ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ସ୍ବାଧୀନତା ଦିବସରେ କବିତା ପାଠ କରିବେ ଅଢ଼େଇ ହଜାର କବି

ଭୁବନେଶ୍ବର: ‘ଆଜାଦି କା ଅମୃତ ମହୋତ୍ସବ’ ଅବସରରେ ସ୍ବାଧୀନତା ଦିବସ ଦିନ ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ଏକ ଅନନ୍ୟ କବିତା ପାଠୋତ୍ସବ ଆୟୋଜିତ ହେବ। ଏହି ଅବସରରେ ଆସନ୍ତାକାଲି ଅପରାହ୍ନ ୩ଟାରେ ରାଜ୍ୟର ୨୫ଟି ଜିଲ୍ଲାର ମୋଟ ୧୨୫ଟି ସ୍ଥାନରେ ସ୍ଥାନପିଛା ୨୦ଜଣ କରି ‌ମୋଟ ଅଢ଼େଇ ହଜାର…
ଅଧିକ ଖବର ଦେଖନ୍ତୁ...

‘ଚିରନ୍ତନ ସତର୍କତା ହିଁ ସ୍ବାଧୀନତାର ମୂଳମନ୍ତ୍ର’

ଭୁବନେଶ୍ବର,: ଲୋକ ପ୍ରଶାସନ ସଂସ୍ଥା ଓଡ଼ିଶା ଶାଖା ଓ ଓଡ଼ିଶା ନାଗରିକ ସମାଜ ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଏକ ଆଲୋଚନାଚକ୍ର ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ଅଧ୍ୟକ୍ଷତାରେ ‘ନାଗରିକ ଅଧିକାର ଏବଂ ବାକ୍‌-ସ୍ବାଧୀନତା,…
ଅଧିକ ଖବର ଦେଖନ୍ତୁ...

‘ଆମ ପରିବାର’ ପକ୍ଷରୁ ଲତାଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ‘ଆମ ପରିବାର’ ସାମାଜିକ ଅନୁଷ୍ଠାନ ପକ୍ଷରୁ ଆଜି ରବୀନ୍ଦ୍ର ମଣ୍ଡପରେ ‘ଆଜି ମୁଁ ଶ୍ରାବଣୀ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲ‌ତା ମଙ୍ଗେସ୍‌କରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଉଦ୍ଦେଶ୍ୟରେ ସେ ଗାଇଥିବା ଚିର ସବୁଜ ସଂଗୀତ କଣ୍ଠଶିଳ୍ପୀ ସ୍ବପ୍ନା, ଅଲିଶା‌, ଦୀପ୍ତି,…
ଅଧିକ ଖବର ଦେଖନ୍ତୁ...

ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷରୋପଣ

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟ ଜଗନ୍ନାଥ ମନ୍ଦିର ପରିସରରେ ଆଜି ‘ସମ୍ବାଦ ସାହିତ୍ୟ ଘର’ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜଗନ୍ନାଥ ମନ୍ଦିର କମିଟି ସଦସ୍ୟ, ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ, ପଥରବନ୍ଧ ବସ୍ତି ବ‌ାସିନ୍ଦା ସାମିଲ ହୋଇ ବିଭିନ୍ନ ପ୍ରଜାତିର…
ଅଧିକ ଖବର ଦେଖନ୍ତୁ...

‘ସଂପର୍କର ହଜାରେ ଭିଡ଼ରେ’ ପୁସ୍ତକ ଲୋକାର୍ପିତ

ଭୁବନେଶ୍ବର: ପ୍ରକାଶନ ସଂସ୍ଥା ‘ଟାଇମ୍‌ପାସ୍‌’ ପକ୍ଷରୁ ଯୁବକବି ତଥା ଗୀତିକାର ବିଶ୍ୱରଞ୍ଜନ ଦାଶଙ୍କ ପ୍ରଥମ କବିତା ସଂକଳନ ‘ସଂପର୍କର ହଜାରେ ଭିଡ଼ରେ’ ପୁସ୍ତକ ବାଣୀବିହାରସ୍ଥିତ ହୋଟେଲ ଶୀତଲଠାରେ ଲୋକାର୍ପିତ ହୋଇଯାଇଛି। ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ…
ଅଧିକ ଖବର ଦେଖନ୍ତୁ...

ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କଲେ ମୁରବି

ଭୁବନେଶ୍ୱର: ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ୱରର ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ପର୍କରେ ଆଲୋଚନାଚକ୍ର ପୁରୁଣା ଭୁବନେଶ୍ୱର ଟାଉନ୍ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏକାମ୍ର ସଂଗଠନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକାମ୍ରର ମୁରବିମାନେ ସାମିଲ ହୋଇ ସ୍ୱାଧୀନତା…
ଅଧିକ ଖବର ଦେଖନ୍ତୁ...

