ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

କମିସନରେଟ ପୁଲିସ ହାତରେ ଧରାପଡ଼ିଲା ଲୁଟେରା ଗ୍ୟାଙ୍ଗ୍‌: ୨ ଅଭିଯୁକ୍ତ ଗିରଫ, ୮ଟି‌ ଚୋରା ବାଇକ୍‌ ଜବତ

ଭୁବନେଶ୍ବର: କମିସନରେଟ ପୁଲିସ ହାତରେ ବାଇକ ଲୁଟେରା ଗ୍ୟାଙ୍ଗ ଧରାପଡ଼ିଛି। ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରୁ ଚୋରି କରୁଥିବା ବାଇକ ଲୁଟେରା ଗ୍ୟାଙ୍ଗର ୨ ଜଣ ସଦସ୍ୟ ଗିରଫ ହୋଇଛନ୍ତି। ଏଥି ସହିତ ପୁଲିସ ୮ଟି ଚୋରା ବାଇକ୍‌ ଓ ୮ଟି ମୋବାଇଲ ମଧ୍ୟ ଜବତ କରିଥିବା ଜଣାପଡ଼ିଛି। ୨ ଜଣ…
ଅଧିକ ଖବର ଦେଖନ୍ତୁ...

‌ଆଦିବାସୀ ଦିବସରେ ରିଲିଜ୍‌ ହେଲା ଗୀତ, ଝୁଲ୍‌ରେ ଓଡ଼ିଶା ଝୁଲ୍‌, ଆମ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଝୁଲ୍‌

କଟକ: ଆଜି ବିଶ୍ବ ଆଦିବାସୀ ଦିବସ। ଆଦିବାସୀ ମାନଙ୍କ ସମ୍ମାନ ଓ ସୁରକ୍ଷା ପାଇଁ ଆଜିର ଦିନକୁ ଆଦିବାସୀ ଦିବସ ଭାବେ ପାଳନ କରାଯାଇଥାଏ। ତେବେ ଏହି ଆଦିବାସୀ ଦିବସ ଓ ଭାରତର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ରେକର୍ଡ ହୋଇଛି ଏକ ଗୀତ। ଏହି…
ଅଧିକ ଖବର ଦେଖନ୍ତୁ...

ଏସ୍‌ସିବି ସଂପ୍ରସାରଣ କାର୍ଯ୍ୟ ପାଇଁ କର୍କଟ କେନ୍ଦ୍ର ରାସ୍ତା ବନ୍ଦ୍‌, ଏସ୍‌ସିବି ଭିତର ଦେଇ ଯାଉଛନ୍ତି ରୋଗୀ,…

କଟକ: ରିଂ ବନ୍ଧ ପଟୁ ସିଧାସଳଖ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ଫିଟିବ ରାସ୍ତା। ରୋଗୀଙ୍କ ସୁବିଧା ପାଇଁ ତିଆରି କରାଯିବ ସ୍ଥାୟୀ ରାସ୍ତ‌ା। କିନ୍ତୁ ବର୍ଷ ବର୍ଷର ଯୋଜନା ଏବେ ସୁଦ୍ଧା କାର୍ଯ୍ୟକାରୀ ହୋଇପାରିଲାନି। ଯା’ଫଳରେ ଏବେ ଏସ୍‌ସିବି ସଂପ୍ରସାରଣ ତଥା ବିଶ୍ବସ୍ତରୀୟ ଏସ୍‌ସିବି…
ଅଧିକ ଖବର ଦେଖନ୍ତୁ...

ସବୁ ନଦୀ ବିପଦ ସଂକେତ ତଳେ ରହିଛି: ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ

ଭୁବନେଶ୍ବର: ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ବନ୍ୟା ଆଶଙ୍କା ଉପୁଜିଛି। ଏ ନେଇ ଗଣମାଧ୍ୟରେ ନିଜ ମତ ରଖି ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି କି ‘ସବୁ ନଦୀ ବିପଦ ସଂକେତ ତଳେ ଅଛନ୍ତି। କେବଳ ବଂଶଧାରା ନଦୀ ବିପଦ ସଂକେତର ସାମାନ୍ୟ ଉପରେ ଅଛି। ଖଇରମାଳରୁ ମହାନଦୀ ଯାଏ…
ଅଧିକ ଖବର ଦେଖନ୍ତୁ...

ଲଗାଣ ବର୍ଷା ଯୋଗୁ ପୁଣି ବ୍ୟାପିପାରେ ହଇଜା: ସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର

ଭୁବନେଶ୍ବର: ଲଗାଣ ବର୍ଷା ଯୋଗୁ ହଇଜା , ଝାଡାବାନ୍ତି ବ୍ୟାପିପାରେ ବୋଲି ସତର୍କ କରାଇଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର। ଏନେଇ ସବୁ ଜିଲ୍ଲାର ସିଡିଏମଓଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ରହିଛି। ପୂର୍ବରୁ ଝାଡା ବାନ୍ତି…
ଅଧିକ ଖବର ଦେଖନ୍ତୁ...

