Latest Posts
ରାଜ୍ୟ
ମେଜରଙ୍କ ବାନ୍ଧବୀଙ୍କୁ ମାଡ଼ମରାଯିବା ଘଟଣା: ୭ ରୋଡ ରୋମିଓ ଗିରଫ
କମିସନରେଟ୍ ପୁଲିସ ଅଧିନ ଭରତପୁର ଥାନା ଅଞ୍ଚଳରେ ଗତ ୧୫ ତାରିଖ ରାତିରେ ସେନାବାହିନୀର ମେଜର୍ ଗୁରୁବନ୍ତ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ଦୁର୍ବ୍ୟବହାର କରାଯିବା ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି।
ଜିଲ୍ଲା
ବୃଦ୍ଧାଙ୍କୁ କଚାଡି ମାରିଲା ହାତୀ
ପରିସ୍ରା କରିବାକୁ ଆସି ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି।୬୧ ବର୍ଷୀୟ ବୃଦ୍ଧାଙ୍କୁ ଶୁଣ୍ଢରେ କଚାଡି କୁଳଡିହା ହାତୀ ମାରିଦେଇଛି। ବିଳମ୍ବିତ ରାତିରେ ହାତୀ ଏଭଳି କାଣ୍ଡ ଭିଆଇଛି...
ଖେଳ
ଦିନକରେ ୧୭ ୱିକେଟ୍ ପତନ: ଭାରତ ୩୦୮ ରନ୍ରେ ଆଗୁଆ
ଚେପକ୍ରେ ଚାଲିଥିବା ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ୍ରେ ଶୁକ୍ରବାର ଦ୍ବିତୀୟ ଦିବସରେ ମୋଟ ୧୭ ୱିକେଟ୍ର ପତନ ଘଟିଛି। ଏହାରି ଭିତରେ ଭାରତ କିନ୍ତୁ ନିଜକୁ ନିୟନ୍ତ୍ରଣରେ ରଖିଥିବା ବେଳେ ହାତରେ ୭ ୱିକେଟ୍ ଥାଇ ୩୦୮ ରନ୍ରେ ଅଗ୍ରଣୀ ହୋଇସାରିଛି।
ରାଜନୀତି
ଆତିଶୀଙ୍କ ସହିତ ଶପଥ ନେଲେ ଏସବୁ ଆପ୍ ନେତା...
ରାଜ ନିୱାସଠାରେ ଆୟୋଜିତ ଏକ ସମାରୋହରେ ଆପ୍ ନେତା ଆତିଶୀ ମାର୍ଲେନା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଉପରାଜ୍ୟପାଳ ଭିକେ ସାକ୍ସେନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି...
ଅପରାଧ
୭ ଯୁବକଙ୍କୁ ନେଇ ସୁନ୍ଦରପୁରରେ ସିନ୍ ରିକ୍ରିଏସନ୍ କଲା ଚନ୍ଦକା ପୁଲିସ
ଭରତପୁର ଥାନାରେ ଆର୍ମି ମେଜର ଗୁରୁବଂଶ ସିଂ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ହୋଇଥିବା ନିର୍ଯାତନା ଘଟଣାରେ ୭ ଯୁବକଙ୍କୁ ନେଇ ସୁନ୍ଦରପୁରରେ ସିନ୍ ରିକ୍ରିଏସନ୍ କରିଛି ଚନ୍ଦକା ପୁଲିସ। ଏହି ଅଘଟଣ ବେଳେ ଥିବା ଆଉ ଫେରାର୍ ଥିବା ୩/୪ ଯୁବକଙ୍କୁ ପୁଲିସ ଖୋଜିବା ଜାରି ରଖିଛି।
ମନୋରଞ୍ଜନ
ବିବାହ କାର୍ଡ ଛପା ସରିଥିଲେ ବି ସଙ୍ଗୀତାଙ୍କୁ ମୋ ପାଇଁ ଛାଡ଼ିଥିଲେ ସଲମାନ: ସୋମି
ସଲମାନ ଖାନ୍-ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ସମ୍ପର୍କ ପରେ ଏବେ ସଙ୍ଗୀତାଙ୍କୁ ସଲମାନ କିଭଳି ଧୋକା ଦେଇଥିଲେ ତାହା ଜଣାଇଛନ୍ତି ସୋମୀ ଅଲୀ। ବିବାହ କାର୍ଡ ଛପା ସରିଥିଲେ ବି ସଙ୍ଗୀତାଙ୍କୁ ମୋ ପାଇଁ ସଲମାନ ଛାଡ଼ିଥିଲେ ବୋଲି ସେ କହିଛନ୍ତି।