ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ରାଜଧାନୀରେ ବଢ଼ୁଛି ସଡ଼କ ଦୁର୍ଘଟଣା : ପ୍ରତିବର୍ଷ ମରୁଛନ୍ତି ୨୦୦ ଚାଳକ

ଭୁବନେଶ୍ୱର : ଭୁବନେଶ୍ୱରରେ ଚିନ୍ତାର କାରଣ ପାଲଟିଛି ସଡ଼କ ଦୁର୍ଘଟଣା। ପ୍ରତିଦିନ ସହରର ବିଭିନ୍ନ ସ୍ଥାନରେ ଦୁର୍ଘର୍ଟଣାରେ ଅନେକ ଆହତ ହେଉଥିବା ବେଳେ ପ୍ରତିବର୍ଷ ପ୍ରାୟ ୨୦୦ ଜଣ ଗାଡ଼ି ଚାଳକ ପ୍ରାଣ ହରାଉଛନ୍ତି। ମୃତକଙ୍କ ମଧ୍ୟରୁ ଅର୍ଧାଧିକ ବ୍ୟକ୍ତିଙ୍କ ବୟସ ୩୦ ବର୍ଷରୁ କମ୍‌।…
ଅଧିକ ଖବର ଦେଖନ୍ତୁ...

ଜାତୀୟ ଆଧ୍ୟାତ୍ମିକ ପୁସ୍ତକ ମହୋତ୍ସବ ଆଉ ୩ ଦିନ

ଭୁବନେଶ୍ୱର : ଧାର୍ମିକ ଭାବନା ଓ ଆଧ୍ୟାତ୍ମିକତାର ପୁନରୁତ୍ଥାନ ଉଦ୍ଦେଶ୍ୟରେ ସହିଦନଗର ଦୁର୍ଗାପୂଜା ପଡ଼ିଆରେ ଚାଲିଥିବା ‘ଷଷ୍ଠ ଆଧ୍ୟାତ୍ମିକ ପୁସ୍ତକ ମହୋତ୍ସବ’ର ଆକର୍ଷଣ ବଢ଼ୁଛି। ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ୍‍ ପକ୍ଷରୁ ଆୟୋଜିତ ଏହି ମହୋତ୍ସବକୁ ଯମୁନେତ୍ରୀ ହରିଦ୍ୱାର ସନ୍ଥ ଉଦ୍‌ଘାଟନ…
ଅଧିକ ଖବର ଦେଖନ୍ତୁ...

‘ଜ୍ୟୋତ୍ସ୍ନାର ପଣତ’ ଲୋକାର୍ପିତ

ଭୁବନେଶ୍ୱର : ଆଇଟିଇଆର କଲେଜ ପରିସରରେ ଥିବା ବାଂଶୁରୀଗୁରୁ ପ୍ରେକ୍ଷାଳୟରେ ମାତୃସ୍ମରଣ ସାରସ୍ୱତ ଉତ୍ସବ ଅବସରରେ ସାହିତ୍ୟିକା ପଦ୍ମଶ୍ରୀ ଡ. ପ୍ରତିଭା ରାୟ ‘ଜ୍ୟୋତ୍ସ୍ନାର ପଣତ’ ନାମକ ଏକ ଚେତନା ଉଦ୍ରେକକାରୀ ପତ୍ରିକା ଉନ୍ମୋଚନ କରିଥିଲେ। ଜ୍ୟୋତ୍ସ୍ନା ଚାରିଟେବଲ ଟ୍ରଷ୍ଟ ପ୍ରାୟୋଜିତ…
ଅଧିକ ଖବର ଦେଖନ୍ତୁ...

ଦକ୍ଷିଣ ଆଫ୍ରିକୀୟ ସହର ସହ ଯୋଡ଼ି ହେବ ଭୁବନେଶ୍ୱର

ଭୁବନେଶ୍ୱର : ଭାରତରେ ଅବସ୍ଥାପିତ ଦକ୍ଷିଣ ଆଫ୍ରିକା ଉଚ୍ଚାୟୁକ୍ତ ଫ୍ରେନ୍‌ସ ମରୁଲେଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ଅବସରରେ ଆଜି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ଦକ୍ଷିଣ ଆଫ୍ରିକାର ବ୍ଲୋଏମ୍‌ଫଣ୍ଟେନ୍‌ ସହର ସହ…
ଅଧିକ ଖବର ଦେଖନ୍ତୁ...

ମାଳି କଲୋନିରେ ଜଣ୍ଡିସ୍‌ ଆତଙ୍କ : ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଛୁଇଁଲା

ଭୁବନେଶ୍ୱର : ୟୁନିଟ୍‌-୩ ଅଞ୍ଚଳରେ ଥିବା ମାଳି କଲୋନିରେ ଜଣ୍ଡିସ୍‌ ବ୍ୟାପିବା ଖବର ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ଚେଇଁ ଉଠିଛି। ପ୍ରତ୍ୟେକ ଦିନ ସ୍ଥାନୀୟ ବସ୍ତିରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ତେବେ ଜଣ୍ଡିସ୍‌ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସ୍ୱାସ୍ଥ୍ୟ ବିଭାଗକୁ କ୍ଲିନ୍‌…
ଅଧିକ ଖବର ଦେଖନ୍ତୁ...