ଜାଇକା ପାଇଁ ପୁଣି ଦବିଲା ରାସ୍ତା, ଦେଉଳସାହି ସାଇ ମନ୍ଦିର ଆଗରେ ୫ ଫୁଟ୍‌ର ଗାତ

କଟକ: କିଛି ଦିନ ପୂର୍ବରୁ ଚୌଧୁରୀ ବଜାର ମୁଖ୍ୟ ରାସ୍ତାରେ ରାସ୍ତା ଦବି ବିରାଟ ଗାତ ସୃଷ୍ଟି ହୋଇଥିଲା। ତୁଳସୀପୁର ଟିଭି ରୋଡରେ ବି ରାସ୍ତା ଦବି ବିରାଟ ଗାତ ସୃଷ୍ଟି ହୋଇଥିଲା। ଆଜି ଦେଉଳସାହିସ୍ଥିତ ସାଇ ମନ୍ଦିର ସମ୍ମୁଖ ରାସ୍ତାରେ ଜାଇକା ଯୋଗୁଁ ୫ ଫୁଟର ଗାତ ହେବା ଘଟଣା ସହରବାସୀଙ୍କ…
ଅଧିକ ଖବର ଦେଖନ୍ତୁ...

ସାବଧାନ! ଇଜ୍ଜତ ଲୁଟୁଛି ଚାଇନା ଆପ୍, ୫୦ ଯୁବକ, ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍

କଟକ: ସାବଧାନ! ଆପଣ ତୁରନ୍ତ ଋଣ ପାଇବା ପାଇଁ ଅନଲାଇନ୍ ଲୋନ୍ ଆପ୍ଲିକେସନ୍ ମାଧ୍ୟମରେ ଆବେଦନ କରୁଛନ୍ତି କି? ଚାଇନା ସାଇବର ଅପରାଧୀଙ୍କ ଦ୍ବାରା ପ୍ରସ୍ତୁତ ଏହି ଆପ୍ଲିକେସନ ମୋବାଇଲରେ ଡାଉନଲୋଡ୍ ହେବା ମାତ୍ରକେ ମୋବାଇଲର କଣ୍ଟାକ୍ଟ ନମ୍ବର ଓ ଗ୍ୟାଲେରିର ଫଟୋ ବ୍ୟକ୍ତିର ଅଜାଣତରେ ଚୋରାଇ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବଡ଼ି ଭୋରୁ ରାଜଧାନୀ ବୁଲି ଟ୍ରାଫିକ୍‌ ସମସ୍ୟା ନେଇ ସ୍ଥିତି ଅନୁଧ୍ୟାନ କଲେ ୫ଟି…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରର ଲୋକସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଗାଡ଼ି ମୋଟର ସଂଖ୍ୟାରେ ମଧ୍ୟ୍ୟ ବୃଦ୍ଧି ଘଟୁଛି । ଏହା ଦ୍ୱାରା ସହରରେ ଟ୍ରାଫିକ୍‌ ନିୟନ୍ତ୍ରଣ ଏବେ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଭୁବନେଶ୍ୱର ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ପଇତା ଲାଗି ନୀତିକୁ ନେଇ ବିବାଦ; ଗତକାଲିଠାରୁ ଶ୍ରୀଲିଙ୍ଗରାଜ ଅପୂଜା ଓ ଉପାସ

ଭୁବନେଶ୍ବର: ଗତକାଲି ଠାରୁ ଶ୍ରୀ ଲିଙ୍ଗରାଜକୁ ଅପୂଜା ଓ ଉପାସ ରଖାଯାଇଛି। ପୂଜା ପଣ୍ଡା ଓ ବଡୁ ନିଯୋଗ ମଧ୍ୟରେ ପଇତା ଲାଗି ନୀତିକୁ ନେଇ ବିବାଦ ଲାଗିଥିବାରୁ ଗତକାଲି ସନ୍ଧ୍ୟା ଧୂପରୁ ନୀତି ବନ୍ଦ ରହିଥିବା ସୂଚନା ରହିଛି। ନୀତି ବିଭ୍ରାଟ ହୋଇଥିବାରୁ ଏପର୍ଯ୍ୟନ୍ତ କିଛି ନୀତି ହୋଇନାହିଁ। ଗତ…
ଅଧିକ ଖବର ଦେଖନ୍ତୁ...

ଆଜି ବିଶ୍ବ ସିଂହ ଦିବସ , ୫୬ ଥିଲେ, ଏବେ ୧୬

ବାରଙ୍ଗ: ବୁଧବାର ବିଶ୍ବ ସିଂହ ଦିବସ। ପଶୁରାଜ ଭାବେ ପରିଚିତ ଏହି ବନ୍ୟପ୍ରାଣୀଟି ଆଜି ଜଙ୍ଗଲର ଘନତା କମିବା କାରଣରୁ ବିପଦରେ। ଏକଦା ଗୁଜୁରାଟର ଗିର୍‌ ଜଙ୍ଗଲରେ ବିପୁଳ ସଂଖ୍ୟାରେ ବାସ କରୁଥିବା ସିଂହ ଆଜି ହାତଗଣତିକୁ ଖସିଆସିଛି। ସହରୀ ସଭ୍ୟତାର ପ୍ରସାର ଯୋଗୁଁ ଜଙ୍ଗଲର ରାଜା ଆଜି…
ଅଧିକ ଖବର ଦେଖନ୍ତୁ...