Advertisment
Latest Posts
Advertisment
ରାଜ୍ୟ
ଶୃଙ୍ଖଳିତ ନୀତି ପାଇଁ ବୈଠକ: କିଏ ଜଗିବେ କେଉଁ ରଥ
ପ୍ରତ୍ୟେକ ରଥ ପାଇଁ ସ୍ବତନ୍ତ୍ର ଶୋଧ ଦଳ ଗଠନ କରାଯାଇଛି। ତା’ ସହିତ ଶ୍ରୀମନ୍ଦିର ପ୍ରଶାସନ, କର୍ମଚାରୀ, ମହାରଣା, କମାର, ଭୋଇଙ୍କୁ ନେଇ ନିର୍ଦ୍ଦେଶକ ଓ ବୈଷୟିକ ଦଳ ଗଠନ କରାଯାଇଛି। ଏହି ଦଳ ଶ୍ରୀଗୁଣ୍ଡିଚା ଓ ବାହୁଡ଼ାରେ ରଥଟଣା ସମୟରେ ଆବଶ୍ୟକ ପରାମର୍ଶ ଦେବେ।
ଜିଲ୍ଲା
କୋଟସମ ଲାଇରେ ବିକ୍ର ନହୋଇ ଧାନ ମଣ୍ଡିରେ ପଡି ଗଜା ହେଲା: ଜିଲ୍ଲପାଳଙ୍କ ନିକଟରେ ଅଭିଯୋଗ
କୋଟସମ ଲାଇମଣ୍ଡିରେ ଚାଷୀ ଧାନ ବିକ୍ରି କରି ନ ପାରି ହଇରାଣ ହଟହଟା ହେଉଥିବାରୁ ଶେଷରେ ଗଜା ଧାନ ବସ୍ତାକୁ ଧରି ଜିଲ୍ଲପାଳଙ୍କୁ ଗୁହାରି କରିବାକୁ ଆସି ଶୁଣାଣି ଶିବିର ଚାଷୀ ପହଞ୍ଚିଥିଲେ..
ଖେଳ
ନୀରଜଙ୍କୁ ଗୋଲ୍ଡେନ୍ ସ୍ପାଇକ୍ ମୁକୁଟ
ଭାରତୀୟ ଜାଭଲିନ୍ ଥ୍ରୋ ସୁପରଷ୍ଟାର୍ ନୀରଜ ଚୋପ୍ରା ମଙ୍ଗଳବାର ଗୋଲ୍ଡେନ୍ ସ୍ପାଇକ୍ ମିଟ୍ ପଦାର୍ପଣରେ ବିଜେତା ହୋଇଛନ୍ତି। ଚେକ୍ଗଣରାଜ୍ୟରେ ଆୟୋଜିତ ଏହି ପ୍ରତିଯୋଗିତା ଜିତି ସେ ଲଗାତାର ଦୁଇଟି ଶୀର୍ଷସ୍ତରୀୟ ପ୍ରତିଯୋଗିତାରେ ବିଜୟୀ ହେବାର ଗୌରବ ଅର୍ଜନ କରିଛନ୍ତି।
ରାଜନୀତି
ଡରାଇବାକୁ ଚେଷ୍ଟା କରନାହିଁ: ଆମେ କ୍ଷମତା ଛାଡିବାକୁ ପ୍ରସ୍ତୁତ
ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି ଯେ, ଯଦି ଜମ୍ମୁ-କଶ୍ମୀରର ରାଜ୍ୟ ମାନ୍ୟତା ପୁନଃସ୍ଥାପିତ ହୁଏ ଏବଂ ବିଧାନସଭା ଭଙ୍ଗ ହୋଇ ନୂତନ ନିର୍ବାଚନ ହୁଏ, ତେବେ ତାଙ୍କର କୌଣସି ଆପତ୍ତି ନାହିଁ...
ଅପରାଧ
ଫାଇନାନ୍ସ କମ୍ପାନିର କର୍ମଚାରୀଙ୍କଠାରୁ ଲୁଟ୍ ଅଭିଯୋଗ
ତିରିଂ ଥାନା ଅନ୍ତର୍ଗତ ଗିଧିଘାଟି ଗ୍ରାମ ନିକଟରେ ଏକ କଳା ପଲସର୍ ବାଇକ୍ରେ ଦୁଇଜଣ ଯୁବକ ଆସି ମାରଣାସ୍ତ୍ର ଦେଖାଇ ଅଟକାଇ ସତ୍ୟଜିତଙ୍କ ପାଖରେ ଥିବା ୪୮ ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇଥିଲେ।