Advertisment
Latest Posts
Advertisment
ଜିଲ୍ଲା
ଖଇରା ଏନଏସି ଦାବିରେ ୬ ତାରିଖ ୬ ଘଣ୍ଟିଆ ଖଇରା ବନ୍ଦ ଡାକରା ଦେଲା ବିଜେଡି।
ଖଇରାକୁ ଏନଏସି ମାନ୍ୟତା ପ୍ରଦାନ ପାଇଁ ଏବେ ଆନ୍ଦୋଳନ ତୀବ୍ରତର ହୋଇଛି। ଗତ ୩ ତାରିଖ ଅଞ୍ଚଳବାସୀଙ୍କ ପକ୍ଷ୍ରୁ ୭ ଘଣ୍ଟିଆ ଖଇରା ବନ୍ଦ ଓ ସୋର କୁପାରୀ ରାସ୍ତା ଅବରୋଧ କରିବା ପରେ ଏବେ ବିଜେଡି ଆନ୍ଦୋଳନକୁ ଓହ୍ଲାଇଛି....
Gallery
ମହାବୀର କ୍ରିକେଟ୍ କ୍ଳବ୍ରେ ଗଣେଶ ପୂଜା
କଟକର ଭଗତପୁରସ୍ଥିତ ମହାବୀର କ୍ରିକେଟ୍ କ୍ଲବରେ ବିଦ୍ୟାଦାତା ଗଣେଶଙ୍କ ପୂଜାର୍ଚ୍ଚନା ହୋଇଛି। କ୍ଲବର ସଭାପତି ଭବାନୀ ଶଙ୍କର ମହାରଣା ଓ ସଂପାଦକ ଅମର କୁମାର ପୃଷ୍ଟିଙ୍କ ନେତୃତ୍ବରେ ସଦସ୍ୟମାନେ ଚଳିତ ବର୍ଷ ଗଣେଶ ପୂଜାକୁ ଭବ୍ୟ ଓ ଦିବ୍ୟ କରିଛନ୍ତି।
ବାଣିଜ୍ୟ
ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ସୁନା ଦର
ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ଗ୍ରାମ ପିଛା ୧୦,୮୪୯ ଟଙ୍କାରେ ବିକ୍ରି ହେଉଛି। ଯାହାକି ଗତକାଲିର ୧୦,୭୬୨ ଟଙ୍କା ତୁଳନାରେ ୮୭ ଟଙ୍କା ଅଧିକ ରହିଛି। ଭାରତରେ ସୁନା ମୂଲ୍ୟ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି
ଅପରାଧ
ନିର୍ଯାତନା ଦେଇ ଅପହୃତଙ୍କୁ ମାରିଦେବା ମାମଲା: ଧରାପଡ଼ିଲା ମାଷ୍ଟର୍ମାଇଣ୍ଡ ଜିତେନ୍ଦ୍ର
ଚାକିରି ଅନ୍ବେଷଣରେ ଘର ଛାଡ଼ିଥିବା ଛତିଶଗଡ଼ର ଗରିବ ଯୁବକ ରୋହିତ ପାନ୍(୨୭)ଙ୍କୁ ଅପହରଣ କରିବା ପରେ ନିର୍ଯାତନା ଦେଇ ମାରିଦେଲେ। ରୋହିତଙ୍କ ଅସହାୟ ଅବସ୍ଥାର ସୁଯୋଗ ନେଇ ତାଙ୍କୁ ଫସାଇବା ପରେ ଅପହରଣ କରିଥିବା ମାଷ୍ଟରମାଇଣ୍ଡ ଜିତେନ୍ଦ୍ର ସିଂହ ଧରାପଡ଼ିଛି।
ମନୋରଞ୍ଜନ
ପରଲୋକରେ ଓଡ଼ିଆ ଚଳଚ୍ଚିତ୍ରଜଗତର ଜଣାଶୁଣା ନିର୍ଦ୍ଦେଶକ ଗୋପାଳ ଯୋଗେଶ
ଓଡ଼ିଆ ଚଳଚ୍ଚିତ୍ରଜଗତର ଜଣାଶୁଣା ନିର୍ଦ୍ଦେଶକ ଗୋପାଳ ଯୋଗେଶଙ୍କର ପରଲୋକ ଘଟିଛି l ରାଜସ୍ଥାନର ବିକାନୀରରେ ଥିବା ନିଜ ପୈତୃକ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି l
ପୁନଶ୍ଚ ପୃଥିବୀ
ଗଛ କାଟିଲେ ସମ୍ପର୍କୀୟଙ୍କୁ ମଧ୍ୟ ବିରୋଧ କରିବି: ନିତ୍ୟାନନ୍ଦ
ଜୀବନ ବଞ୍ଚାଉଥିବା ଗଛକୁ କୌଣସି ଲୋକ କାଟୁଥିବା ଦେଖିଲେ ସହ୍ୟ କରିପାରେନି। ସେ ମୋ ନିଜ ଲୋକ ହୁଅନ୍ତୁ କିମ୍ବା ମୋ ଦଳର। ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ବିରୋଧ କରିବି।