Advertisment
Advertisment
ଜିଲ୍ଲା
ସମ୍ବଲପୁର ଛାତ୍ରଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ୪ ଲକ୍ଷ ଟଙ୍କା ସହାୟତା ଘୋଷଣା
ସମ୍ବଲପୁର ଜିଲ୍ଲାର ବୁଢାରାଜା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଦୀପୁ ଯାଦବଙ୍କ ଏକ ଦୁର୍ଭାଗ୍ୟଜନକ ଦୁର୍ଘଟଣାରେ ମୃତ୍ୟୁ ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି...
Gallery
ଆମ ଓଡ଼ିଶା ସମ୍ବାଦ ସାହିତ୍ୟଘର ପକ୍ଷରୁ ରକ୍ଷାବନ୍ଧନ
ପବିତ୍ର ରକ୍ଷାବନ୍ଧନ ଅବସରରେ ଆଜି ପୂରା ଦେଶ ସମେତ ଓଡ଼ିଶାର ଗାଁରୁ ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଭାଇମାନଙ୍କୁ ଭଉଣୀମାନେ ରାଖୀ ବାନ୍ଧିଛନ୍ତି। ଏହି କ୍ରମରେ ‘ଆମ ଓଡ଼ିଶା ସମ୍ବାଦ ସାହିତ୍ୟଘର’ ପକ୍ଷରୁ ମଧ୍ୟ ରକ୍ଷାବନ୍ଧନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ବାଣିଜ୍ୟ
ରାଜ୍ୟ ମୁଦ୍ରାସ୍ଫୀତି ବିଯୁକ୍ତ ସ୍ତରକୁ ଖସିଲା
ଦରଦାମ୍ ସ୍ଥିତିରେ ବ୍ୟାପକ ସୁଧାର ଘଟିଛି। ଗତ ଜୁଲାଇରେ ରାଜ୍ୟରେ ବିଭିନ୍ନ ଜିନିଷର ଦର ବଢ଼ିବା ପରିବର୍ତ୍ତେ କମ୍ ହୋଇଛି। ତାହାର ପ୍ରତିଫଳନ ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟରେ ଦେଖିବାକୁ ମିଳିଛି। ଅନେକ ଦିନ ପରେ...
ଅପରାଧ
ପ୍ରେମ ପାଇଁ ସ୍ତ୍ରୀ ପୋଛି ଦେଲା ସିନ୍ଦୂର: ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା
ପରକୀୟା ପ୍ରୀତି ପାଇଁ ନିଜ ହାତରେ ସିନ୍ଦୂର ପୋଛିଦେଲା ସ୍ତ୍ରୀ। ପ୍ରେମିକ ଓ ତା’ର ସହଯୋଗୀ ସହ ମିଶି ସ୍ବାମୀକୁ ତଣ୍ଟି ଚିପି ଅତି ନିର୍ମମ ଭାବେ ହତ୍ୟା କଲା। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସୁନ୍ଦରଗଡ଼ ଟାଉନ ଥାନା ମିସନ୍ରୋଡ୍ ନିକଟ ହରିଓଁ କଲୋନିରେ ଘଟିଛି।
ମନୋରଞ୍ଜନ
ଏତେ ବି ପାଖକୁ ଆସ ନାହିଁ: ପ୍ରଶଂସକଙ୍କୁ ଏମିତି କାହିଁକି କହିଲେ ରକୁଲଙ୍କ ସ୍ୱାମୀ
ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। କିନ୍ତୁ ଏହାର ଏକ ମଜାଦାର ଭିଡିଓ ମଧ୍ୟ ଭାଇରାଲ ହେଉଛି। ଯେତେବେଳେ ଜଣେ ପ୍ରଶଂସକ ଏହି ବଲିଉଡ ଦମ୍ପତିଙ୍କ ପାଖକୁ ଫଟୋ ଉଠାଇବାକୁ ଯାଆନ୍ତି, ସେତେବେଳେ ରକୁଲପ୍ରୀତଙ୍କ ସ୍ୱାମୀ ଜ୍ୟାକି ତାଙ୍କୁ ଠେଲି ଦିଅନ୍ତି।
ପୁନଶ୍ଚ ପୃଥିବୀ
‘ପରିବେଶ ସୁରକ୍ଷା ଦାୟିତ୍ବ ଯୁବପିଢ଼ି ନିଅନ୍ତୁ’
ପରିବେଶ ପ୍ରଦୂଷଣ ଚିନ୍ତା ବଢ଼ାଇବାରେ ଲାଗିଛି। ଏହାର ସୁରକ୍ଷା ପାଇଁ ଜନ୍ମ ଦିନରେ ଗଛ ଲଗାଇବା ଏକ ମାତ୍ର ବିକଳ୍ପ ହେଉ। ବିଦେଶୀ ସଂସ୍କୃତିକୁ ବର୍ଜନ କରି ସ୍ବଦେଶୀ ଆପଣାଇ ପ୍ରତ୍ୟେକ ଯୁବପିଢ଼ି ଜନ୍ମଦିନରେ ଗଛ ଲଗାଇ ତାହାର ଯତ୍ନ ନିଅନ୍ତୁ।