Advertisment
Latest Posts
Advertisment
ରାଜ୍ୟ
ପୂର୍ବରୁ ଜେଲ୍ ଯାଇଥିଲେ ବି ସୁଧୁରିଲେନି ଅଧୀକ୍ଷଣ ଯନ୍ତ୍ରୀ ସହଦେବ କିଶାନ
ଜନ ସ୍ବାସ୍ଥ୍ୟ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସହଦେବ କିଶାନଙ୍କ ବିଭିନ୍ନ ଠିକଣାରୁ ଭିଜିଲାନ୍ସ ବିଭାଗ ବିପୁଳ ପରିମାଣ ସମ୍ପତ୍ତି ଠାବ କରିଛି। ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଯନ୍ତ୍ରୀ ସହଦେବଙ୍କ ସମ୍ବଲପୁର ଠିକଣାରେ ୨ଟି ଦାମୀ ପ୍ଲଟ୍ ଠାବ କରିଛନ୍ତି।
ଜିଲ୍ଲା
ହାର୍ଡକୋର ମାଓବାଦୀ କୁଞ୍ଜାମ ହିଡ଼ମା ଗିରଫ: ଅସ୍ତ୍ରଶସ୍ତ୍ର ଜବତ
ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲୁଇ) ବିରୋଧରେ ଲଢ଼େଇରେ ଏକ ବଡ଼ ସଫଳତା ସ୍ୱରୂପ, ସୁରକ୍ଷା ବାହିନୀ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଜଣେ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିବା ସହିତ ତାଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛନ୍ତି...
ଖେଳ
ଏହି କାରଣରୁ ବର୍ଷା ହେଲେ ଫାଇନାଲରେ ପହଞ୍ଚିଯିବ ପଞ୍ଜାବ କିଙ୍ଗସ
ଏକ ନିୟମ ଅଛି ଯାହା ଯୋଗୁଁ ଆରସିବି ଏବଂ ଏହାର ପ୍ରଶଂସକଙ୍କ ସ୍ୱପ୍ନ ପୁଣି ଭାଙ୍ଗି ଯାଇପାରେ। ବାସ୍ତବରେ ଯଦି ବର୍ଷା କିମ୍ବା ଅନ୍ୟ କୌଣସି କାରଣରୁ ପଞ୍ଜାବ-ବେଙ୍ଗାଲୁରୁ ମ୍ୟାଚ୍ ବାତିଲ ହୁଏ, ତେବେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ସମସ୍ୟା ବଢ଼ିଯିବ।
ରାଜନୀତି
ଭଦ୍ରକ ବିଜେଡିରେ ବିପର୍ଯ୍ୟୟ: ପୂର୍ବତନ ରାଜ୍ୟ ସମ୍ପାଦକ ଦଳ ଛାଡିଲେ
ଭଦ୍ରକରେ ବିଜୁ ଜନତା ଦଳ (ବିଜେଡି)କୁ ଏକ ବଡ଼ ରାଜନୈତିକ ଝଟକା ଲାଗିଛି` ବରିଷ୍ଠ ରାଜନେତା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ ଦଳରୁ ଇସ୍ତଫା ଦେଇଛନ୍ତି। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାଥିବା ନେଇ ସେ ଘୋଷଣା କରିଛନ୍ତି....
ଅପରାଧ
ମନୋରଞ୍ଜନ
ଯନ୍ତ୍ରଣା ବଖାଣିଲେ ଦୀପିକା; ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାକୁ କଲେ ଅନୁରୋଧ
ଦୀପିକା କକ୍କର ଦ୍ୱିତୀୟ ପର୍ଯ୍ୟାୟ ଯକୃତ କର୍କଟ ରୋଗରେ ପୀଡ଼ିତ ଅଛନ୍ତି। ଏକଥାକୁ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆ ଜରିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଏଥିସହିତ ସେ ସମସ୍ତ ପ୍ରଶଂସକଙ୍କୁ ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାକୁ ନିବେଦନ କରିଛନ୍ତି।