Advertisment
Latest Posts
Advertisment
ରାଜ୍ୟ
ରାତି ପାହିଲେ ସାବିତ୍ରୀ ବ୍ରତ: ବଜାରରେ ପ୍ରବଳ ଭିଡ଼, ଦର ବୃଦ୍ଧି ନେଇ ଚିନ୍ତାରେ ଗ୍ରାହକ
ରାତି ପାହିଲେ ସାବିତ୍ରୀ ବ୍ରତ। ସଧବା ମହିଳାଙ୍କ ପାଇଁ ଉପାସନାର ଶ୍ରେଷ୍ଠ ଦିନ। ସ୍ବାମୀଙ୍କ ଦୀର୍ଘାୟୁ ଜୀବନ କାମନା କରି ବିବାହିତାମାନେ ଏହି ବ୍ରତ କରିବେ। ସକାଳ ଠାରୁ ଅପରାହ୍ଣ ଯାଏଁ ମହିଳାମାନେ ପୂଜାକାର୍ଯ୍ୟରେ ବ୍ୟସ୍ତ ରହିବେ।
ଜିଲ୍ଲା
ବାରିପଦା ବଜାରରେ ଅଗ୍ନିକାଣ୍ଡ: ୨ ଦୋକାନ ଜଳିଗଲା
ବାରିପଦା ବଜାରରେ ଘଟିଥିବା ଅଗ୍ନିକାଣ୍ଡରେ ଦୁଇଟି ଦୋକାନ ଜଳିଯାଇଛି। ସେଥିମଧ୍ୟରୁ ଗୋଟିଏ ବୈଦ୍ୟୁତିକ ସାମଗ୍ରୀ ଦୋକାନ ଏବଂ ଅନ୍ୟଟି କପଡ଼ା ଦୋକାନ ରହିଛି। ବିଳମ୍ବିତ ରାତିରେ ଦୋକାନଗୁଡ଼ିକ ବନ୍ଦ ଥିବା ସମୟରେ ନିଆଁ ଲାଗିଥିବା କୁହାଯାଉଛି....
ଖେଳ
ଆଇପିଏଲ : ଗୁଜରାଟକୁ ୮୩ ରନରେ ହରାଇଲା ଚେନ୍ନାଇ
ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ-୨୦୨୫ର ୬୭ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ୮୩ ରନରେ ହରାଇ ବିପୁଳ ବିଜୟ ହାସଲ କରିଛି ଚେନ୍ନାଇ ସୁପରକିଙ୍ଗ୍ସ । ୨୩୧ ରନର ଲକ୍ଷ୍ୟର ଜବାବରେ ଗୁଜରାଟ ୧୮.୩ ଓଭରରେ ୧୪୭ ରନ କରି ଅଲଆଉଟ ହୋଇଯାଇଥିଲା ।
ରାଜନୀତି
୪ ରାଜ୍ୟର ୫ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା: ଜୁନ୍ ୧୯ରେ ଭୋଟ୍
ପଞ୍ଜାବ ସମେତ ଚାରୋଟି ରାଜ୍ୟର ପାଞ୍ଚଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା କରାଯାଇଛି। ଜୁନ୍ ୧୯ ତାରିଖରେ ମତଦାନ ହେବ ଏବଂ ଜୁନ୍ ୨୩ ତାରିଖରେ ଫଳାଫଳ ଘୋଷଣା କରାଯିବ...