Advertisment
Latest Posts
Advertisment
ରାଜ୍ୟ
ବଜ୍ରପାତରେ ସ୍ୱାମୀ ମୃତ, ପତ୍ନୀ ଗୁରୁତର
ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ବାଗଡ଼ିଆ ଥାନା ପାତ୍ରପଡା ଗ୍ରାମରେ ବଜ୍ରପାତରେ ସ୍ୱାମୀ ମୃତ୍ୟୁବରଣ କରିଥିବା ବେଳେ ପତ୍ନୀ ଗୁରୁତର ଆହତ ହୋଇଛନ୍ତି। ବଜ୍ରପାତରେ ପାଳଭାଡ଼ି ନିକଟରେ କରୁଣାକର ମୃତ୍ୟୁବରଣ କରିଥିଲେ।
ଜିଲ୍ଲା
ହାର୍ଡକୋର ମାଓବାଦୀ କୁଞ୍ଜାମ ହିଡ଼ମା ଗିରଫ: ଅସ୍ତ୍ରଶସ୍ତ୍ର ଜବତ
ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲୁଇ) ବିରୋଧରେ ଲଢ଼େଇରେ ଏକ ବଡ଼ ସଫଳତା ସ୍ୱରୂପ, ସୁରକ୍ଷା ବାହିନୀ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଜଣେ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିବା ସହିତ ତାଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛନ୍ତି...
ଖେଳ
ପଣ୍ଟିଂ କହିଲେ ପଞ୍ଜାବର ସଫଳତାର ରାଜ
ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱ ଏବଂ ରିକି ପଣ୍ଟିଂଙ୍କ ପ୍ରଶିକ୍ଷଣରେ, ପଞ୍ଜାବ କିଙ୍ଗସ୍ ଚଳିତ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଆସିଛି । ପଞ୍ଜାବ କିଙ୍ଗସ୍ ନିଜର ଦୃଢ଼ ପ୍ରଦର୍ଶନ ସହିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।
ରାଜନୀତି
ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ପାଟଣାରେ ମୋଦୀଙ୍କ ବିଶାଳ ରୋଡ୍ ସୋ’, ବିରୋଧୀଙ୍କ ଅକଲ ଗୁଡ଼ୁମ୍...
ପାଟଣା ଏୟାରପୋର୍ଟରୁ ବିଜେପି ପାର୍ଟି ଅଫିସ୍ ଯାଏଁ ପ୍ରାୟ ସାଢେ ୫ କିଲୋମିଟର ବିଶାଳ ରୋଡ୍ ସୋ’ କରି ବିହାର ରାଜନୀତିରେ ହଠାତ୍ ହଟଚମଟ ସୃଷ୍ଟି କରିଦେଲେ ପ୍ରଧାନମନ୍ତ୍ରୀ ମୋଦୀ । ଆଉ ମୋଦୀଙ୍କ ପ୍ରତି ଲୋକଙ୍କ ବିପୁଳ ସମର୍ଥନର ଦୃଶ୍ୟ ବିହାରରେ ରାଜନୈତିକ ଦଳଙ୍କ ଅକଲ ଗୁଡୁମ୍ କରିଛି ।
ଅପରାଧ
ମନୋରଞ୍ଜନ
‘ସିଆଇଡି-୨’ରେ ଏସିପି ପ୍ରଦ୍ୟୁମ୍ନଙ୍କ ହେବ ଧମାକାଦାର ପ୍ରବେଶ
ସମ୍ପ୍ରତି ପ୍ରଶଂସକଙ୍କ ଚାହିଦା ଅନୁଯାୟୀ ସିଆଇଡି ୨ରେ ଶିବାଜୀ ସାଟମଙ୍କ ଏକ ଧମାକାଦାର ପ୍ରବେଶ କରାଯାଇଛି। ସୋ’ର ନୂତନ ପ୍ରୋମୋ ମଧ୍ୟ ରିଲିଜ୍ ହୋଇ ଯାଇଛି। ପ୍ରମୋରେ ପୁଣି ଥରେ ଏସିପି ପ୍ରଦ୍ୟୁମ୍ନଙ୍କୁ ଏକ ନୂତନ ମିଶନରେ ଯିବାକୁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳୁଛି