ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ହେବ ଆଉ ଏକ ଫୁଟ୍‌ ଓଭରବ୍ରିଜ୍‌

ଭୁବନେଶ୍ୱର : ମୁମ୍ବାଇ ରେଳ ଷ୍ଟେସନ୍‌ରେ ଦଳାଚକଟାରେ ୨୨ଜଣଙ୍କ ମୃତ୍ୟୁ ପରେ ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ଆଉ ଗୋଟିଏ ପାଦ ଚଲା ଓଭରବ୍ରିଜ୍‌ (ଫୁଟ୍‌ ଓଭରବ୍ରିଜ୍‌) କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ପ୍ରାୟ ୭କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଲଟକିଛି ଶିଖରଚଣ୍ଡୀ ପର୍ଯ୍ୟଟନ କେନ୍ଦ୍ର

ଚନ୍ଦ୍ରଶେଖରପୁର : ଶିଖରଚଣ୍ଡୀ ପାହାଡ଼କୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳରେ ପରିଣତ କରାଯିବ। ମା’ ଶିଖରଚଣ୍ଡୀ ବିରାଜମାନ କରୁଥିବା ଏହି ସ୍ଥାନକୁ ଏକ ନିତିଦିନିଆ ଚିତ୍ତବିନୋଦନ କେନ୍ଦ୍ରରେ ରୂପାନ୍ତରିତ କରାଯିବ। ଚନ୍ଦକା ଶିଳ୍ପାଞ୍ଚଳ ନିକଟସ୍ଥ ଏହି ସ୍ଥାନରେ ପର୍ଯ୍ୟଟକଙ୍କୁ ଯୋଗାଇଦିଆଯିବ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ମେଳାର ପସରା

ଭୁବନେଶ୍ୱର : ଚାଲିଛି ପାର୍ବଣର ଲମ୍ବା ଅବକାଶ। ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ପରେ ଏବେ ଦୀପାବଳିକୁ ସମସ୍ତଙ୍କ ଅପେକ୍ଷା। ଏଥିପାଇଁ କାଉଣ୍ଟ୍‌ ଡାଉନ୍‌ ଆରମ୍ଭ ହୋଇଯାଇଛି। ଦୀପାବଳିରେ କିଏ ଗାଡ଼ି କିଣିବ ତ’ କିଏ ସୁନା କିଣିବ। ପୁଣି କିଏ କିଣିବ ନୂଆ ପୋଷାକ ଓ ଘରସଜ୍ଜା ସାମଗ୍ରୀ।…
ଅଧିକ ଖବର ଦେଖନ୍ତୁ...

କଙ୍କାଳରେ କାରିଗରୀ : ୨୦ରୁ ଊର୍ଧ୍ୱ ଜୀବଙ୍କ କଙ୍କାଳ ଯୋଡ଼ିଛନ୍ତି ଶିବ

ଭୁବନେଶ୍ୱର : ବ୍ଲୁ ହେ୍ଵଲ୍‌ ଗେମ୍‌ ଅର୍ଥାତ ନୀଳତିମିର ଖେଳ। ଏହି ଖେଳ ପାଇଁ ନୀଳ ତିମି ଶବ୍ଦ ଏବେ ଏକ ପ୍ରକାର ବଦ୍‌ନାମ। ମାତ୍ର ସତସତିକା ମଲା ତିମିର କଙ୍କାଳକୁ ଯୋଡ଼ିବାରେ ସିଦ୍ଧହସ୍ତ ଓଡ଼ିଆ ପୁଅ ଡ.ଶିବ ପ୍ରସାଦ ପରିଡ଼ା ସମଗ୍ର ଦେଶର ମାନବ ସଂଗ୍ରହାଳୟ ପ୍ରେମୀଙ୍କ ମଧ୍ୟରେ ଏବେ ଏକ ପରିଚିତ…
ଅଧିକ ଖବର ଦେଖନ୍ତୁ...

ମେଧା ନାୟକଙ୍କ ଇଣ୍ଟିମେଣ୍ଟ୍‌ ରିକଲେକସନ୍ସ୍‌ ପ୍ରଦର୍ଶନୀ ଉଦ୍‌ଘାଟିତ

ଭୁବନେଶ୍ୱର : ଯୁବ ଚିତ୍ର ଶିଳ୍ପୀ ମେଧା ନାୟକଙ୍କ ପ୍ରଥମ ଏକକଚିତ୍ର ପ୍ରଦର୍ଶନୀ ଓଡ଼ିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରି ପରିସରରେ ଉଦ୍‌ଘାଟିତ ହୋଇଯାଇଛି। ବାଲେଶ୍ୱରର ଝିଅ ମେଧା ତାଙ୍କ ପିଲାଦିନେ ବୁଲିଥିବା ନିଜ ଅଞ୍ଚଳର ପ୍ରାକୃତିକ ପରିବେଶ ସହ ଦିଲ୍ଲୀରେ ପାଠ ପଢ଼ୁଥିବା ସମୟରେ ଅନୁଭବ କରିଥିବା…
ଅଧିକ ଖବର ଦେଖନ୍ତୁ...

