ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ। ସୋମ ଓ ମଙ୍ଗଳବାର: ଅଧୁରା କାମ ସଂପୂର୍ଣ୍ଣ ହେବ। ବୁଧ ଓ ଗୁରୁବାର: ବ୍ୟବସାୟରେ ବିକ୍ରୀ ବଢ଼ିବ। ଶୁକ୍ର ଓ ଶନିବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ରବିବାର: ନୂଆ କାମ ଲାଗି ପ୍ରସ୍ତୁତ ରହିବେ। ସୋମ ଓ ମଙ୍ଗଳବାର: ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ବୁଧ ଓ ଗୁରୁବାର: କିଛି ଆଶା ପୂରଣ ହେବ। ଶୁକ୍ର ଓ ଶନିବାର: ମାନପ୍ରତିଷ୍ଠା ବଢ଼ିବ।

ରବିବାର: ସୁସମ୍ବାଦ ପାଇବେ। ସୋମ ଓ ମଙ୍ଗଳବାର: ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। ବୁଧ ଓ ଗୁରୁବାର: ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ଶୁକ୍ର ଓ ଶନିବାର: ବେପାରରେ ଉନ୍ନତି ହେବ।

ରବିବାର: ସ୍ବାସ୍ଥ୍ୟରେ ଅବନତି ଦେଖାଦେବ। ସୋମ ଓ ମଙ୍ଗଳବାର: ଆୟ ବୃଦ୍ଧି ହେବ। ବୁଧ ଓ ଗୁରୁବାର: ବେକାରଙ୍କୁ ରୋଜଗାର ମିଳିବ। ଶୁକ୍ର ଓ ଶନିବାର: ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ।

ରବିବାର: ବ୍ୟବସାୟରେ ଉନ୍ନତି ହେବ। ସୋମ ଓ ମଙ୍ଗଳବାର: କାମର ପ୍ରଶଂସା ହେବ। ବୁଧ ଓ ଗରୁବାର: ଜୀବନସାଥୀଙ୍କ ସହ ସମ୍ବନ୍ଧ ମଧୁର ହେବ। ଶୁକ୍ର ଓ ଶନିବାର: ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରୁହନ୍ତୁ।

ରବିବାର: କାର୍ଯ୍ୟବ୍ୟସ୍ତତାରେ ରହିବେ। ସୋମ ଓ ମଙ୍ଗଳବାର: ନୂଆ ଲୋକଙ୍କ ସହିତ ସଂପର୍କ ହେବ। ବୁଧ ଓ ଗୁରୁବାର: କାର୍ଯ୍ୟରେ ସଫଳତା ପାଇବେ। ଶୁକ୍ର ଓ ଶନିବାର: ପ୍ରେମ ଜୀବନ ଭଲ ରହିବ।

ରବିବାର: ନୂଆ ଲୋକଙ୍କ ସହ ସଂପର୍କ ହେବ। ସୋମ ଓ ମଙ୍ଗଳବାର: ଉପାର୍ଜନ ଲାଗି ସୁଯୋଗ ପାଇବେ। ବୁଧ ଓ ଗୁରୁବାର: କାରବାରରେ ସଫଳତା ପାଇବେ। ଶୁକ୍ର ଓ ଶନିବାର: ଶତ୍ରୁଙ୍କୁ ଜୟ କରିବେ।

ରବିବାର: ଧନଲାଭ ହେବ। ସୋମ ଓ ମଙ୍ଗଳବାର: ଜୀବନକୁ ସୁନ୍ଦର କରିବାର ସୁଯୋଗ ପାଇବେ। ବୁଧ ଓ ଗୁରୁବାର: ବେପାରରେ ଲାଭ ହେବ। ଶୁକ୍ର ଓ ଶନିବାର: ନୂଆ କାର୍ଯ୍ୟରେ ରୁଚି ବଢ଼ିବ।

ରବିବାର: ବନ୍ଧୁ ମିଳନ। ସୋମ ଓ ମଙ୍ଗଳବାର: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବୁଧ ଓ ଗୁରୁବାର: ବାକିଥିବା କାମ ପୂରା କରିବେ। ଶୁକ୍ର ଓ ଶନିବାର: ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ।

ରବିବାର: ପ୍ରେମ ଜୀବନ ମଧୁର ହେବ। ସୋମ ଓ ମଙ୍ଗଳବାର: ବ୍ୟବସାୟୀଙ୍କ ଲାଗି ସମୟ ଭଲ। ବୁଧ ଓ ଗୁରୁବାର: ଶିକ୍ଷକଙ୍କର ସହଯୋଗ ପାଇବେ। ଶୁକ୍ର ଓ ଶନିବାର: କାର୍ଯ୍ୟଦକ୍ଷତା ବଢ଼ିବ।

ରବିବାର: ଆର୍ଥିକ ଲାଭ ହେବ। ସୋମ ଓ ମଙ୍ଗଳବାର: ବିରୋଧ୍ରଙ୍କ ପ୍ରତି ସାବଧାନ ରୁହନ୍ତୁ। ବୁଧ ଓ ଗୁରୁବାର: ଶନିବାର ଘରର ପରିବେଶ ଭଲ ରହିବ। ଶୁକ୍ର ଓ ଶନିବାର: ଚାକିରିରେ ଉନ୍ନତି ହେବ।

ରବିବାର: ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହ ସାକ୍ଷାତ ହେବ। ସୋମ ଓ ମଙ୍ଗଳବାର: କିଛି ନୂଆ କରି ଦେଖାଇବାର ଇଚ୍ଛା ଜାଗିବ। ବୁଧ ଓ ଗୁରୁବାର: ଖର୍ଚ୍ଚ ବଢ଼ିପାରେ। ଶୁକ୍ର ଓ ଶନିବାର: ବ୍ୟବସାୟୀଙ୍କୁ ଲାଭ ହେବ।

ସମ୍ବନ୍ଧିତ ଖବର