ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ଯୌତୁକ ପାଇଁ ପତ୍ନୀକୁ ହତ୍ୟା ଉଦ୍ୟମ, ସ୍ବାମୀ ଗିରଫ

ଭୁବନେଶ୍ବର: ଯୌତୁକ ପାଇଁ ପତ୍ନୀଙ୍କୁ ନିର୍ଯାତନା ଦେବା ସହ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ସ୍ବାମୀକୁ ଗିରଫ କରିଛି ଭରତପୁର ଥାନା ପୁଲିସ। ଅଭିଯୁକ୍ତ ସ୍ବାମୀ ହେଉଛି, ଦୁର୍ଗାମାଧବ ନଗରର ପ୍ରଭୁଦତ୍ତ ବେହେରା। ପ୍ରଭୁଦତ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୁଲିସ। ଖବର ଅନୁସାରେ,…
ଅଧିକ ଖବର ଦେଖନ୍ତୁ...

ଝଣ୍ଡା ଉଁଚା ରହେ ହମାରା…

ଭୁବନେଶ୍ବର: ରାଜଧାନୀରେ ୭୬ତମ ସ୍ବାଧୀନତା ଦିବସ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି। ସହରର ବିଭିନ୍ନ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟଠାରୁ ଆରମ୍ଭ କରି ସରକାରୀ, ବେସରକାରୀ କାର୍ଯ୍ୟାଳୟ‌ରେ ଉତ୍ସାହ, ଉଦ୍ଦୀପନାରେ ଏହି ଦିବସ ପାଳନ କରାଯିବା ସହ ସ୍ବାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିଚାରଣ…
ଅଧିକ ଖବର ଦେଖନ୍ତୁ...

ଗୋଡ଼େଇ ଗୋଡ଼େଇ ହାଣିଲେ,ଦୁର୍ଦ୍ଦାନ୍ତ ନୀଳାଚଳ ଗୁରୁତର, ୨ ଅଟକ

ଭୁବନେଶ୍ବର: ଆଜି ଅପରାହ୍ନରେ ବିଜୁ ପଟ୍ଟନାୟକ କଲେଜ ପଛପାର୍ଶ୍ବ ମେ ଫ‌େୟାର୍ ଛକ ରାସ୍ତାରେ ସାଲିଆସାହିର ଦୁର୍ଦ୍ଦାନ୍ତ ନୀଳାଚଳ ବେହେରାକୁ ସଂଘବଦ୍ଧ ଆକ୍ରମଣ ହୋଇଛି। ପ୍ରାୟ ୭ ଜଣ ଦୁର୍ବୃତ୍ତ ନୀଳାଚଳକୁ ଗୋଡ଼େଇ ଗୋଡ଼େଇ ଖଣ୍ଡା‌ ଓ ଭୁଜାଲ‌ିରେ ବଡ଼ ନିର୍ମମ ଭା‌ବେ ହାଣି ପକାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

୨୯ଜଣଙ୍କୁ ପୁଲିସ ସେବା ପଦକ: ୨ ଜଣ ପାଇଲେ ରାଷ୍ଟ୍ରପତି ପୁଲିସ ପଦକ

ଭୁବନେଶ୍ବର: ୭୬ ତମ ସ୍ବାଧୀନତା ଦିବସ ଅବସରରେ ରାଜ୍ୟର ୨୯ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପୁଲିସ ପଦକ ପ୍ରଦାନ କରାଯାଇଛି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ବିଶିଷ୍ଟ ସେବା ପାଇଁ ୨ ଜଣଙ୍କୁ…
ଅଧିକ ଖବର ଦେଖନ୍ତୁ...

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ଆଇଏଲଏମଏସ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ଓଡିଶା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଭାଗ ପକ୍ଷରୁ ମଙ୍ଗଳବାରଦିନ ଇଣ୍ଟିଗ୍ରେଟେଡ ଲିଗାଲ ମନିଟରିଂ ସିଷ୍ଟମ୍ (ଆଇଏଲଏମଏସ) ଉପରେ ଏକ ପୁସ୍ତକ ଉନ୍ମୋଚନ କରାଯାଇଛି । ଏହି ପୁସ୍ତକରେ ଦୃଢ, ନିରବିହୀନ ସମାଧାନର କାର୍ଯ୍ୟକାରିତାକୁ ବର୍ଣ୍ଣନା କରାଯାଇଛି ଯାହାକି…
ଅଧିକ ଖବର ଦେଖନ୍ତୁ...

