପ୍ରଥମେ ବ୍ୟାଟିଂ

ହାଇଦ୍ରାବାଦ: ଆଇପିଏଲ୍‌ର ୫୭ତମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍(ଏସଆରଏଚ) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍(ଏଲଏସଜି) ମୁହାଁମୁହିଁ ହୋଇଛନ୍ତି। ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ଅଧିନାୟକ କେଏଲ ରାହୁଲ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସନରାଇଜର୍ସ…
ଅଧିକ ଖବର ଦେଖନ୍ତୁ...

ଭାଗ୍ୟ ଲକ୍ଷ୍ମୀ ଯୋଜନା: ଝିଅଙ୍କୁ ୨ ଲକ୍ଷ ଦେଉଛନ୍ତି ସରକାର, ଏଭଳି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଭାରତରେ ବାଳିକାମାନଙ୍କର ଅଗ୍ରଗତି ତଥା ବିକାଶ ପାଇଁ ସରକାର ଅନେକ ଯୋଜନା ଚଳାଉଛନ୍ତି। ଏହି ଯୋଜନା ଘରର ଝିଅଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ତାଙ୍କୁ ଆତ୍ମନିର୍ଭରଶୀଳ କରିଥାଏ । ଝିଅଙ୍କର ଶିକ୍ଷା ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ଖର୍ଚ୍ଚରେ ସରକାର ସାହାଯ୍ୟ କରୁଛନ୍ତି।…
ଅଧିକ ଖବର ଦେଖନ୍ତୁ...

ପ୍ରଜ୍ଜ୍ବଳଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ କରିଛନ୍ତି କୁମାରସ୍ବାମୀ: ଶିବକୁମାରଙ୍କ ଅଭିଯୋଗ

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିରେ ଉତ୍ତେଜନା ଦେଖାଦେଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡାଙ୍କ ନାତି ପ୍ରଜ୍ଜ୍ବଳ ରେଭାନ୍ନାଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଏଥି ସହିତ, ଏହି ପ୍ରସଙ୍ଗରେ ଆରୋପ ଏବଂ ପ୍ରତ୍ୟାରୋପ ବଢ଼ିବାରେ ଲାଗିଛି। ରାଜ୍ୟ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ଡି.କେ…
ଅଧିକ ଖବର ଦେଖନ୍ତୁ...

ଗୋଲ୍ଡି ବରାର ଗ୍ୟାଙ୍ଗ୍‌ର ୧୦ ଶାର୍ପ ସୁଟର ଗିରଫ କଲା ପୁଲିସ୍

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ୍‌ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ସେଲ୍ ପକ୍ଷରୁ ଗୋଲ୍ଡି ବରାର ଗ୍ୟାଙ୍ଗ୍‌ର ୧୦ ଶାର୍ପ ସୁଟରଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ବିହାର ସମେତ ୭ ରାଜ୍ୟରେ ସ୍ପେଶାଲ ଅପରେସନ୍…
ଅଧିକ ଖବର ଦେଖନ୍ତୁ...

ଟିଭି ସାମ୍ବାଦିକଙ୍କୁ ଦଳି ମାରିଲା ହାତୀ, ନଦୀ ପାର୍ ହେଉଥିବା ହାତୀପଲଙ୍କର କରୁଥିଲେ ଭିଡ଼ିଓ

ପାଲକ୍କଡ: କେରଳରେ ଜଣେ ଟିଭି ସାମ୍ବାଦିକଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ଟିଭି ସାମ୍ବାଦିକ କେରଳର ପାଲକ୍କଡ ଜିଲ୍ଲାରେ ସୁଟିଂ ପାଇଁ ଯାଇଥିଲେ। ସେ ଦେଖିଥିଲେ ଗୋଟିଏ ହାତୀପଲ ନଦୀ ପାର ହୋଇ ଯାଉଛନ୍ତି। ସେ ଭିଡିଓ ତିଆରି କରିବା ସମୟରେ ହଠାତ୍ ଏକ ହାତୀ ଆକ୍ରମଣ କରିଥିଲା। ଏହାପରେ ୩୪…
ଅଧିକ ଖବର ଦେଖନ୍ତୁ...

