Latest Posts
ରାଜ୍ୟ
ଦାନା ବାନ୍ଧୁଛି ‘ଦାନା’: ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ
ଉତ୍ତର କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ, ଦକ୍ଷିଣପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି।
ଜିଲ୍ଲା
ବାର୍ହା ଆକ୍ରମଣରେ ୩ ଆହତ, ଜଣେ ଗୁରୁତର
ବ୍ରହ୍ମଗିରି ଥାନା ଡାହାଣୀଗଡିଆ ଗାଁରେ ଗୁରୁବାର ୨ଟି ବାର୍ହା ହଠାତ୍ ଗାଁ ଭିତରେ ପଶି ୪ ଜଣକୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଜଣେ ଗୁରତର ହୋଇ ପୁରୀ ସଦର ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି...
ଖେଳ
ପରାଜୟ ପରେ ଟିମ ଇଣ୍ଡିଆରେ ପରିବର୍ତ୍ତନ, ଫେରିଲେ ଓ୍ବାସିଂଟନ ସୁନ୍ଦର
ପ୍ରଥମ ଟେଷ୍ଟରେ ପରାଜୟ ପରେ ଦ୍ୱିତୀୟ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆରେ କେତେକ ପରିବର୍ତ୍ତନ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଷ୍ଟାର ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କୁ ଦ୍ୱିତୀୟ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆରେ ସାମିଲ କରାଯାଇଛି ।
ରାଜନୀତି
କଂଗ୍ରେସ ସରକାର ୨୦୨୮ ପର୍ଯ୍ୟନ୍ତ ଚାଲିବ ନାହିଁ, ମୁଁ ପୁଣି ମୁଖ୍ୟମନ୍ତ୍ରୀ ହେବି: ଏଚଡି କୁମାରସ୍ୱାମୀ
କେନ୍ଦ୍ରମନ୍ତ୍ରୀ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଏକ ବାଡ଼ ଦାବି କରିଛନ୍ତି। ସେ କହିଛନ୍ତି ରାଜ୍ୟରେ କଂଗ୍ରେସ ସରକାର ୨୦୨୮ପର୍ଯ୍ୟନ୍ତ ଚାଲିପାରିବ ନାହିଁ। ଖୁବ ଶୀଘ୍ର ସରକାରଙ୍କର ପତନ ହେବାକୁ ଯାଉଛି। ମୁଁ ୨୦୨୮ ପୂର୍ବରୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବି...
ଅପରାଧ
ବାଲିଅନ୍ତା ହାଟ ଭିତରେ ଯୁବକଙ୍କୁ ବିୟର ବୋତଲରେ ଆକ୍ରମଣକ; ଜଣେ ଅଟକ
ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ହାଟରେ ଜମିଜମା ବିବାଦ କାରଣରୁ ଆଜି ସନ୍ଧ୍ୟାରେ ଜଣେ ଯୁବକଙ୍କୁ ବିୟର ବୋତଲରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ଯୁବକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଆହତ ଯୁବକ ଜଣଙ୍କ ସଦର ଥାନ କୁଆଇଁଲୋ ଗ୍ରାମର ବିଶ୍ଵନାଥ ରାଉତ।
ମନୋରଞ୍ଜନ
ଶିଶୁକନ୍ୟାର ମାତାପିତା ହେଲେ ୟୁବିକା-ପ୍ରିନ୍ସ
ଅଭିନେତା ପ୍ରିନ୍ସ ନରୁଲା ଏବଂ ଅଭିନେତ୍ରୀ ୟୁବିକା ଚୌଧରୀ ପିତାମାତା ହୋଇଛନ୍ତି | ପ୍ରିନ୍ସଙ୍କ ବାପା ଏହି ଖୁସି ଖବର ଦେଇଛନ୍ତି। ପ୍ରିନ୍ସ ନରୁଲା ଏକ ଝିଅର ପିତା ହୋଇଛନ୍ତି |