ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ବିଶେଷଜ୍ଞ ଦଳକୁ ତଡ଼ିଦେଲେ

ରାଉରକେଲା: ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣକୁ ଜୋର୍‌ଦାର୍‌ ବିରୋଧ ହେଉଛି। ନିର୍ମାଣ କାର୍ଯ୍ୟ ଦୂରେ ଥାଉ ସ୍ଥାନୀୟ ଲୋକେ ପ୍ରସ୍ତାବିତ ସ୍ଥାନରୁ ମାଟି ମୁଠାଏ ବି ଉଠାଇ ଦେଉନାହାନ୍ତି। ତେଣୁ ସର୍ଭେ ପାଇଁ ଆସିଥିବା ବିଶେଷଜ୍ଞ ଦଳ ଆଜି ହଟହଟା ହୋଇଛନ୍ତି। ଗତ ୨୧ ଜୁଲାଇରେ ପ୍ରସ୍ତାବିତ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନୀ ପ୍ରସଙ୍ଗ ହେବ ବିମଳାଗଡ଼-ତାଳଚେର ରେଳପଥ

ରାଉରକେଲା : ଅର୍ଥର ଅଭାବ ନାହିଁ, ମାତ୍ର ଜମି ଅଧିଗ୍ରହଣ ପ୍ରକ୍ରିୟାରେ ରାଜ୍ୟ ପ୍ରଶାସନର କଚ୍ଛପ ଗତି ଯୋଗୁଁ ବହୁ ପ୍ରତୀକ୍ଷିତ ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପର ଅଗ୍ରଗତି ନୈରାଶ୍ୟଜନକ। ଏହି କାରଣରୁ ସୁନ୍ଦରଗଡ଼, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ଜନ ଅସନ୍ତୋଷ ଦାନା ବାନ୍ଧୁଥିବାରୁ ଆଗାମୀ…
ଅଧିକ ଖବର ଦେଖନ୍ତୁ...

ବିଶ୍ରା ଅଂଚଳରେ ହାତୀ ଉପଦ୍ରବ

ବିଶ୍ରା : ବିଶ୍ରା ବ୍ଲକ ଅନ୍ତର୍ଗତ ତୁଳସୀକାନି ପଞ୍ଚାୟତର ଝାରବେଡ଼ା ଗ୍ରାମର ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ଦୁଃଖଦ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣଙ୍କ ଝାରବେଡ଼ା ଗ୍ରାମର ଲୁକାଶ ମୁଣ୍ଡା ଓରଫ ଜାତେ ମୁଣ୍ଡା(୪୫)। ମିଳିଥିବା ସୂଚନାରୁ ପ୍ରକାଶ  ଗତ  ୩ ଦିନ ହେବ ଏକ ୭ ଜଣିଆ ହାତୀପଲ ବୁଢ଼ିକାନି…
ଅଧିକ ଖବର ଦେଖନ୍ତୁ...

ଥାନାରେ ହାତୀପଲଙ୍କ ଭଙ୍ଗାରୁଜା

ବଣାଇଁଗଡ଼ : ପାଚେରୀ ଭାଙ୍ଗି ହାତୀପଲ କେ.ବଲାଙ୍ଗ ଥାନା ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଗତକାଲି ବିଳମ୍ବିତ ରାତିରୁ ଆଜି ସକାଳ ପର୍ଯ୍ୟନ୍ତ ୧୨ଗୋଟି ହାତୀ ଏହି ତାଣ୍ଡବଲୀଳା ଚଳାଇ ବ୍ୟାପକ କ୍ଷୟକ୍ଷତି କରିଥିବା ଜଣାପଡିଛି। ୧୨ଗୋଟି ହାତୀ ଥିବା ଏହି ଦଳ ପ୍ରଥମେ କେ.ବଲାଙ୍ଗ ଥାନା…
ଅଧିକ ଖବର ଦେଖନ୍ତୁ...

‘ଭୟ ଓ ଲୋଭ ଦେଖାଇ ଓଡ଼ିଆ ଭାଷାକୁ ରକ୍ଷା କରାଯାଇ ପାରିବ’

ରାଉରକେଲା :  ‘‘ଅତୀତର ଗୌରବକୁ ମନେ ପକାଇ ଆମେ ଗର୍ବ ଅନୁଭବ କରୁଛେ। କିନ୍ତୁ ଭବିଷ୍ୟତର ଉତ୍‌ଥାନ କଥା ଭୁଲି ଯାଉଛେ। ବିକାଶ କଥା କହି ଆମେ ଏକଜୁଟ୍‌ ହେଉଛୁ। ମାତ୍ର ମାତୃଭାଷା ପ୍ରସଙ୍ଗରେ ସମସ୍ତେ ପଛେଇ ଯାଉଛୁ। ଏପରିକି ନିଜ ଘରେ ବି ଆମେ ଭାଷାର ଶତ୍ରୁ ତିଆରି କରୁଛୁ। ଓଡ଼ିଆ ଭାଷାର ଶତ୍ରୁ…
ଅଧିକ ଖବର ଦେଖନ୍ତୁ...

