Advertisment
Latest Posts
Advertisment
ଜିଲ୍ଲା
ସୁନା ଇଟା ନାଁରେ ଲୁଟ ମାମଲାରେ ୪ ଅଭିଯୁକ୍ତ ନିର୍ଦୋଷରେ ଖଲାସ
ସୁନା ଇଟା ଦେବା ନାଁରେ ସୁନା ଇଟା ଭଳି ଦିଶୁଥିବା ନକଲି ଇଟାକୁ ଦେଖାଇ ୪ ଜଣ ଅଭିଯୁକ୍ତ ୧୦ଲକ୍ଷ ଲୁଟ କରିଥିବା ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ଏବେ ସେହି ମାମଲାରେ ସେମାନଙ୍କୁ ନିର୍ଦୋଷରେ ଖଲାସ କରାଯାଇଛି।
Gallery
ବାଣିଜ୍ୟ
ଅକ୍ଷୟ ଶକ୍ତିରେ ୮୭୦ କୋଟି ନିବେଶ: ୪ଟି ଜିଲ୍ଲାରେ ନୂଆ ପ୍ରକଳ୍ପ ସ୍ଥାପିତ ହେବ
ଶକ୍ତି ବିଭାଗର ପ୍ରମୁଖ ସଚିବ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ବାଦଶ ସିଙ୍ଗଲ ୱିଣ୍ଡୋ କମିଟି ବୈଠକରେ ୧୭୮ ମେଗାୱାଟ୍ କ୍ଷମତା ବିଶିଷ୍ଟ ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ ପାଇଁ ୮୬୯.୮ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି।
ଅପରାଧ
ଛୋଟପିଲାଙ୍କ ପିଲାଳିଆମି ଛଡ଼ାଇ ନେଉଛି ଟିଭି-ଇଣ୍ଟରନେଟ୍-ସୋସିଆଲ ମିଡିଆ: ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ
ମାନସିକ କ୍ଷମତା,ଜଘନ୍ୟ ଅପରାଧ କରିବାର ଶାରୀରିକ କ୍ଷମତା,ଅପରାଧର ପରିଣାମ ବୁଝିବାର କ୍ଷମତା ଏବଂ ଅପରାଧର ପରିସ୍ଥିତିକୁ ଅଣଦେଖା କରାଯିବା ଉଚିତ୍ ନୁହେଁ ବୋଲି କୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି, ଅଭିଯୁକ୍ତ ନାବାଳକଙ୍କୁ ଜଣେ ବୟସ୍କ ଭାବରେ ବିଚାର କରାଯାଇ ପାରିବ ନାହିଁ...
ମନୋରଞ୍ଜନ
ପୁନଶ୍ଚ ପୃଥିବୀ
ଚାନ୍ଦଲି ପାହାଡ଼ ପାଦଦେଶରେ ପରିବେଶ ପଞ୍ଚାୟତ: ‘ଏକ ସୁସ୍ଥ ବାତାବରଣ ସମସ୍ତଙ୍କର ହକ୍’
ଜଳବାୟୁ ପରିବର୍ତ୍ତନ କେବଳ ବଡ଼ ଓ ବିକଶିତ ରାଷ୍ଟ୍ରର ଚିନ୍ତା ନୁହେଁ। ଛୋଟଛୋଟ ଗାଁରେ ମଧ୍ୟ ଏ ନେଇ ଉଦ୍ବେଗ ପ୍ରକାଶ ପାଉଛି। ଗାଁ ଗହଳିରେ ଲୋକେ କ୍ରମଶଃ ପରିବେଶ ସୁରକ୍ଷା ସଂକ୍ରାନ୍ତରେ ସଚେତନ ହେଉଛନ୍ତି।