ଇତିହାସର ଶ୍ରୀବୃଦ୍ଧି ପାଇଁ ମୋଦୀ ସରକାର ଚେଷ୍ଟାରତ: ଧର୍ମେନ୍ଦ୍ର

ଭୁବନେଶ୍ୱର: ଇତିହାସର ପୁନଃ ରଚନା ପାଇଁ ନୁହେଁ, ବରଂ ଅନାଲୋଚିତ ବୀର ସଂଗ୍ରାମୀମାନଙ୍କୁ ଲିପିବଦ୍ଧ କରି ଭାରତବର୍ଷର ଗୌରବମୟ ଇତିହାସର ଶ୍ରୀବୃଦ୍ଧି କରିବା ପାଇଁ ମୋଦୀ ସରକାର ପ୍ରଚେଷ୍ଟାରତ। ଭୁବନେଶ୍ବର ରେଳଷ୍ଟେସନ୍‌ଠାରେ ପୂର୍ବତଟ ରେଳପଥ ପକ୍ଷରୁ ଆୟୋଜିତ ‘ବିଭାଜନ ବିଭୀଷିକା ସ୍ମୃତି…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ଏମିତି ସୁରକ୍ଷିତ ମହିଳା, ୧୨ ଦିନରେ ୩ ଦୁଷ୍କର୍ମ, ୧୦ ଅପହରଣ

ଭୁବନେଶ୍ବର: ଅଗଷ୍ଟର ପ୍ରଥମ ୧୨ ଦିନରେ ୩ଟି ଦୁଷ୍କର୍ମ, ୧୦ରୁ ଊର୍ଧ୍ବ ଅପହରଣ ଓ ଏକାଧିକ ଅସଦାଚରଣ ମାମଲା ବିଭିନ୍ନ ଥାନାରେ ରୁଜୁ ହେବା, ରାଜଧାନୀ‌ରେ ମହିଳାଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନା ଅନୁସାରେ, ଗତ ୯ ତାରିଖ ଦିନ ସାଲିଆସାହିର ଜଣେ ଯୁବତୀ କଲେଜରୁ ଫେରୁଥିବା…
ଅଧିକ ଖବର ଦେଖନ୍ତୁ...

ଅଣଓଡ଼ିଆ ଶବ୍ଦର ବ୍ୟବହାର ସୀମା ଭିତରେ ରହୁ: ହ୍ୟୁମାନ ସାଗର

ଓଡ଼ିଆ ସଙ୍ଗୀତ ଜଗତର ସେ ଜଣେ ଉଜ୍ଜ୍ବଳତମ ତାରକା। ୨୦୧୨ରେ ତରଙ୍ଗ ଟିଭିର ରିଅଲିଟି ସୋ’ ‘ଭଏସ୍‌ ଅଫ୍‌ ଓଡ଼ିଶା ସିଜିନ୍‌-୨’ରେ ଭାଗ ନେଇ ବିଜେତା ହୋଇଥିଲେ। ଖାଲି ସେତିକି ନୁହେଁ, ପ୍ରଥମ ଚଳଚ୍ଚିତ୍ର ‘ଇସ୍କ ତୁ ହି ତୁ’ର ଟାଇଟଲ୍‌ ଟ୍ରାକ୍‌ ଗାଇ ରାତାରାତି ସେଲିବ୍ରିଟି କଣ୍ଠଶିଳ୍ପୀ…
ଅଧିକ ଖବର ଦେଖନ୍ତୁ...

ଫ୍ୟାସନ୍‌ର ନୂଆ ପରିଭାଷା: କାଠ ଓ ମାଟି ଅଳଙ୍କାର

ବଜାରକୁ ଫେରିଛି ପୁରାତନ ଯୁଗର ସେଇ କାଠ, କଉଡ଼ି, କାଇଁଚ, ଶଙ୍ଖ, ଶାମୁକା ଓ ମାଟି ଆଦି ପାରମ୍ପରିକ ସାମଗ୍ରୀରୁ ତିଆରି ଅଳଙ୍କାର। ଚାହିଦା ବି କାହିଁରେ କେତେ...। ଫରକ୍‌ କେବଳ ଏତିକି ଯେ ସେତେବେଳେ ଲୋକଙ୍କ ପାଖରେ ଧନର ଅଭାବ ଯୋଗୁଁ ସେମାନେ ସୁନା, ରୁପା, ହୀରା ଓ ପ୍ଲାଟିନମ୍‌ ଆଦିର ଗହଣା…
ଅଧିକ ଖବର ଦେଖନ୍ତୁ...