Advertisment
Latest Posts
Advertisment
ରାଜ୍ୟ
ବାହୁଡ଼ାରେ ବି ବର୍ଷା
ସକ୍ରିୟ ମୌସୁମୀ ଯୋଗୁ ବାହୁଡ଼ାରେ ବି ବର୍ଷା ହେବ। ଆସନ୍ତା ୭ ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଜିଲ୍ଲା
ପୋଖରୀରୁ ଯୁବକଙ୍କ ଗୋଡ଼ହାତ ବନ୍ଧା ମୃତଦେହ ଉଦ୍ଧାର : ନିଖୋଜ ଥିଲେ, ହତ୍ୟା ସନ୍ଦେହ
ବୁଧବାର ସକାଳୁ ସଦରଥାନା ବାଉରିମୁଣ୍ଡା ଗାଁ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ତାଙ୍କ ଗୋଡ଼କୁ ମୋଟା ଦଉଡ଼ିରେ ବନ୍ଧା ଯାଇଥିବା ଦେଖିବାକୁ ମିଳିଛି। ମୃତକ ହେଲେ ସେହି ଗାଁର ମହାତୋ ଓରାମ....
ଖେଳ
ବର୍ମିଂହାମ ଟେଷ୍ଟ୍: ଗିଲ୍ ଶତକରେ ସମ୍ମାନ
ଓପନର୍ ଯଶସ୍ବୀ ଜୟସ୍ବାଲ୍ (୮୭) ଓ ଅଧିନାୟକ ଶୁବମନ ଗିଲ୍ (୧୧୪*)ଙ୍କ ଲଢ଼ୁଆ ବ୍ୟାଟିଂ ପାଇଁ ଇଂଲଣ୍ଡ ବିପକ୍ଷ ବର୍ମିଂହାମ ଟେଷ୍ଟ୍ର ପ୍ରଥମ ଦିନ ସମ୍ମାନ ଆପାତତଃ ଭାରତ ଖାତାକୁ ଯାଇଛି। ପ୍ରଥମ ଦିନରେ ୫ ୱିକେଟ୍ ହରାଇ ୩୧୦ ରନ୍ କରି ନେଇଛି ଭାରତ।
ରାଜନୀତି
ଜଗନ୍ନାଥଙ୍କୁ ନେଇ ହାଇଡ୍ରାମା: ମନମୋହନଙ୍କ ସହ ଜଗାଙ୍କ ୨ ଘଣ୍ଟା ଆଲୋଚନା
ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନଙ୍କୁ ନେଇ ବିଜେପି ଓ ସରକାରରେ ହାଇଡ୍ରାମା ଚାଲିଛି। ବିଏମ୍ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ ଜଗନ୍ନାଥଙ୍କୁ ଗିରଫ କରିବାକୁ ବିଭିନ୍ନ ମହଲରୁ ଚାପ ପଡ଼ୁଛି।
ଅପରାଧ
ପୁଲିସ ପଞ୍ଝାରେ ଗୋଲ୍ଡେନ୍ ଗ୍ୟାଙ୍ଗ୍: ଡକାୟତି ପୂର୍ବରୁ ୫ଙ୍କୁ ମାଡ଼ିବସିଲେ
ବହୁ ଦିନ ଧରି କମିସନରେଟ୍ ପୁଲିସ ପାଇଁ ୱାଣ୍ଟେଡ୍ ତାଲିକାରେ ଥିବା ଗୋଲ୍ଡେନ୍ ଗ୍ୟାଙ୍ଗ୍ ଶେଷରେ ଧରାପଡ଼ିଛି। ଗତକାଲି ବରମୁଣ୍ଡା ଖେଳପଡ଼ିଆରେ ଏକାଠି ହୋଇ ବଡ଼ଧରଣର ଡକାୟତି କରିବାକୁ ଯୋଜନା କରୁଥିବା....