ଚଳିତ ନିର୍ବାଚନରେ ‘୯’ ସହ ବିଜେଡିର ସଂପର୍କ କ’ଣ ଜାଣନ୍ତୁ

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ଓଡ଼ିଶା ବଧାନସଭା ନିର୍ବାଚନ-୨୦୨୪ରେ ବିଜୟ ହାସଲ କରିବାର ଦୃଢ଼ୋକ୍ତି ରଖିଛି। ଆସନ୍ତା ଜୁନ ୯ ତାରିଖରେ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ବିଜେଡି ନେତା ଭିକେ ପାଣ୍ଡିଆନ୍ କହିଛନ୍ତି। ତେବେ ୯ ତାରିଖରେ କାହିଁକି ଶପଥ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବର ବିମାନବନ୍ଦରରେ ପୁଣି ସୁନା ଜବତ: ଦୁବାଇରୁ ଆସିଥିଲା ୨.୭୯ କୋଟି ଟଙ୍କାର ସୁନା, ୪ ଗରିଫ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୁଣି ଥରେ ସୁନା ଜବତ ହୋଇଛି। ଦୁବାଇରୁ ଭୁବନେଶ୍ବର ଆସିଥିବା ୪ ଜଣ ଯାତ୍ରୀଙ୍କ ଠାରୁ ୩.୭୭ ଗ୍ରାମର ସୁନା ଜବତ ହୋଇଛି, ଯାହାର ମୂଲ୍ୟ ୨ କୋଟି ୭୯ ଲକ୍ଷ ଟଙ୍କା ହେବ ବୋଲି କେନ୍ଦ୍ରୀୟ ରାଜସ୍ୱ ଗୁଇନ୍ଦା…
ଅଧିକ ଖବର ଦେଖନ୍ତୁ...

୯୬ ବର୍ଷ ବୟସ୍କା ଗର୍ଲଫ୍ରେଣ୍ଡଙ୍କୁ ବିବାହ କରିବେ ୧୦୦ ବର୍ଷ ବୟସ୍କ ବ୍ୟକ୍ତି, ୩ ବର୍ଷ ଡେଟ୍ ପରେ ଏବେ ପଡ଼ିବ ହାତଗଣ୍ଠି

ୱାଶିଂଟନ: କୁହାଯାଏ ପ୍ରେମ ପାଇଁ କୌଣସି ବୟସ ନାହିଁ । ଜଣେ ବ୍ୟକ୍ତି ଯେକୌଣସି ବୟସରେ ନିଜର ପ୍ରକୃତ ପ୍ରେମକୁ ପାଇପାରିବେ। ଏହାର ଏକ ଉଦାହରଣ ସାମ୍ନାକୁ ଆସିଛି। ଆମେରିକାର ଜଣେ ୧୦୦ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ୯୬ ବର୍ଷର ଗର୍ଲଫ୍ରେଣ୍ଡ ସହିତ ବିବାହ କରିବାକୁ ଯାଉଛନ୍ତି । ୨୦୨୧…
ଅଧିକ ଖବର ଦେଖନ୍ତୁ...

ରାମମନ୍ଦିରରେ ବାବରି ତାଲା ଲଗାଇବ କଂଗ୍ରେସ: ଶାହାଙ୍କ ଅଭିଯୋଗ

ଲଖିମପୁର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଦିନ ଲଖିମପୁରରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି। ଏସପି ନେତା ରାମ ଗୋପାଳ ଯାଦବଙ୍କ ମନ୍ତବ୍ୟର ଜବାବ ଦେଇ ଶାହା କହିଛନ୍ତି ଯେ ସେ ରାମ ମନ୍ଦିରକୁ ଅଦରକାରୀ ବୋଲି କହିଛନ୍ତି। ଯଦି ସାମାନ୍ୟତମ ଭୁଲ ମଧ୍ୟ ହୁଏ, ତେବେ ସେମାନେ…
ଅଧିକ ଖବର ଦେଖନ୍ତୁ...

ପୂର୍ବରୁ ଅନେକ ଥର ଓଡ଼ିଶା ଆସିଥିଲି, ଏଥର ସ୍ଥିତି ଅଲଗା ଦେଖାଯାଉଛି: ରାଜନାଥ ସିଂହ

ଭୁବନେଶ୍ବର/ରାୟଗଡ଼ା: ପୂର୍ବରୁ ଅନେକ ଥର ଓଡ଼ିଶା ଆସିଥିଲି। ଏଥର ମଧ୍ୟ ଓଡ଼ିଶା ଆସିଛି। କିନ୍ତୁ ଏଥର ସ୍ଥିତି ଅଲଗା ଦେଖାଯାଉଛି। ଭାରତୀୟ ଜନତା ପାର୍ଟି ଓଡ଼ିଶାର କେତୋଟି ଲୋକସଭା ଆସନରେ ବିଜୟ ହାସଲ କରିବ ବୋଲି ପଚରାଗଲେ, କିଛି ଲୋକେ କହୁଥିଲେ ୨। ସେହିଭଳି ଅନ୍ୟମାନେ କହୁଥିଲେ ୭ ଅଥବା ୮।…
ଅଧିକ ଖବର ଦେଖନ୍ତୁ...