ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ପଥରରେ ଛେଚି ବୃଦ୍ଧଙ୍କୁ ହତ୍ୟା

ରାଉରକେଲା/କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କେବଲାଙ୍ଗ ଥାନା ଗୋଉଡୁଣି ପୋଷ ଧରା ସାହିରେ ପଥରରେ ଛେଚି ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ ଲହୁଣୀପଡା ଥାନା କଲେଇପୋଷ ପଞ୍ଚାୟତ କେନାପାଲି (ଲଡାମ) ଗ୍ରାମର ସୁବନ କନସରିଆ (୫୩) କେନାପାଲି (ଲଡାମ ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ଲେଫ୍ରିପଡ଼ାରେ ଯୋଗେଶ ସିଂହଙ୍କ ନିର୍ବାଚନୀ ପ୍ରଚାର: କେନ୍ଦୁପତ୍ର ତୋଳାଳି କହିଲେ ସମସ୍ୟା

ସୁନ୍ଦରଗଡ଼, ସୁନ୍ଦରଗଡ ସଦର ନିର୍ବାଚନମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ଯୋଗେଶ କୁମାର ସିଂହଙ୍କ ନିର୍ବାଚନୀ ପ୍ରଚାର ଜୋର୍ ଧରିଛି। ପଞ୍ଚାୟତ, ଗାଁ, ଘରକୁ ଯାଇ ନବୀନଙ୍କ ବିକାଶର ବାର୍ତ୍ତା ଦେବା ସହ ଭୋଟ ମାଗୁଛନ୍ତି। ମଙ୍ଗଳବାର ଲେଫ୍ରିପଡା ବ୍ଲକ ଅନ୍ତର୍ଗତ ବଡବଙ୍ଗା ପଞ୍ଚାୟତର ଲୋକଡେଗା,…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ ବିଧାନସଭା ଆସନରେ ନାମାଙ୍କନ ଦାଖଲ କଲେ ସିପିଆଇ ପ୍ରାର୍ଥୀ ରାଜେନ୍ଦ୍ର

ସୁନ୍ଦରଗଡ: ସାଧାରଣ ନିର୍ବାଚନ-୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ନାମାଙ୍କନର ଷଷ୍ଠ ଦିନରେ ବୁଧବାର ସୁନ୍ଦରଗଡ ବିଧାନସଭା ଆସନ ପାଇଁ ସିପିଆଇ ପ୍ରାର୍ଥୀ ରାଜେନ୍ଦ୍ର ନାଏକ ନାମାଙ୍କନ ଦାଖଲ କରିଛନ୍ତି। କର୍ମୀ ଏବଂ ସମର୍ଥକଙ୍କ ଗହଣରେ ଆସି ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ…
ଅଧିକ ଖବର ଦେଖନ୍ତୁ...

ଉତ୍କଲ ଗୌରବଙ୍କ ଜୟନ୍ତୀ ପାଳନ କଲା ଜିଲ୍ଲା ଓକିଲ ସଙ୍ଘ

ସୁନ୍ଦରଗଡ଼: ଜିଲ୍ଲା ଓକିଲ ସଂଘ ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୬ ତମ ଜୟନ୍ତୀ ତଥା ଆଇନଜୀବୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ଜିଲ୍ଲା ଓକିଲ ସଂଘ ସଭାପତି ନରେଶ କୁମାର ନାଏକ ସଭାପତିତ୍ୱ କରିଥିଲେ। ସର୍ବ ପ୍ରଥମେ ଜିଲ୍ଲା ଓକିଲ ସଂଘ ପରିସରରେ ଥିବା ମଧୁବାବୁଙ୍କ…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍ ଦୁର୍ଘଟଣାରେ ଚାଳକ ମୃତ, ହେଲପର ଗୁରୁତର

ରାଉରକେଲା /କୋଇଡା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ୍ କେ ବଲାଙ୍ଗ ଥାନା ଚୁନା ଘାଟିରେ ଦୁର୍ଘଟଣା ଘଟିଛି। ଏହାଫଳରେ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲ୍ପର ଆହତ ହୋଇଛନ୍ତି। ମଧ୍ୟ ରାତ୍ରରେ ଏହି ଦୁର୍ଘଟଣା ହୋଇଥିବା ଜଣାଯାଇଛି। ଲୁହା ପଥର ବୋଝେଇ ଟ୍ରକର ବ୍ରେକ ଫେଲ ହେବାରୁ ସାମ୍ନାରେ…
ଅଧିକ ଖବର ଦେଖନ୍ତୁ...

ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ!

