Advertisment
Latest Posts
Advertisment
ରାଜ୍ୟ
ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ, କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ ବୃଦ୍ଧି
ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି। ଏଯାବତ୍ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬, କଟକ ଜିଲ୍ଲାରୁ ୯ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଜିଲ୍ଲା
ଜମିବାଡ଼ି ବିବାଦ: ଶାଳୀଙ୍କୁ ବିଚ୍ ରାସ୍ତାରେ ହାଣି ହତ୍ୟା କଲା ଭିଣୋଇ
ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଧିନ ଚଢ଼େୟାପଲ୍ଲୀ ଗ୍ରାମରେ ଗୁରୁବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଆଶାକର୍ମୀ ବିଜୟାଲକ୍ଷ୍ମୀ ତ୍ରିପାଠୀଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଛି। ଜମିଜମା ବିବାଦକୁ କେନ୍ଦ୍ର କରି ତାଙ୍କ ଭିଣୋଇ ହିଁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ...
ଖେଳ
ବେଙ୍ଗାଲୁରୁ ଦଳାଚକଟା: ଆରସିବିର ମାର୍କେଟିଂ ମୁଖ୍ୟ ନିଖିଲ ସୋସାଲେ ଗିରଫ
ଜୁନ୍ ୪ ତାରିଖରେ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ହୋଇଥିବା ଦଳାଚକଟା ଘଟଣାରେ ଦୀର୍ଘ ୨ ଦିନ ପରେ ବେଙ୍ଗାଲୁରୁ ପୁଲିସ୍ ଆରସିବିର ମାର୍କେଟିଂ ମୁଖ୍ୟ ନିଖିଲ ସୋସାଲେଙ୍କୁ ଗିରଫ କରିଛି।
ରାଜନୀତି
ବିଦେଶରେ କାହାକୁ ନଜଣାଇ ଟିଏମ୍ସି ସାଂସଦଙ୍କୁ ବିବାହ କଲେ ବିଜେଡି ନେତା ପିନାକୀ ମିଶ୍ର
ବର୍ତ୍ତମାନ ବିବାହ ଋତୁ ଚାଲିଥିବା ବେଳେ ଏକ ହାଇ ପ୍ରୋଫାଇଲ୍ ବାହାରଘରର ଖବର ସାମ୍ନାକୁ ଆସିଛି। ତୃଣମୂଳ କଂଗ୍ରେସ (ଟିଏମ୍ସି) ସାଂସଦ ମହୁଆ ମୋଇତ୍ରା ମେ ୩ ତାରିଖରେ ବିଦେଶରେ ଆୟୋଜିତ ଏକ ଉତ୍ସବରେ ବିଜୁ ଜନତା ଦଳ (ବିଜେଡି) ନେତା ପିନାକୀ ମିଶ୍ରଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ସୂଚନା ମିଳିଛି।
ଅପରାଧ
ମିଠି ନଦୀ ସଫେଇ ଦୁର୍ନୀତି ମାମଲାରେ ଡିନୋ ମୋରିଆଙ୍କ ଘରେ ଇଡି ଚଢ଼ଉ
୬୫ କୋଟି ଟଙ୍କାର ମିଠି ନଦୀ ସଫେଇ ଦୁର୍ନୀତି ମାମଲାରେ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ମୁମ୍ବାଇ ଏବଂ କେରଳର ୧୫ ରୁ ଅଧିକ ସ୍ଥାନରେ ଚଢାଉ କରିଛି। ତଲାସ କରାଯାଇଥିବା ସ୍ଥାନ ମଧ୍ୟରେ ବଲିଉଡ ଅଭିନେତା ଡିନୋ ମୋରିଆଙ୍କ ଘର ବି ରହିଛି।
ମନୋରଞ୍ଜନ