ଓପିଟିସିଏଲ୍‌ ଦେଲା ୪୨ କୋଟି ଲାଭାଂଶ

ଭୁବନେଶ୍ବର: ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ (ଓପିଟିସିଏଲ୍) ପକ୍ଷରୁ ରାଜ୍ୟ ସରକାରଙ୍କୁ ୪୨ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି। ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ଓ କଂପାନିର ସିଏମ୍‌ଡି ସଞ୍ଜୟ କୁମାର ମିଶ୍ର ଲାଭାଂଶ ରାଶି ଉନ୍ନୟନ କମିସନ ଅନୁ ଗର୍ଗଙ୍କୁ ପ୍ରଦାନ କରିଛନ୍ତି।

ଓପିଟିସିଏଲ୍ ପ୍ରଥମ ଥର ପାଇଁ ଲାଭାଂଶ ହାସଲ କରିଛି। କଂପାନି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩ କୋଟି ଟଙ୍କା ଦେଇଛି। ଚଳିତ ବର୍ଷ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ସିଏସ୍‌ଆର୍‌ ଅଧୀନରେ ୪୦ ଲକ୍ଷ ଟଙ୍କା ଦେଇଛି।

ସମ୍ବନ୍ଧିତ ଖବର