Advertisment
Latest Posts
Advertisment
ଜିଲ୍ଲା
ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଗର୍ଭଣା ଗ୍ରାମ ବାସିନ୍ଦା ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଜଣେ ବିଧବା ମହିଳାଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ମୃତକ ଜଣକ ହେଲେ ନମିତା ଏକ୍କା । ଗତ ରାତିରେ ମୃତକ ନମିତା ସବୁ କାମ ସାରି ନିଜ ଶୟନ କକ୍ଷକୁ ଶୋଇବାକୁ ଯାଇଥିଲେ...
Gallery
ପ୍ରେମ, ବିପ୍ଳବ ଏବଂ ତ୍ୟାଗର ଏକ ରହସ୍ୟମୟ କାହାଣୀ: ଟାଇପିଷ୍ଟଙ୍କ ପ୍ରେମରେ ପଡ଼ିଥିଲେ ନେତାଜୀ
ସ୍ୱାଧୀନତା ପୂର୍ବରୁ ଭାରତର ଅସ୍ଥାୟୀ ସରକାର ଗଠନ କରିଥିବା ନେତାଜୀଙ୍କ ପ୍ରେମ ଏବଂ ବିବାହର ଅନନ୍ୟ କାହାଣୀ ବେଶ୍ ରୋଚକ। ଅନେକ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିଥିବା ନେତାଜୀ ଜଣେ ଟାଇପିଷ୍ଟଙ୍କ ପ୍ରେମରେ ପଡ଼ିଥିଲେ...
ବାଣିଜ୍ୟ
ନିବେଶକଙ୍କୁ ଓଡ଼ିଶା ଆମନ୍ତ୍ରଣ
କେନ୍ଦ୍ର ସରକାର ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହାର ଯଥେଷ୍ଟ ପୂର୍ବରୁ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ସ୍ବତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ବେଳକୁ ଓଡ଼ିଶାକୁ ୧.୫ ଲକ୍ଷ କୋଟି ଡଲାର....
ଅପରାଧ
ସମ୍ବଲପୁରରେ ପୁଣି ହତ୍ୟା: ଏନ୍କାଉଣ୍ଟରରେ କୁଖ୍ୟାତ ଅପରାଧୀ ମହମ୍ମଦ ସାମଦ ଗୁରୁତର
ସମ୍ବଲପୁରରେ ପୁଣି କିଛିଦିନ ବ୍ୟବଧାନରେ ଘଟିଛି ହତ୍ୟାକାଣ୍ଡ। ସାମାନ୍ୟ କଥାକୁ କେନ୍ଦ୍ରକରି ଗାଡ଼ିଚାଳକ ମହମ୍ମଦ ଅସ୍ଫାକଙ୍କୁ ହତ୍ୟା କରି ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସହିତ ଅଭିଯୁକ୍ତର ଗୁଳି ବିନିମୟ ହୋଇଛି।
ମନୋରଞ୍ଜନ
'ମୁଁ ସନ୍ତାନ ଚାହୁଁଛି, ସ୍ୱାମୀ ନୁହେଁ': ବିବାହ ନେଇ ଏଭଳି କହିଲେ ସୁନ୍ଦରୀ ଅଭିନେତ୍ରୀ
ଭୋଜପୁରୀ ସିନେମାର କୁଉିନ୍ ଭାବେ ଜଣାଶୁଣା ଅଭିନେତ୍ରୀ ଆମ୍ରପାଲି ଦୁବେ ତାଙ୍କ ଅଭିନୟ ଏବଂ ନୃତ୍ୟ ଦ୍ୱାରା ପ୍ରଶଂସକଙ୍କ ହୃଦୟରେ ରାଜ କରୁଛନ୍ତି। ସେ ତାଙ୍କ କ୍ୟାରିଅରରେ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି....
ପୁନଶ୍ଚ ପୃଥିବୀ
‘ପରିବେଶ ବଞ୍ଚାଇବାକୁ ଆଦିବାସୀଙ୍କୁ ଏକାଠି ହେବାକୁ ପଡ଼ିବ’
ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ବଣ୍ଡା, ଡିଡାୟୀ, କୋୟା, ଦୁରୁଆ, କନ୍ଧ ଜନଜାତି ବସବାସ କରୁଛନ୍ତି। ଏମାନେ ପ୍ରକୃତିର ପୂଜକ। ଦିନ ଥିଲା ଏମାନେ ଜଙ୍ଗଲକୁ ସୁରକ୍ଷା ଦେବାରେ ହେଳା କରୁନଥିଲେ। ଏବେ କିନ୍ତୁ ମାନସିକତାରେ ପରିବର୍ତ୍ତନ ହୋଇଛି।