ଦେଶର ବିକାଶ ପାଇଁ ମାନବବାଦ ଲୋଡ଼ା

ଭୁବନେଶ୍ୱର : ପ୍ରତ୍ୟେକ ବ୍ୟକ୍ତିର ଉନ୍ନତି ହେଲେ ସମାଜ ଆଗେଇବ। ସମାଜବାଦ, ପୁଞ୍ଜିବାଦରେ ସମସ୍ତଙ୍କ ନିକଟରେ ବିକାଶ ପହଞ୍ଚିବା ସମ୍ଭବ ନୁହେଁ। ଦେଶର ତଥା ପ୍ରତ୍ୟେକ ନାଗରିକଙ୍କ ବିକାଶ ପାଇଁ ପଣ୍ଡିତ ଦୀନଦୟାଲଙ୍କ ମାନବବାଦ ଦର୍ଶନ ଲୋଡ଼ା। ପଣ୍ଡିତ ଦୀନଦୟାଲଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବରେ…
ଅଧିକ ଖବର ଦେଖନ୍ତୁ...

ବନ୍ୟପ୍ରାଣୀ ସୁରକ୍ଷା ନେଇ ଉଦ୍‌ବେଗ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ୬୩ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। ନନ୍ଦନକାନ, ମାଇଁ ସିଟି, ପ୍ରକୃତି ଓ ବନ୍ୟଜୀବ ସଂରକ୍ଷଣ ସୋସାଇଟି ମିଳିତ ଆନୁକୂଲ୍ୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ନନ୍ଦନକାନନର ଉପ-ନିର୍ଦ୍ଦେଶକ ଜୟନ୍ତ କୁମାର ଦାସଙ୍କ ଅଧ୍ୟକ୍ଷତାରେ…
ଅଧିକ ଖବର ଦେଖନ୍ତୁ...

ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆସନ୍ତାକାଲି ଠାରୁ ଉଠିବ ସାଇନ୍‌ ଏ ଡାଏ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରୁ ସୋମବାର ଠାରୁ ସାଇନ୍‌ ଏ ଡାଏ ହଟିବ । ଏହା ପରେ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ା ସ୍ୱାଭାବିକ ହେବ। କମିସନରେଟ ପୁଲିସ ସହିତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ରବିବାର ଆଲୋଚନା ହେବା ପରେ ଏହା ସ୍ପଷ୍ଟ ହୋଇଛି। ପିଲାମାନେ ବିଶ୍ୱବିଦ୍ୟାଳୟର ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରେ ହେବ ବିସିଏଏସ୍‌ କାର୍ଯ୍ୟାଳୟ

ଭୁବନେଶ୍ୱର : ଭୁବନେଶ୍ୱର ଏବଂ ଏହା ଆଖପାଖ ଅଞ୍ଚଳରେ ଆକାଶରେ ବେସାମରିକ ବିମାନ ଉଡ଼ାଣ ସମୟରେ ଏବଂ ଉଡ଼ାଣ ଜନିତ ସମସ୍ୟାର ମୁକାବିଲା ପାଇଁ ଭୁବନେଶ୍ୱରରେ ହେବ ବ୍ୟୁରୋ ଅଫ୍‌ ସିଭିଲ୍‌ ଆଭିଏସନ୍‌ ସିକ୍ୟୁରିଟି କାର୍ଯ୍ୟାଳୟ। ସାରା ଦେଶରେ ୧୧ଟି ଏହିପରି କାର୍ଯ୍ୟାଳୟ ହେବାକୁ ଥିବାବେଳେ ବିଜୁ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଲିଙ୍ଗରାଜ ମନ୍ଦିର ରାହାପାଗରେ ଫାଟ

ପୁରୁଣା ଭୁବନେଶ୍ୱର : ଦୁର୍ବଳ ହେଉଛି ଶ୍ରୀଲିଙ୍ଗରାଜ ମନ୍ଦିର। ମନ୍ଦିରରେ ରାହାପାଗରେ ଫାଟ ସୃଷ୍ଟି ହେବାରୁ ଏପରି ଆଶଙ୍କା ପ୍ରକାଶ ପାଇଛି। ମନ୍ଦିର ଉତ୍ତର ପାର୍ଶ୍ୱରେ ରାହାପାଗରେ ୭ଟି ସ୍ଥାନରେ ଏହି ଫାଟ ଦେଖା ଦେଇଛି। ମନ୍ଦିର ରାହାପାଗ ସିଂହ ଉପରକୁ ଏହି ଫାଟ ଥିବା ଦେଖାଯାଉଛି। ସେଠାରେ…
ଅଧିକ ଖବର ଦେଖନ୍ତୁ...