Advertisment
Latest Posts
Advertisment
ରାଜ୍ୟ
ଢେଙ୍କାନାଳକୁ ୩୦୮ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ: ୧୧୨ କୋଟି ଟଙ୍କାର ୧୨ଟି ପ୍ରକଳ୍ପର ଉଦ୍ଘାଟନ
ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଆଜି ଅପରାହ୍ଣରେ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସି ୨୩ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ ୧୧୨ କୋଟି ଟଙ୍କାର ୧୨ଟି ପ୍ରକଳ୍ପର ଉଦ୍ଘାଟନ.....
ଜିଲ୍ଲା
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅର୍ଥ ହେରଫେର୍: ଜିଲ୍ଲାପାଳଙ୍କୁ ଅଭିଯୋଗ
ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ଗନ୍ଧରାଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏସ୍ସି ଓ ଏସ୍ଟି ଛାତ୍ରଛାତ୍ରୀ ଏବଂ ଏଜୁକେସନ ପ୍ରାକ୍ଟିକାଲ ପାଇଁ ବେଆଇନ ଅର୍ଥ ସଂଗ୍ରହ କରିଥିବା ଜଣେ ଶିକ୍ଷା ବିଭାଗ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି...
ଖେଳ
ଦଳାଚକଟା ଭିତରେ ଉତ୍ସବ: ପ୍ରଶଂସକଙ୍କ ପ୍ରାଣହାନି ନେଇ ତୀବ୍ର ଆଲୋଡ଼ନ, ୩୫ହଜାର କ୍ଷମତା, ଆସିଥିଲେ ୨ ଲକ୍ଷ
୧୮ବର୍ଷର ପ୍ରତୀକ୍ଷା ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ଆଇପିଏଲ୍ ଟ୍ରଫି ଜିତିବାର ଐତିହାସିକ ସଫଳତା ଲାଭ କରିଥିଲା। ମାତ୍ର କିଛି ଘଣ୍ଟା ପରେ କିନ୍ତୁ ଏହି ଉତ୍ସାହ ଓ ଉନ୍ମାଦ ଭୟଙ୍କର ଅଘଟଣରେ ପରିଣତ ହୋଇଛି।
ରାଜନୀତି
ପାୱାର-କେଜ୍ରିୱାଲ ଦୂରେଇଲେ, ମମତା ପାଖେଇ ଆସିଲେ: ଇଣ୍ଡିଆ ମେଣ୍ଟର ନୂଆ ରଣନୀତି!
୨୦୨୪ ଲୋକସଭା ନିର୍ବାଚନ ପରେ ଇଣ୍ଡିଆ ମେଣ୍ଟରେ ଫାଟ ସୃଷ୍ଟି ହୋଇଥିଲା। ମେଣ୍ଟର ଘର କଳି ପଦାରେ ମଧ୍ୟ ପଡ଼ିଥିଲା। ଏନସିପି ଏବଂ ଆପ୍ ମେଣ୍ଟରୁ ଦୂରେଇବାରେ ଲାଗିଥିବାବେଳେ ଟିଏମସି ପ୍ରମୁଖ ମମତା ମେଣ୍ଟ ମୁହାଁ ହେବାରେ ଲାଗିଛନ୍ତି....
ଅପରାଧ
ରାତିରେ ମହିଳାଙ୍କ ପୋଷାକ ପିନ୍ଧି ଚୋରି କରୁଥିଲେ କୋଟି କୋଟି ଟଙ୍କାର ମାଲିକ
ଜଣେ ଚୋରଙ୍କର ମୁମ୍ବାଇ ଭଳି ସହରରେ ଏକ ଫ୍ଲାଟ୍, ବିହାରରେ ଏକ ବଡ଼ ଘର ଏବଂ ଚାଷ ଜମି ଅଛି। ଏହା ସହିତ ବଡ଼ ଧରଣର ବ୍ୟାଙ୍କ ବାଲାନ୍ସ ମଧ୍ୟ ଅଛି। କିନ୍ତୁ ଏହି ଧନୀ ବ୍ୟକ୍ତିଙ୍କର ଚୋରି କରିବାର ଅଭ୍ୟାସ ରହିଛି। ତେଣୁ ସେ ଚୋରି କରୁଥିଲେ...
ମନୋରଞ୍ଜନ
ପେଶାରେ ଆଇପିଏସ ଅଫିସର, ନିଶା ଅଭିନୟ: ସିମାଲାଙ୍କ କାହାଣୀ ଆପଣ ଜାଣିଛନ୍ତି କି
ସିମାଲା ପ୍ରସାଦ ଜଣେ ଏପରି ବ୍ୟକ୍ତିତ୍ୱ, ଯିଏ ଗୋଟିଏ ପଟେ ଭାରତୀୟ ପୋଲିସ ସେବା (IPS) ପରି ଏକ ଦାୟିତ୍ୱପୂର୍ଣ୍ଣ ଏବଂ ଚ୍ୟାଲେଞ୍ଜିଂ ଭୂମିକାରେ ଅଭିନୟ କରିଥିଲେ ଏବଂ ଅନ୍ୟପଟେ ବଲିଉଡ୍ ଫିଲ୍ମରେ ତାଙ୍କର ବଳିଷ୍ଠ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟ ଜିତିଥିଲେ।