Advertisment
Latest Posts
Advertisment
ଜିଲ୍ଲା
ରଥ ସାମ୍ନାରେ ଦଳଚକଟା ଭଳି ସ୍ଥିତି ଘଟଣା: ପ୍ରଭାତୀଙ୍କ ଘରେ ପହଞ୍ଚି ତଦନ୍ତ କଲେ ଉନ୍ନୟନ କମିସନର
ଶରଧାବାଲିରେ ସୃଷ୍ଟି ହୋଇଥିବା ଦଳାଚକଟା ଭଳି ସ୍ଥିତିରେ ବାଲିପାଟଣା ଥାନା ଅଠାନ୍ତର ମହାନ୍ତି ସାହିର ବିଶ୍ୱଜିତ ଦାସଙ୍କ ପତ୍ନୀ ପ୍ରଭାତୀ ଦାସଙ୍କ ମୃତ୍ୟୁ ଘଟିଥିଲା। ଦଳାଚକଟାର ପ୍ରକୃତ କାରଣ ଜାଣିବା ପାଇଁ ଉନ୍ନୟନ କମିସନର ଅନୁ ଗର୍ଗ ଶନିବାର ମୃତ ପ୍ରଭାତୀଙ୍କ ଘରେ ପହଞ୍ଚିଛନ୍ତି...
Gallery
ନାଲକୋନଗର ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ନବାଙ୍କ ବେଶ
ରାଜ୍ୟ ତଥା ଦେଶ ବିଦେଶରେ ମହାପ୍ରଭୁଙ୍କ ଭବ୍ୟ ରଥଯାତ୍ରା ଜାରି ରହିଛି। ଏହି ଅବସରେ ମହାପ୍ରଭୁଙ୍କର ଦିବ୍ୟ ଶ୍ୱେତ କ୍ଷେତ୍ର ନାଲକୋ ନଗର ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ନବାଙ୍କ ବେଶ ଅନୁଷ୍ଠିତ ହୋଇଯାଇଛି।
ବାଣିଜ୍ୟ
ଅଗଷ୍ଟ ୧ରୁ ଟ୍ରମ୍ପଙ୍କ ପାଲଟା ଶୁଳ୍କ; ଭାରତ ସାଲିସ କରିବନି: ଗୋୟଲ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ଅଗଷ୍ଟ ୧ରୁ ପାଲଟା ଶୁଳ୍କ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ଦେଶ ଉପରେ ସେ ୧୦-୭୦ ପ୍ରତିଶତ ପର୍ଯ୍ୟନ୍ତ ଟିକସ ଲଗାଇବେ।
ଅପରାଧ
ମନୋରଞ୍ଜନ
ଆଖଡ଼ାଘର ହାଲ୍ଚାଲ୍: ଚାଲିଛି ଦ୍ବିତୀୟ ନାଟକର ଅଭ୍ୟାସ
ଯାତ୍ରା ଅନୁଷ୍ଠାନଗୁଡ଼ିକରେ ନୂଆ ଋତୁର ଦ୍ବିତୀୟ ନାଟକର ଅଭ୍ୟାସ ଆରମ୍ଭ ହୋଇଛି। ଯାତ୍ରା ବିଶ୍ୱଦରବାର ଆଖଡ଼ାରେ ତାପସ ସ୍ୱାଇଁଙ୍କ ନିର୍ଦ୍ଦେଶନାରେ ନାଟ୍ୟକାର ଅଜୟ ସ’ଙ୍କ ରଚିତ ‘ସୀତା ଚୋରି ହେଲା ପଞ୍ଚବଟୀରୁ’ ଅଭ୍ୟାସ ଚାଲିଛି।
ପୁନଶ୍ଚ ପୃଥିବୀ
ପ୍ରଦୂଷଣ ବଢ଼ାଉଛି କୋଇଲାରେ ନିବେଶ!
ଭଭୟ ବଜାର ଓ ପରିବେଶ ଦୃଷ୍ଟିରୁ କୋଇଲା ଆଧାରିତ ପ୍ରକଳ୍ପରେ ନିବେଶ କରିବା ବିପଜ୍ଜନକ; ଏହା ସତ୍ତ୍ବେ ଭାରତୀୟ ବ୍ୟାଙ୍କଗୁଡ଼ିକ କୋଇଲା ଭଳି ପ୍ରଦୂଷଣକାରୀ ଜୀବାଶ୍ମ ଇନ୍ଧନରେ ନିବେଶ ଜାରି ରଖିଛନ୍ତି।