Advertisment
Latest Posts
Advertisment
ରାଜ୍ୟ
ସୁନ୍ଦରଗଡ଼ରେ ମୁଖ୍ୟମନ୍ତ୍ରୀ : ମହିଳାଙ୍କୁ ବାଣ୍ଟିଲେ ସୁଭଦ୍ରା ଟଙ୍କା
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁନ୍ଦରଗଡ଼ ଗସ୍ତରେ ଆସି ସ୍ଥାନୀୟ ମହାବିଦ୍ୟାଳୟ ନିକଟସ୍ଥ ଯତରା ପଡ଼ିଆରେ ଆୟୋଜିତ ବିଶାଳ ସମାବେଶରେ ଯୋଗ ଦେଇଛନ୍ତି। ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ନିଜ ହାତରେ ୧୦ ଜଣ ମହିଳାଙ୍କୁ ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତିର ଡମି ଚେକ୍ ଦେଇଛନ୍ତି।
ଜିଲ୍ଲା
ନିମ୍ନମାନର ଖାଦ୍ୟ ପରସା ଯାଉଥିବା ଅଭିଯୋଗ: ଆରଏମସି ସ୍ୱାସ୍ଥ୍ୟବିଭାଗ ଟିମ୍ ପକ୍ଷରୁ ଚଢ଼ଉ
ଗ୍ରାହକମାନଙ୍କୁ ନିମ୍ନମାନର ଖାଦ୍ୟ ପରସା ଯାଉଥିବା ଅଭିଯୋଗ ପରେ ଗୁରୁବାର ରାଉରକେଲା ମହାନଗର ନିଗମ (ଆରଏମସି) ସ୍ୱାସ୍ଥ୍ୟବିଭାଗ ଟିମ୍ ସେକ୍ଟର-୪ ସ୍ଥିତ ମଧୁବନ ରେସ୍ତୋରାଁରେ ଚଢ଼ଉ କରିଛି...
ଖେଳ
ଜୟସ୍ବାଲ-ରାହୁଲ ଦେଲେ ଦୃଢ଼ ମୂଳଦୁଆ: ଭାରତ ୨୧୮ ରନ୍ରେ ଆଗୁଆ
ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ୍ର ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟପାଲଟ ହୋଇଯାଇଛି। ପ୍ରଥମ ଦିନର ପ୍ରଥମ ଦୁଇ ଅଧିବେଶନରେ ମାତ୍ର ୧୫୦ ରନ୍ କରି ସମସ୍ତ ୱିକେଟ୍ ହରାଇଥିବା ଭାରତ ପରବର୍ତ୍ତୀ ୪ ଅଧିବେଶନରେ ଆଧିପତ୍ୟ ବିସ୍ତାର କରିଛି।
ରାଜନୀତି
ପରାଜୟ ପରେ ମାୟାବତୀଙ୍କ ବଡ଼ ଘୋଷଣା: ବିଏସ୍ପି ଉପନିର୍ବାଚନ ଲଢ଼ିବ ନାହିଁ
ଉତ୍ତରପ୍ରଦେଶ ଉପନିର୍ବାଚନରେ ପରାଜୟ ପରେ ବିଏସ୍ପି ସୁପ୍ରିମୋ ମାୟାବତୀ କହିଛନ୍ତି ଉପନିର୍ବାଚନରେ ବେଆଇନ ଭୋଟ୍ ବନ୍ଦ କରିବା ପାଇଁ ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ବ୍ୟବସ୍ଥା ନ କରିବା ପର୍ଯ୍ୟନ୍ତ ବିଏସ୍ପି କୌଣସି ଉପନିର୍ବାଚନରେ ଲଢ଼ିବ ନାହିଁ...
ଅପରାଧ
ଧରାପଡ଼ିଗଲେ ୟୁପି ଗଞ୍ଜେଇ ମାଫିଆ: ବାଟରୁ ମଦ କିଣିବା ମହଙ୍ଗା ପଡ଼ିଲା
ଭୁବନେଶ୍ବର: ଓଡ଼ିଶାରୁ ଉତ୍ତରପ୍ରଦେଶକୁ ଗଞ୍ଜେଇ ଚାଲାଣ କରୁଥିଲେ ଦୁଇ ମାଫିଆ। କିନ୍ତୁ ବାଟରେ କାର୍ ଅଟକାଇ ମଦ କିଣିବା ସେମାନଙ୍କ ପାଇଁ ମହଙ୍ଗା ପଡ଼ିଛି। ଗାଡ଼ି ନମ୍ବରକୁ ସନ୍ଦେହ କରି ପୁଲିସ ଯାଞ୍ଚ କରୁକରୁ ମାଫିଆଦ୍ବୟ ଧରାପଡ଼ିଯାଇଛନ୍ତି।
ମନୋରଞ୍ଜନ
ବଡ଼ ପରଦାକୁ ଫେରୁଛନ୍ତି ଶ୍ରୁତି
୨୦୧୬ରେ ମୁକ୍ତିପ୍ରାପ୍ତ ଓଡ଼ିଆ ଛବି ‘ମୋ ଦିଲ୍ କହେ ଇଲୁ ଇଲୁ’ର ନାୟିକା ଶ୍ରୁତି ପୁଣି ବଡ଼ ପରଦାକୁ ଫେରୁଛନ୍ତି। ଶ୍ରୁତି ଓରଫ ଶ୍ରୁତି ଦାସମହାପାତ୍ରଙ୍କୁ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଗୁରୁଜୀ ନମସ୍କାର’ରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।