ପଳାତକ ଦଲାଲ ୨୨ ବର୍ଷ ପରେ ଗିରଫ

ରାଉରକେଲା : ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍‌)ର ପ୍ରଥମ ପର୍ଯ୍ୟାୟ ଆଧୁନିକୀକରଣ ଓ ସମ୍ପ୍ରସାରଣ ଯୋଜନା (ଏମ୍‌ଇପି)ରେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ (ଆର୍‌ଏସ୍‌ପି)କୁ ଶହ ଶହ କୋଟି ଟଙ୍କାର ନିମ୍ନ ମାନର ଯନ୍ତ୍ରାଂଶ ଯୋଗାଇଥିବା ବ୍ୟବସାୟୀ ତାରାପଦ ମୁଖାର୍ଜୀଙ୍କୁ ସିବିଆଇ ଆଜି ଛତିଶଗଡ଼ର…
ଅଧିକ ଖବର ଦେଖନ୍ତୁ...

ସଡକ ଦୁର୍ଘଟଣା : ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ

ରାଉରକେଲା: ଝାରଖଣ୍ଡ ଗୁମ୍‌ଲା ଘାଘରା ଥାନା ଅନ୍ତର୍ଗତ ଦୋଦାଙ୍ଗ ଗ୍ରାମ ନିକଟରେ ସଡକ ଦୁର୍ଘଟଣାରେ ବାସନ୍ତୀକଲୋନୀର ଯୁବ ଇଞ୍ଜିନିୟର କୃଷ୍ଣ କୁମାର ଭାରତୀ (୪୫)ଙ୍କର ମୃତ୍ୟୁ ଘଟିଛି। ସେ ଆରଏସ୍‌ପିରେ ଇଞ୍ଜିନିୟର ଭାବେ କାମ କରୁଥିବା ଜଣାପଡିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି…
ଅଧିକ ଖବର ଦେଖନ୍ତୁ...

ଦ୍ୱନ୍ଦ୍ୱରେ ରାଜ୍ୟର ଗାଁ ସଂଖ୍ୟା

ସୁନ୍ଦରଗଡ଼ : ଦେଶରେ ମୋଟ ଗ୍ରାମ ସଂଖ୍ୟା କେତେ? କେଉଁ ରାଜ୍ୟରେ କେତୋଟି ଗ୍ରାମ ରହିଛି? ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ମନ୍ତ୍ରାଳୟ ଏବଂ ଜନଗଣନା-୨୦୧୧ ତଥ୍ୟରେ ତାଳମେଳ ରହୁନଥିବାରୁ ଦ୍ୱନ୍ଦ ଉପୁଜିଛି। କେନ୍ଦ୍ର ପାନୀୟ ଜଳ ଓ ପରିମଳ ମନ୍ତ୍ରାଳୟ ଅଧୀନସ୍ଥ ଜାତୀୟ…
ଅଧିକ ଖବର ଦେଖନ୍ତୁ...

ଗୁଳି ବିନିମୟ : ଦୁଇ ପିଏଲ୍‌ଏଫ୍‌ଆଇ କ୍ୟାଡ଼ର ଗିରଫ

ରାଉରକେଲା : ଓଡ଼ିଶା-ଝାଡ଼ଖଣ୍ଡ ସୀମା ଆମ୍ବାପାନି ଜଙ୍ଗଲରେ ଆଜି ସକାଳେ ପିପୁଲ୍ସ ଲିବରେସନ୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଲ୍‌ଏଫ୍‌ଆଇ)ର ସଶସ୍ତ୍ର ଦଳ ଓ ପୁଲିସ ମଧ୍ୟରେ ଗୁଳି ବିନିୟମ ଘଟିଛି। ଘଟଣାସ୍ଥଳରୁ ପୁଲିସ୍‌ ୨ ଜଣ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କୁ କାବୁ କରିଥିବା ବେଳେ ସେମାନଙ୍କ ୪ ଜଣ…
ଅଧିକ ଖବର ଦେଖନ୍ତୁ...

ବିଷ ଦିଆ ତୀର, ବିଦ୍ୟୁତ ଦ୍ୱାରା ହାତୀ ମରାଯାଇଥିଲା

ବଣାଇଁଗଡ଼ : ରାଉରକେଲା ବନଖଣ୍ଡ ବାଙ୍କି ରେଞ୍ଜ ଅନ୍ତର୍ଗତ କେ.ବଲାଙ୍ଗ ସେକ୍ସନର ସାରସପୋଷ ଗ୍ରାମରେ ଗତ ମଙ୍ଗଳବାର ରାତିରେ ଧାନ ଫସଲ ଖାଇବାକୁ ଆସିଥିବା ହାତୀପଲ ମଧ୍ୟରୁ ୬-୭ବର୍ଷର ଅଣ୍ଡିରା ହାତୀକୁ ତୀର ମାଡ଼କରି ହତ୍ୟା କରିବା ଘଟଣାରେ ଛିଡାକୁଦର ଗ୍ରାମର ଚନ୍ଦନ ମୁଣ୍ଡା (୨୫) ଓ ସାରସପୋଷ…
ଅଧିକ ଖବର ଦେଖନ୍ତୁ...