ଅନୁସନ୍ଧାନ କରୁଥିବା ବର୍ଗ

Leading

ଏପ୍ରିଲ ୨୮ରେ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ; ମଧୁବାବୁଙ୍କ ଜନ୍ମପୀଠରୁ ଆରମ୍ଭ କରିବେ ନିର୍ବାଚନ ପ୍ରଚାର

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ଉଭୟ ଭାରତୀୟ ଜନତା ପାର୍ଟି (ବିଜେପି) ଓ ବିଜୁ ଜନତା ଦଳ (ବିଜେଡି) ନିର୍ବାଚନ ପ୍ରଚାର ଆରମ୍ଭ କରିସାରିଛନ୍ତି। କଂଗ୍ରେସ ମଧ୍ୟ ଖୁବ ଶୀଘ୍ର ରାଜ୍ୟରେ ନିର୍ବାଚନୀ ପ୍ରଚାର ଆରମ୍ଭ କରବାକୁ ଯାଉଛି। ଓଡ଼ିଶାରେ ନିର୍ବାଚନ ପ୍ରଚାର କରିବା ପାଇଁ ଲୋକସଭା…
ଅଧିକ ଖବର ଦେଖନ୍ତୁ...

ସନ୍ଦେଶଖାଲି : ଶାହାଜାହାଁ ଶେଖର ସହଯୋଗୀଙ୍କଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କଲା ସିବିଆଇ

କୋଲକାତା: ପଶ୍ଚିମବଙ୍ଗରେ ମହିଳାଙ୍କ ପ୍ରତି ଯୌନ ନିର୍ଯାତନା ଓ ହିଂସାକୁ ନେଇ ଚର୍ଚ୍ଚାରେ ଥିବା ସନ୍ଦେଶଖାଲି ପୁଣି ଚର୍ଚ୍ଚାକୁ ଆସିଛି। ଶୁକ୍ରବାର (ଏପ୍ରିଲ ୨୬) ଦିନ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶେଖ ଶାହାଜାହାନର ଘନିଷ୍ଠ ସହଯୋଗୀଙ୍କ ଘରେ ଚଢ଼ାଉ କରି ସେଠାରୁ ପ୍ରାୟ ୧୨ଟି ବନ୍ଧୁକ…
ଅଧିକ ଖବର ଦେଖନ୍ତୁ...

୪୦ ଡିଗ୍ରି ଉପରେ ରାଜ୍ୟର ୩୨ ସହର; ଅନୁଗୁଳରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆହୁରି ୫ ଦିନ ଯାଏଁ ତାତିରୁ ନିସ୍ତାର ମିଳିବ ନାହିଁ ନାହିଁ। ପାଣିପାଗ ବିଭାଗ ପକ୍ଷରୁ ଏଭଳି ସତର୍କ ସୂଚନା ଜାରି ହୋଇଛି। ଏହାରି ମଧ୍ୟରେ ରାଜ୍ୟର ୩୨ଟି ସହରର ତାପମାତ୍ରା ଆଜି ୪୦ ଡିଗ୍ରି ଉପରେ ରହିଛି। ସେହିପରି ୧୨ ସହରର ତାପମାତ୍ରା…
ଅଧିକ ଖବର ଦେଖନ୍ତୁ...

ଶେଷ ହେଲା ୨ୟ ପର୍ଯ୍ୟାୟ ଭୋଟଗ୍ରହଣ, ଅପରାହ୍ଣ ୫ଟା ସୁଦ୍ଧା ୬୧% ମତଦାନ

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନର ୨ୟ ପର୍ଯ୍ୟାୟ ମତଦାନ ସଂପନ୍ନ ହୋଇଛି । ଅପରାହ୍ଣ ୫ଟା ସୁଦ୍ଧା ୬୧ ପ୍ରତିଶତ ମତଦାନ ହୋଇଛି । ତେବେ କେତେକ ବୁଥରେ ଲୋକେ ଏବେ ବି ଧାଡ଼ିରେ ଛିଡ଼ା ହୋଇଥିବାରୁ ସେଠାରେ ଭୋଟଗ୍ରହଣ ଜାରି ରହିଛି । ଫଳରେ ଚୂଡ଼ାନ୍ତ ଭୋଟ ପ୍ରତିଶତରେ ପରିବର୍ତ୍ତନ ହୋଇପାରେ…
ଅଧିକ ଖବର ଦେଖନ୍ତୁ...

ଭାରତରେ ବନ୍ଦ ହୋଇଯିବ କି ହ୍ବାଟ୍ସଆପ୍ ? କାହିଁକି ଏପରି କଥା କହିଲା ଏହି କମ୍ପାନି ?

