ରାଜ୍ୟ
କୁଲୁତା ସମାଜ ଆଂଚଳିକ କେନ୍ଦ୍ର ଉଦ୍ଘାଟିତ
କୁଲୁତା ସମାଜର ଲୋକେ ବହୁତ ପରିଶ୍ରମୀ । ଶିକ୍ଷା ହେଉ କି କୃଷି ସବୁଥିରେ ଏମାନେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିସାରିଛନ୍ତି, ବର୍ତ୍ତମାନ କିନ୍ତୁ କୁଲୁତା ସମାଜକୁ ସମଗ୍ରିକ ବିକାଶ ଦିଗକୁ ଆଗେଇବାର ସମୟ ଆସିଛି ତେଣୁ ଆମକୁ ବୁଝିବାକୁ ପଡିବ ଆମ ଭିତରେ ଏକତା ରଖିବାକୁ ପଡିବ
ଜିଲ୍ଲା
ସୁନା ଅଳଙ୍କାର ଲୁଟି ନେଲେ: ସିସିଟିଭିରେ ଦୁର୍ବୃତ୍ତଙ୍କ କାରନାମା କଏଦ୍
ସ୍ଥାନୀୟ ନିମାପଡ଼ା ଥାନା ଅନ୍ତର୍ଗତ ଜଗନ୍ନାଥ ବିହାର ମହିଳା ମହାବିଦ୍ୟାଳୟ ଗଳିରେ ଥିବା ଏକ ଘରୁ ଗୁରୁବାର ଭୋର ସମୟରେ କିଛି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୩୦ ହଜାର ଟଙ୍କା ଚୋରି କରିଥିବା ନେଇ ନିମାପଡ଼ା ଥାନାରେ ଅଭିଯୋଗ ହୋଇଛି...
ଖେଳ
ଏହି ତିନି ଖେଳାଳିଙ୍କୁ ରିଟେନ କରିପାରେ ଦିଲ୍ଲୀ କ୍ୟାପିଟାଲସ
ଆଇପିଏଲ୍ ୨୦୨୪ର ସମାପ୍ତି ପରେ ରିକି ପଣ୍ଟିଂ ଦିଲ୍ଲୀ କ୍ୟାପିଟାଲସର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡିଥିଲେ। ବର୍ତ୍ତମାନ ଆଇପିଏଲ୍ ୨୦୨୫ ମେଗା ନିଲାମ ପାଖେଇ ଆସୁଛି, କିନ୍ତୁ ଏହାପୂର୍ବରୁ ହେମାଙ୍ଗ ବଦାନୀଙ୍କୁ ଦିଲ୍ଲୀର ମୁଖ୍ୟ ପ୍ରଶିକ୍ଷକ କରିବା ନେଇ କଳ୍ପନାଜଳ୍ପନା ଚାଲିଛି।
ରାଜନୀତି
୪ ଦେଶର ଦମ୍ରେ ଭାରତକୁ ଟ୍ରୁଡୋଙ୍କ ନାଲିଆଖି
ଭାରତ କାନାଡା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଜାରି ରହିଛି। ଦୁଇ ଦେଶ ମଧ୍ୟରେ ରାଜନୈତିକ ତିକ୍ତତା ଚରମ ସୀମାରେ ପହଞ୍ଚିଛି। କାନାଡା ଭାରତ ବିରୋଧରେ ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଇଛି। ପ୍ରଶ୍ନ ଉଠୁଛି କାନାଡା କାହା ଦମ୍ରେ ଭାରତକୁ ନାଲିଆଖି ଦେଖାଇ ଧମକ ଦେବାକୁ ଚେଷ୍ଟା କରୁଛି...
ଅପରାଧ
ତାଲବ ବଏଲ ଯାତ୍ରାରେ ଗୋଷ୍ଠୀ ସଂଘର୍ଷ: ଜଣେ ଗୁରୁତର, ଜଣଙ୍କୁ ବାନ୍ଧିଲା ପୁଲିସ
ତାଲବ ବଏଲ ଯାତ୍ରାରେ ଗୋଷ୍ଠୀ ସଂଘର୍ଷ | ଗୋଷ୍ଠୀ ସଂଘର୍ଷରେ ଛୁରାମାଡ଼ର ରୂପ ନେଇଛି | ଛୁରାମାଡ଼ରେ ତାଲବ ଗାଁର ଜଣେ ଗୁରୁତର ଆହତ | ଗୁରୁତର ଆହତଙ୍କୁ ବୁର୍ଲାରେ ଭର୍ତ୍ତି କରାଯାଇଛି |
ମନୋରଞ୍ଜନ
ପାଣିଘେରରେ ସୁପରଷ୍ଟାର ରଜନୀକାନ୍ତଙ୍କ ଘର
ଚେନ୍ନାଇରେ ବର୍ଷା ଲାଗିରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଦକ୍ଷିଣର ସୁପରଷ୍ଟାର ରଜନୀକାନ୍ତଙ୍କର ବିଳାସପୂର୍ଣ୍ଣ ଘର ମଧ୍ୟ ଜଳବନ୍ଦୀରେ ରହିଛି। ବର୍ଷାଜଳ ନିଷ୍କାସନ ପାଇଁ ଉଦ୍ୟମ ଜାରି ରହିଛି।