Advertisment
Latest Posts
Advertisment
ରାଜ୍ୟ
ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ
ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ସ୍ନାନ ବିଧି ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା
ଲୁଟି ନେଲେ ୧୦୫ ଭରି ସୁନା ଅଳଙ୍କାର
ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାମରାଇପୁର ଆରଡ଼ିଛକ କେନାଲ ରୋଡ଼ଠାରେ ବଡ ଧରଣର ଚୋରି ହୋଇଛି। ଦୁଇଟି ଭଡ଼ା ଘରୁ ଚୋରି ହୋଇଥିବା ସୂଚନା ମିଳିଛି। ଗୋଟିଏ ଘରୁ ୮୦ ଭରି ଅନ୍ୟ ଏକ ଘରୁ ୨୫ ଭରି ସୁନା ଲୁଟ ହୋଇଛି....
ଖେଳ
ଲର୍ଡସରେ ବିଶ୍ବ ଟେଷ୍ଟ୍ ଫାଇନାଲ୍ ଆଜିଠୁ: ବିଜେତାକୁ ୩୦ କୋଟି, ଉପବିଜେତାକୁ ୧୮ କୋଟି, ଭାରତ ପାଇବ ୧୨.୩୨ କୋଟି
ବୁଧବାରଠାରୁ ଐତିହାସିକ ଲର୍ଡସ କ୍ରିକେଟ୍ ଗ୍ରାଉଣ୍ଡ୍ରେ ୨୦୨୩-୨୫ ଚକ୍ରର ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଗତ ସଂସ୍କରଣ ବିଜେତା ଅଷ୍ଟ୍ରେଲିଆ ସହ ମୁକାବିଲା କରିବ ପ୍ରଥମ ଥର ଫାଇନାଲିଷ୍ଟ୍ ଦକ୍ଷିଣ ଆଫ୍ରିକା।
ରାଜନୀତି
ଜୁନ୍ ୧୨ ବଦଳରେ ଜୁନ୍ ୨୦ରେ ମୋହନ ସରକାରଙ୍କର ବର୍ଷ ପୂର୍ତ୍ତି ଉତ୍ସବ: ସୂଚନା ଜାରି
ଆସନ୍ତା ଜୁନ୍ ୧୨ ତାରିଖ ବଦଳରେ ଜୁନ୍ ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କର ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯିବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି....
ଅପରାଧ
ଯୌତୁକ ଦାବି ପୂରଣ ହୋଇ ନପାରିବାରୁ ବୋହୂକୁ କିଡନି ଦେବାକୁ ଚାପ ପକାଇବା ଶାଶୁଘରଲୋକଙ୍କୁ ମହଙ୍ଗା ପଡ଼ିଲା
ମହିଳା ପୁଲିସରେ ଅଭିଯୋଗ କରି କହିଛନ୍ତି,‘ ସ୍ୱାମୀଙ୍କର ଗୋଟିଏ କିଡନି ଖରାପ ହେବାପରେ ଶାଶୁଘର ଲୋକ ଚାପ ପକାଇ କହିଲେ, ‘‘ଯଦି ଯୌତୁକ ଆଣିପାରିଲୁ ନାହିଁ, ତେବେ ଆମ ପୁଅକୁ ଗୋଟିଏ କିଡନୀ ଦାନ କର।’‘
ମନୋରଞ୍ଜନ
ପରିବାର ଭୟରେ ବିବାହ ପାଇଁ ମନା କରି ପାରିଲେ ନାହିଁ କିନ୍ତୁ ହତ୍ୟା କରିଦେଲେ: କଙ୍ଗନା
କଙ୍ଗନା ରାଣାୱତ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, "ଏହା କେତେ ଅବାନ୍ତର !! ଜଣେ ମହିଳା ବିବାହକୁ ମନା କରିପାରିବେ ନାହିଁ କାରଣ ସେ ତାଙ୍କ ପିତାମାତାଙ୍କୁ ଭୟ କରନ୍ତି କିନ୍ତୁ ସେ ଜଣେ କଣ୍ଟ୍ରାକ୍ଟ କିଲର ସହିତ ହତ୍ୟା ଯୋଜନା କରିପାରିବେ।