ନୂଆଦିଲ୍ଲୀ:  ନିଜର ଏନକ୍ରିପସନ ହଟାଇବାକୁ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟ୍ସଆପ୍ ମନା କରିଦେଇଛି । ଭାରତରେ ଯଦି ଏପରି କରିବାକୁ ବାଧ୍ୟ କରାଯାଏ, ତେବେ କମ୍ପାନି ନିଜର ସେବା ବନ୍ଦ କରିବାକୁ ଚେତାବନୀ ଦେଇଛି । ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ବେଳେ ହ୍ବାଟ୍ସଆପ ଏହା କହିଛି । ଏହା ସହିତ…
ଅଧିକ ଖବର ଦେଖନ୍ତୁ...

ପୁଣି ଥରେ ଡାଉନ ହେଲା ‘ଏକ୍ସ’, ସମସ୍ୟାରେ ୟୁଜର୍ସ

ନୂଆଦିଲ୍ଲୀ : ଏଲନ୍ ମସ୍କ ଟ୍ୱିଟର ଅର୍ଥାତ୍ ଏକ୍ସ କିଣିବା ପରଠାରୁ ତାଙ୍କ ସମୟ ଭଲ ଚାଲିନାହିଁ। ପୂର୍ବରୁ ଏହାର ବଜାର ମୂଲ୍ୟ ହ୍ରାସ ପାଇବାରେ ଲାଗିଥିଲା ଏବଂ ଏବେ ବିଗତ କିଛି ଦିନ ଧରି ଏହା ନିୟମିତଭାବେ ଡାଉନ ହେବାରେ ଲାଗିଛି । ଯେଉଁଥିପାଇଁ ୟୁଜର୍ସ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଅପରାହ୍ଣ ୩ଟା ସୁଦ୍ଧା ୫୦% ମତଦାନ, ତ୍ରିପୁରାରେ ସର୍ବାଧିକ ମତଦାନ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ଅପରାହ୍ନ ୩ଟା ସୁଦ୍ଧା ୫୦ ପ୍ରତିଶତ ମତଦାନ ହୋଇଛି। ଏହି ସମୟ ସୁଦ୍ଧା ତ୍ରିପୁରାରେ ସର୍ବାଧିକ ୬୮.୯ ପ୍ରତିଶତ ମତଦାନ ହୋଇଛି। ଏହା ପରେ ମଣିପୁର ୬୮.୫ ପ୍ରତିଶତ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଛି। ଏହାପରେ ଛତିଶଗଡ଼ ୩ୟ ସ୍ଥାନରେ…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମ୍‌କୋର୍ଟ ବିରୋଧୀଙ୍କୁ ଶକ୍ତ ଚାପୁଡ଼ା ମାରିଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି)କୁ ନେଇ ହୋଇଥିବା ଆବେଦନକୁ ଶୁକ୍ରବାର ଖାରଜ କରି ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ଏହା ସହ ବାଲାଟ ପେପରରେ ଭୋଟିଂ କରିବାକୁ ନେଇ କରାଯାଇଥିବା ସମସ୍ତ ଆବେଦନକୁ ମଧ୍ୟ ଖାରଜ କରି ଦେଇଛନ୍ତି ଅଦାଲତ। ଏହାକୁ ନେଇ ‌ଏବେ…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ଯୋଗଦେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର/ସୋର: ସୋର ବିଧାୟକ ପର୍ଶୁରାମ ଧଡ଼ା ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଇଛନ୍ତି। ତାଙ୍କ ସହ ବିଜେଡିର କେତେକ ସ୍ଥାନୀୟ ନେତା ବି ବିଜେପିରେ ମିଶିଛନ୍ତି। ଆଜି ସେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ବିଜେପି…
ଅଧିକ ଖବର ଦେଖନ୍ତୁ...

ବହୁଚର୍ଚ୍ଚିତ ୨୦୧୯ ଓଡ଼ଗାଁ ଡବଲ ମର୍ଡର ମାମଲା: ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

ଓଡ଼ଗାଁ: ବହୁଚର୍ଚ୍ଚିତ ୨୦୧୯ ମସିହା ଓଡ଼ଗାଁ ଡବଲ ମର୍ଡର ମାମଲାର ରାୟ ଶୁକ୍ରବାର ପ୍ରକାଶିତ ହୋଇଛି।୨୭ଜଣ ସାକ୍ଷୀଙ୍କ ବୟାନ ଓ ପୁଲିସ ତଦନ୍ତକୁ ଭିତ୍ତି କରି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଏହି ହତ୍ୟା ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ…
ଅଧିକ ଖବର ଦେଖନ୍ତୁ...