Advertisment
Latest Posts
Advertisment
ରାଜ୍ୟ
ମହିଳା ଭକ୍ତମାନେ ଟାଣିଲେ ଯୋଗମାୟା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ
ପବିତ୍ର ରଥଯାତ୍ରାରେ ଭକ୍ତ ଓ ଭଗବାନଙ୍କ ମହାମିଳନ। ଘୁ.ଉଦୟଗିରି ବଡ଼ଦାଣ୍ଡ ହେଲା ଲୋକାରଣ୍ୟ। ମହାଆଡ଼ମ୍ବରରେ ମହାପ୍ରଭୁଙ୍କ ରୀତିନୀତି ପରେ ତାଳଧ୍ଵଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ ଟାଣିଲେ ଭକ୍ତ।
ଜିଲ୍ଲା
ରାଇରଙ୍ଗପୁରରେ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରଥମ ଦିନର ରଥଯାତ୍ରା ଯାତ୍ରା ସଂପନ୍ନ
ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପ୍ରସିଦ୍ଧ ରଥଯାତ୍ରା ପ୍ରଥମ ଦିନରେ ମହାଆଡ଼ମ୍ବରେ ଅନୁଷ୍ଠିତ ହୋଇଛି। ମହାପ୍ରଭୁ ଭାଇ-ଭଉଣୀଙ୍କ ସହ ମାଉସୀ ମା' ମନ୍ଦିରକୁ ଯାଉଛନ୍ତି। ଆଜି ଅଧା ବାଟରେ ଅଟକିଛନ୍ତି। ଦ୍ୱିତୀୟ ଦିନରେ କେବଳ ମହିଳାମାନେ ରଥ ଟାଣିବେ।
ଖେଳ
ରାଜନୀତି
ବିଜେପି ରାଜ୍ୟ ସଂପାଦକଙ୍କୁ ଟାର୍ଗେଟ୍ କଲେ ଦୁର୍ବୃତ୍ତ! ଫିଙ୍ଗିଲେ ବୋମା
ବିଜେପି ରାଜ୍ୟ ସମ୍ପାଦକଙ୍କ ବାସଗୃହକୁ ବୋମାମାଡ଼ ହୋଇଥିବା ଅଭିଯୋଗ। ଅଭିଯୋଗ ଅନୁଯାୟୀ ଗତକାଲି ରାତିରେ ବିଜେପି ରାଜ୍ୟ ସମ୍ପାଦକ ନବୀନ କୁମାର ରାମ୍ଙ୍କ ରାଇରଙ୍ଗପୁରସ୍ଥ ଅରବିନ୍ଦ ଲ୍ୟାନ୍ ନିକଟରେ ଥିବା ବିଜେପି କାର୍ଯ୍ୟାଳୟ ତଥା ବାସଗୃହ ଉପରେ ବୋମାମାଡ଼ ହୋଇଥିଲା।