ନୂଆଦିଲ୍ଲୀ : ଆାମେରିକା ଜେଲ୍ରେ କାରାଦଣ୍ଡ ଭୋଗୁଥିବା ୨୬/୧୧ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ୍ ତହାବୁର୍ ରାଣାକୁ ଖୁବ୍ ଶୀଘ୍ର ଭାରତ ପ୍ରତ୍ୟର୍ପଣ କରାଯିବ। ଏଥିପାଇଁ ଆମେରିକା ରାଜି ହୋଇଥିବା ଜଣାପଡ଼ିଛି । ଆମେରିକା ଜେଲ୍ରେ ସେ ୨୦୧୩ରୁ ରହିଛି।