ସରିଲା ଗୋଟିପୁଅ ଉତ୍ସବ

ଭୁବନେଶ୍ୱର : ଗୋଟିପୁଅ ନୃତ୍ୟର ଆକର୍ଷଣୀୟ ଅନୁଭବ ସାଙ୍ଗକୁ ପୂଜ୍ୟପୂଜା ପରମ୍ପରାର ନିଦର୍ଶନ ସ୍ୱରୂପ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ୨ ଦିନିଆ ‘ଗୋଟିପୁଅ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି। ଆରାଧନା ଡ୍ୟାନ୍ସ ଏକାଡେମି ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଗତକାଲି ଓଡ଼ିଶୀ ନୃତ୍ୟ ଗୁରୁ ଦୁର୍ଗାଚରଣ…
ଅଧିକ ଖବର ଦେଖନ୍ତୁ...

ଅର୍ଥନୀତିର ବିକାଶ ପାଇଁ ସ୍ୱଦେଶୀ ଜ୍ଞାନକୌଶଳ ଆବଶ୍ୟକ

ଭୁବନେଶ୍ୱର : ଦେଶର ଅର୍ଥନୀତିର ବିକାଶ ପାଇଁ ସ୍ୱଦେଶୀ ଜ୍ଞାନକୌଶଳର ଆବଶ୍ୟକତା ରହିଛି ବୋଲି ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି। ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ରସୁଲଗଡ଼ ଦୁର୍ଗାମଣ୍ଡପ ପଡ଼ିଆରେ ଚାଲିଥିବା ସ୍ୱଦେଶୀ ମେଳାର ଅଷ୍ଟମ ସନ୍ଧ୍ୟାରେ ଶ୍ରୀ ପଟ୍ଟନାୟକ ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ଯୋଗଦେବେ ୧୯ଟି ଦେଶର ୪୬ ଟୁର୍‌ ଅପରେଟର୍‌

ଚନ୍ଦ୍ରଶେଖରପୁର : ପର୍ଯ୍ୟଟନ କ୍ଷେତ୍ରରେ ନିଜର ଅସ୍ମିତା ତଥା ଶକ୍ତିକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିବା ନିମନ୍ତେ ଶିଳ୍ପ ସଂଘ ଫିକି ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଭାଗୀତାରେ ଓଡ଼ିଶା ଟ୍ରାଭେଲ ବଜାର (ଓଟିବି)ର ପ୍ରଥମ ସଂସ୍କରଣ ଭୁବନେଶ୍ୱରରେ ଆୟୋଜିତ ହେବ। ଅକ୍ଟୋବର ୧୫ରୁ ଆରମ୍ଭ ହେବାକୁ…
ଅଧିକ ଖବର ଦେଖନ୍ତୁ...

ଆଜି ଚିତ୍ତରଞ୍ଜନ ଦାସଙ୍କ ସ୍ମାରକୀ : ବକ୍ତତା ଦେବେ ଅନ୍ଵିତା ଆବ୍‌ବୀ

ଭୁବନେଶ୍ୱର : ଶିକ୍ଷାସନ୍ଧାନ ପକ୍ଷରୁ ୧୪ ତାରିଖ ସନ୍ଧ୍ୟାରେ ନୂଆପଲ୍ଲୀ ଫକୀରମୋହନ ଭବନ କନଫରେନ୍ସ ହଲ୍‌ରେ ବିଶିଷ୍ଟ ପ୍ରାବନ୍ଧିକ ତଥା ଶିକ୍ଷାବିତ୍‌ ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କ ସ୍ମୃତି ରକ୍ଷା ପାଇଁ ଆୟୋଜିତ ଷଷ୍ଠ ସ୍ମାରକୀ ବକ୍ତତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ…
ଅଧିକ ଖବର ଦେଖନ୍ତୁ...

ଏଏସ୍‌ବିଏମ୍‌ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର : ସ୍ଥାନୀୟ ଚନ୍ଦକାସ୍ଥିତ ଏଏସ୍‌ବିଏମ୍‌ ପକ୍ଷରୁ ଆଚିଭର୍ସ ଡେ ‘ମୂର୍ଚ୍ଛନା’ ପାଳନ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୮୦ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଯାଇଅଛି। ‘ଆମ ଓଡ଼ିଶା’ର ସହଯୋଗରେ ଆୟୋଜିତ ଏହି ଶିବିରରେ ଏଏସ୍‌ବିଏମ୍‌ର ନିର୍ଦ୍ଦେଶକ ଓ ପ୍ରତିଷ୍ଠାତା ପ୍ରଫେସର୍‌ ଡ.…
ଅଧିକ ଖବର ଦେଖନ୍ତୁ...