କ୍ୟାପିଟାଲ ହସ୍ପିଟାଲ ପରିସରରେ ଅସହାୟମାନଙ୍କୁ ଖାଦ୍ୟ ବଣ୍ଟନ

ଭୁବନେଶ୍ବର: ଟିମ୍‌ ହ୍ୟୁମାନିଟି ସୁଖ ଦୁଃଖର ସାଥି ପରିବାର ତରଫରୁ କ୍ୟାପିଟାଲ ହସ୍ପିଟାଲ ପରିସରରେ ସ୍ବାଧୀନତା ଦିବସ ଅବସରରେ ସୋମବାର ଦିନ ଅସହାୟମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି। ଏହା ସହିତ ଯାତାୟାତ କରୁଥିବା ଲୋଲଙ୍କୁ ସ୍ଵାଧୀନତା ଦିବସରେ ଅଭିନନ୍ଦନ ଜଣାଇବା ସହ ଫେସ୍ ତିରଙ୍ଗା କଲର…
ଅଧିକ ଖବର ଦେଖନ୍ତୁ...

ଗଣତାନ୍ତ୍ରିକ ମୂଲ୍ୟବୋଧର ଅବକ୍ଷୟକୁ ସୁଧାରିବା ପାଇଁ ଆମେ ସଂକଳ୍ପ ନେବା: ‘ସମ୍ବାଦ’ ଗ୍ରୁପ୍ ଅଧ୍ୟକ୍ଷ

ଭୁବନେଶ୍ବର: ସମ୍ବାଦ ଭବନରେ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘ସମ୍ବାଦ’ ଗ୍ରୁପ୍ ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ, ଆଜି…
ଅଧିକ ଖବର ଦେଖନ୍ତୁ...

ଜଟିଳ ହେଉଛି ଦାରୁଠେଙ୍ଗ ଡମ୍ପିଂୟାର୍ଡ ସମସ୍ୟା: ୧୪ ବର୍ଷ ହେଲା ବିବାଦ ତୁଟିପାରୁନି

ଭୁବନେଶ୍ବର: ଦାରୁଠେଙ୍ଗ ଡମ୍ପିଂୟାର୍ଡ ସମସ୍ୟା ସମାଧାନ ହେବା ନାଁ ଧରୁନି। ବର୍ଷ ବର୍ଷ ଧରି ବରିଷ୍ଠ ଅଧିକାରୀମାନେ ଆଲୋଚନାକୁ ନ ଯିବାରୁ ପରିସ୍ଥିତି ଅଣାୟତ୍ତ ହୋଇଯାଇଛି। ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ପରେ ସମାଧାନର ବାଟ ଏକ ପ୍ରକାର ବନ୍ଦ ହୋଇ ଯାଇଛି। ତେବେ ୧୬ ତାରିଖ ଦିନ…
ଅଧିକ ଖବର ଦେଖନ୍ତୁ...

ରାମ୍‌କି ଅଡ଼ୁଆ: ଆଉ ୧୫ ଦିନ ସମୟ ମାଗିଲା ବିଏମ୍‌ସି

ଭୁବନେଶ୍ବର: ବିଏମ୍‌ସିରେ ସଫେଇ ଦାୟିତ୍ବ ନେଇଥିବା ‘ରାମ୍‌କି’ର ବାକି ପଡ଼ିଥିବା ୫୬ କୋଟିରୁ ଅଧିକ ଟଙ୍କା ଅସୁଲ କରିବାକୁ ସଂସ୍ଥା କୋର୍ଟ ନୋଟିସ୍‌ ପଠାଇଛି। ଏହାକୁ ପାଇବା ପରେ ବିଏମ୍‌ସିର ନିଦ ହଜିଛି। ସଂସ୍ଥାର ଭୁଲ୍‌ ଦର୍ଶାଇ ଏହି ମୋଟା ଅଙ୍କର ଟଙ୍କା ନ ଦେବାକୁ ଯୋଜନା କରିଥିବା…
ଅଧିକ ଖବର ଦେଖନ୍ତୁ...

ଫୁଲିଲାଣି କୁଆଖାଇ, କୁଶଭଦ୍ରା, ଭାର୍ଗବୀ

ବାଲିଅନ୍ତା/ବାଲିପାଟଣା: ହୀରାକୁଦ ଜଳଭଣ୍ଡାରରୁ ୩୪ଟି ଗେଟ୍‌ ଖୋଲିବା ପରେ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବାଲିଅନ୍ତା-ବାଲିପାଟଣା ଦେଇ ପ୍ରବାହିତ କୁଆଖାଇ, କୁଶଭଦ୍ରା ଓ ଭାର୍ଗବୀ ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ସେହିପରି ଦୟାନଦୀ ଜଳସ୍ତର…
ଅଧିକ ଖବର ଦେଖନ୍ତୁ...