ରାଉରକେଲା/ବଣାଇଗଡ଼: ବଣାଇ ଉପ କାରାଗାରର ଜଣେ ବିଚାରାଧୀନ କଏଦୀ ଦେବାନନ୍ଦ ସିଂ(୪୦)ଙ୍କ ସନ୍ଦେହଜନକ ମୃତ୍ୟୁହୋଇଛି। ଅବକାରୀ ପୁଲିସ କିମ୍ବା ଜେଲ୍‌ କର୍ତ୍ତୃପକ୍ଷ ଦେବାନନ୍ଦଙ୍କୁ ମାଡ଼ମାରିବାରୁ ତାଙ୍କର ଅକାଳ ବିୟୋଗ ଘଟିଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି। ଏନେଇ ରଘୁନାଥପାଲି ପୁଲିସ…
ଅଧିକ ଖବର ଦେଖନ୍ତୁ...

ମିଳୁନି ମୌଳିକ ସୁବିଧା: ରାଉରକେଲା ଉପାନ୍ତ ଅଞ୍ଚଳବାସୀଙ୍କ ଭୋଟବର୍ଜନ ଚେତାବନୀ

ରାଉରକେଲା: ବର୍ଷ ବର୍ଷ ଧରି ମୌଳିକ ସୁବିଧାସୁଯୋଗରୁ ବଞ୍ଚିତ ସହର ଉପାନ୍ତ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନକୁ ଚରମବାଣୀ ଶୁଣାଇଛନ୍ତି। ସମସ୍ୟାର ସ୍ଥାୟୀ ସମାଧାନ ନ ହେଲେ ଆଗାମୀ ଲୋକସଭା ଓ ବିଧାନସଭାରେ ଭୋର୍ଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି।  ବରଟୋଲି ଓ ଏହାର ଆଖପାଖ ଅଞ୍ଚଳର…
ଅଧିକ ଖବର ଦେଖନ୍ତୁ...

ସହରରେ ମାତିଛନ୍ତି ଜମି ମାଫିଆ: ପ୍ଲଟିଂ କରି ସରକାରୀ ଜମି ବିକ୍ରି!

ରାଉରକେଲା: ସହର ଓ ଏହାର ଆଖପାଖରେ ମାତିଛନ୍ତି ଜମି ଦଲାଲ। କିଣୁଥିବା ଜମିକୁ ୧୦ରୁ ୧୫ ଗୁଣା ଅଧିକ ଦାମରେ ବିକୁଛନ୍ତି। ସରକାରୀ ଜାଗାକୁ ବି ଛାଡୁନାହାନ୍ତି। ରେଳବାଇ, ରାଜ୍ୟ ସରକାର ଓ ଆର୍‌ଏସ୍‌ପିର ମୂଲ୍ୟବାନ ଜାଗାକୁ ବିନା କାଗଜପତ୍ରରେ ଅନ୍ୟମାନଙ୍କୁ ବିକି ଦେଉଛନ୍ତି। ବର୍ଷ ବର୍ଷ ଧରି…
ଅଧିକ ଖବର ଦେଖନ୍ତୁ...

ବର୍ଷବର୍ଷ ଧରି ମିଳୁନି ମୌଳିକ ସୁବିଧା: ଭୋଟବର୍ଜନ କରିବେ ୨୫୦୦ ମତଦାତା

ରାଉରକେଲା: ବର୍ଷବର୍ଷ ଧରି ମୌଳିକ ସୁବିଧାସୁଯୋଗରୁ ବଞ୍ଚିତ ସହର ଉପାନ୍ତବାସୀ ଜିଲ୍ଲା ପ୍ରଶାସନକୁ ଆଜି ଚରମବାଣୀ ଶୁଣାଇଛନ୍ତି। ସମସ୍ୟାର ସ୍ଥାୟୀ ସମାଧାନ ନ ହେଲେ ଆଗାମୀ ଲୋକସଭା ଓ ବିଧାନସଭାରେ ଭୋର୍ଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି। ଆଜି ବରଟୋଲି ଓ ଏହାର ଆଖପାଖ ଅଞ୍ଚଳର…
ଅଧିକ ଖବର ଦେଖନ୍ତୁ...

ବିଜେଡି ପ୍ରାର୍ଥୀ ଯୋଗେଶଙ୍କ ପ୍ରଚାର ଜୋର୍‌ ଧରିଛି

ସୁନ୍ଦରଗଡ଼: ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ର ବିଜୁ ଜନତା ଦଳ ପ୍ରାର୍ଥୀ ଯୋଗେଶ କୁମାର ସିଂହଙ୍କ ପ୍ରଚାର ଜୋର୍‌ ଧରିଛି। ଗାଁକୁ ଗାଁ ଯାଇ ଶ୍ରୀ ସିଂହ ଲୋକଙ୍କୁ ଭେଟି ଭୋଟ ଭିକ୍ଷା କରୁଛନ୍ତି। ଏହି ସମୟରେ ଲୋକେ ଗାଁର ବିଭିନ୍ନ ସମସ୍ୟା ଜଣାଇ ତାଙ୍କ ହସ୍ତକ୍ଷେପ ଲୋଡ଼ୁଥିବା ଦେଖାଯାଉଛି।…
ଅଧିକ ଖବର ଦେଖନ୍ତୁ...