Advertisment
Latest Posts
Advertisment
ରାଜ୍ୟ
ସ୍ନାନଯାତ୍ରା: ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ମେଳି, ବଡ଼ଦାଣ୍ଡରେ ଆଧ୍ୟାତ୍ମିକ ପରିବେଶ
ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି। ଶ୍ରୀମନ୍ଦିର ସ୍ନାନବେଦୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦୀରୁ ସ୍ନାନବେଦୀକୁ ଆସି ଭକ୍ତଙ୍କୁ ଦର୍ଶନ ଦେବେ।
ଜିଲ୍ଲା
ସ୍ନାନ ମଣ୍ଡପରେ ପ୍ରଭୁ ଶ୍ରୀବଳଭଦ୍ର, ପ୍ରଭୁ ଶ୍ରୀସୁଦର୍ଶନ
ବୁଧବାର ଭୋର ୫ଟା ୩୨ରେ ମଙ୍ଗଳାପର୍ଣ ପରେ ଡୋରଲାଗି, ପୁଷ୍ପାଞ୍ଜଳି ପରେ ସକାଳ ୫.୪୫ରୁ ପହଣ୍ଡି ଆରମ୍ଭ ହୋଇ ପ୍ରଥମେ ଶ୍ରୀସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି ୫.୪୫ରେ ଆରମ୍ଭ ହୋଇଥିବା ବେଳେ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ୫.୫୩ରେ ଆରମ୍ଭ ହୋଇଥିଲା...
ଖେଳ
ଲର୍ଡସରେ ବିଶ୍ବ ଟେଷ୍ଟ୍ ଫାଇନାଲ୍ ଆଜିଠୁ: ବିଜେତାକୁ ୩୦ କୋଟି, ଉପବିଜେତାକୁ ୧୮ କୋଟି, ଭାରତ ପାଇବ ୧୨.୩୨ କୋଟି
ବୁଧବାରଠାରୁ ଐତିହାସିକ ଲର୍ଡସ କ୍ରିକେଟ୍ ଗ୍ରାଉଣ୍ଡ୍ରେ ୨୦୨୩-୨୫ ଚକ୍ରର ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଗତ ସଂସ୍କରଣ ବିଜେତା ଅଷ୍ଟ୍ରେଲିଆ ସହ ମୁକାବିଲା କରିବ ପ୍ରଥମ ଥର ଫାଇନାଲିଷ୍ଟ୍ ଦକ୍ଷିଣ ଆଫ୍ରିକା।
ରାଜନୀତି
ବିହାର ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା: ଦଳ ଛାଡିଲେ ଚର୍ଚ୍ଚିତ ୟୁଟ୍ୟୁବର୍ ମନୀଷ କଶ୍ୟପ, ଖୋଲିଲେ ଗୁମର...
ବିଜେପିରେ ରହିବା ମାନେ ଦୁର୍ନୀତିକୁ ଢାଙ୍କି ରଖିବା । ମୁଁ ଏବେ ବିଜେପିର ସକ୍ରିୟ ସଦସ୍ୟ ନୁହେଁ । ମୁଁ ବିଜେପିରେ ରହି ନିଜକୁ ବଞ୍ଚାଇ ପାରିଲିନି ତ ଲୋକଙ୍କର କଣ ସାହାଯ୍ୟ କରିବି ?
ଅପରାଧ
ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା ଗଂଜେଇ, ଭଦ୍ରକରେ ଧରିଲା ଆରପିଏଫ୍
ଭଦ୍ରକ ରେଳ ଷ୍ଟେସନରେ ୩୦ କିଲୋରୁ ଅଧିକ ଓଜନର ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଅଧିନ ସଲାର ଅଞ୍ଚଳର ଏସ୍ କେ ବାଦଲ ଓ ନୁର ଇସଲାମ ଆରପିଏଫ୍ ହାତରେ ଗିରଫ ହୋଇଛନ୍ତି।
ମନୋରଞ୍ଜନ
ପରିବାର ଭୟରେ ବିବାହ ପାଇଁ ମନା କରି ପାରିଲେ ନାହିଁ କିନ୍ତୁ ହତ୍ୟା କରିଦେଲେ: କଙ୍ଗନା
କଙ୍ଗନା ରାଣାୱତ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, "ଏହା କେତେ ଅବାନ୍ତର !! ଜଣେ ମହିଳା ବିବାହକୁ ମନା କରିପାରିବେ ନାହିଁ କାରଣ ସେ ତାଙ୍କ ପିତାମାତାଙ୍କୁ ଭୟ କରନ୍ତି କିନ୍ତୁ ସେ ଜଣେ କଣ୍ଟ୍ରାକ୍ଟ କିଲର ସହିତ ହତ୍ୟା ଯୋଜନା କରିପାରିବେ।