Latest Posts
ରାଜ୍ୟ
ବିଜୁଳି ଆଘାତରେ ନାବାଳିକାର ଚାଲିଗଲା ଜୀବନ, ଆଉ ଜଣେ ଗୁରୁତର
ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଧୂଳିପୁଟ ପଞ୍ଚାୟତ ସ୍ଥିତ ଇସ୍କାବନ୍ଧ ଗ୍ରାମରେ ଗତକାଲି ବୁଜୁଳି ଘଡଘଡିରେ ଜଣେ ଆଠ ବର୍ଷର ନାବଳିକାର ଜୀବନ ଯାଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି।
ଜିଲ୍ଲା
ବାର୍ହା ଆକ୍ରମଣରେ ୩ ଆହତ, ଜଣେ ଗୁରୁତର
ବ୍ରହ୍ମଗିରି ଥାନା ଡାହାଣୀଗଡିଆ ଗାଁରେ ଗୁରୁବାର ୨ଟି ବାର୍ହା ହଠାତ୍ ଗାଁ ଭିତରେ ପଶି ୪ ଜଣକୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଜଣେ ଗୁରତର ହୋଇ ପୁରୀ ସଦର ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି...
ଖେଳ
ଅକ୍ଟୋବର ସରିନି,ଏବେଠୁ ଜଳକଷ୍ଟ: ଶୁଖିଯାଉଛି ଚିରସ୍ରୋତା ମହାନଦୀ
ଅକ୍ଟୋବର ସରିନି। କିନ୍ତୁ ଏବେଠୁ ଆରମ୍ଭ ହୋଇଗଲାଣି ଜଳକଷ୍ଟ। ଓଡ଼ିଶାରେ ଖରିଫ ଧାନଚାଷ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପାଣି ଅଭାବରୁ ଚାଷ ଉଜୁଡ଼ିଯିବାକୁ ବସିଲାଣି।
ରାଜନୀତି
ୟୁସିସି ବିଜ୍ଞପ୍ତିର ୩୦ ଦିନ ମଧ୍ୟରେ ଲିଭ୍-ଇନ୍ ପଞ୍ଜିକରଣ ଜରୁରୀ, ନ ହେଲେ ୩ ବର୍ଷ ଜେଲ୍ ସହିତ ୨୫ ହଜାର ଜରିମାନା
ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ କୋଡ ନିୟମାବଳୀ ବିଜ୍ଞପ୍ତିର ୩୦ଦିନ ମଧ୍ୟରେ ସମସ୍ତ ଲିଭ୍-ଇନ୍ ସମ୍ପର୍କକୁ ପଞ୍ଜିକରଣ କରିବା ବାଧ୍ୟତାମୂଳକ କରାଯିବ। ଏଭଳି ସମ୍ପର୍କରେ ୨୧ ବର୍ଷରୁ କମ୍ ବୟସର ଲୋକଙ୍କ ପିତାମାତାଙ୍କୁ ରାଜ୍ୟ ସରକାର ଅବଗତ କରାଇବେ...
ଅପରାଧ
ଝାରପଡ଼ା ଜେଲ୍ରେ କଏଦୀ ମୃତ୍ୟୁ ମାମଲା: ମର୍ଗରେ ତାଲା ପକାଇ ଧାରଣା
ନିଶା କାରବାର ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲ୍ରେ ଥିବା ବିଚାରାଧୀନ କଏଦୀ ବିଦ୍ୟାଧର ଗୁରୁଙ୍କ ମୃତ୍ୟୁକୁ ନେଇ ଆଜି ମଧ୍ୟ କ୍ୟାପିଟାଲ୍ ହସ୍ପିଟାଲ୍ରେ ଉତ୍ତେଜନା ଲାଗିରହିଥିଲା।
ମନୋରଞ୍ଜନ
ରିୟାଲିଟି ସୋ’ ଜିତିଥିବା ଡ୍ୟାନ୍ସ ଟ୍ରୁପଙ୍କ ପୁରସ୍କାର ରାଶି ହଡ଼ପ କରିଛନ୍ତି ରେମୋ !
ମହାରାଷ୍ଟ୍ରର ଥାନାରେ ଲୋକପ୍ରିୟ କୋରିଓଗ୍ରାଫର ରେମୋ ଡି’ସୁଜା ଏବଂ ତାଙ୍କ ପତ୍ନୀ ଲିଜେଲ ଡି’ସୁଜାଙ୍କ ବିରୋଧରେ ଏକ ଏତଲା ରୁଜୁ ହୋଇଛି।ସେ ଏକ ଡ୍ୟାନ୍ସ ଟ୍ରୁପଠାରୁ ୧୧.୯୬ କୋଟି ଟଙ୍କା ଠକିନେଇଥିବାର ଅଭିଯୋଗ ହୋଇଛି।