Advertisment
Latest Posts
Advertisment
ଜିଲ୍ଲା
ସୁନା ଇଟା ନାଁରେ ଲୁଟ ମାମଲାରେ ୪ ଅଭିଯୁକ୍ତ ନିର୍ଦୋଷରେ ଖଲାସ
ସୁନା ଇଟା ଦେବା ନାଁରେ ସୁନା ଇଟା ଭଳି ଦିଶୁଥିବା ନକଲି ଇଟାକୁ ଦେଖାଇ ୪ ଜଣ ଅଭିଯୁକ୍ତ ୧୦ଲକ୍ଷ ଲୁଟ କରିଥିବା ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ଏବେ ସେହି ମାମଲାରେ ସେମାନଙ୍କୁ ନିର୍ଦୋଷରେ ଖଲାସ କରାଯାଇଛି।
ବାଣିଜ୍ୟ
ଭାରତ-ବ୍ରିଟେନ୍ ମୁକ୍ତ ବାଣିଜ୍ୟ ରାଜିନାମା: ଓଡ଼ିଶାକୁ ହେବ ଲାଭ, ବଢ଼ିବ ରୋଜଗାର
ଭାରତ ଏବଂ ବ୍ରିଟେନ୍ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା (ଏଫ୍ଟିଏ) ସ୍ୱାକ୍ଷରିତ ହେବା ପରେ ଓଡ଼ିଶା ସମେତ ଦେଶର ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକ ପାଇଁ ବ୍ୟବସାୟର ଅପାର ସମ୍ଭାବନା ସୃଷ୍ଟି ହୋଇଛି।
ଅପରାଧ
ଜଙ୍ଗଲ ବାବୁଙ୍କ କଳା କାରନାମା: ଘରୁ ମିଳିଲା ଦେଢ଼ କୋଟି ଟଙ୍କା, ଦେଢ଼ କେଜି ସୁନା
ଘରେ ଥାକ ମାରି ରଖାଯାଇଥିଲା ନଗଦ ୧ କୋଟି ୪୩ ଲକ୍ଷ ୩୪ ହଜାର ଟଙ୍କା। ବ୍ୟାଙ୍କରେ ଅଛି ୧ କୋଟି ୩୨ ଲକ୍ଷ ୮୫ ହଜାର ୭୫୪ ଟଙ୍କା। ତା’ ସାଙ୍ଗକୁ ଦେଢ଼ କେଜି ସୁନା, ୪.୬୩୭ କେଜି ରୁପା, ଜୟପୁର ସହରରେ ୩ ମହଲା ବିଶାଳ କୋଠା, ୨ଟି ଫ୍ଲାଟ୍, ୨ଟି ପ୍ଲଟ୍ ଏବଂ ଭୁବନେଶ୍ବରରେ ଗୋଟିଏ ଫ୍ଲାଟ୍।
ମନୋରଞ୍ଜନ
ଦର୍ଶକଙ୍କ ପ୍ରଶ୍ନର ଉତ୍ତର ଦେଇ ସ୍ମୃତି କହିଲେ, ୪୯ ବର୍ଷ କ’ଣ ଅବସର ନେବାର ବୟସ କି?
ଲୋକଙ୍କ ମନରେ ଉଙ୍କିମାରୁଥିବା ପ୍ରଶ୍ନର ଉତ୍ତର ଦେଇ ସ୍ମୃତି ଇରାନୀ ସ୍ପଷ୍ଟ ଭାବେ କହିଛନ୍ତି, ‘ମୋର ବୟସ ଏବେ ୪୯ବର୍ଷ। ଏ ବୟସରେ କିଏ କ’ଣ କୌଣସି କ୍ଷେତ୍ରରୁ ଅବସର ନିଅନ୍ତି କି।
ପୁନଶ୍ଚ ପୃଥିବୀ
ଚାନ୍ଦଲି ପାହାଡ଼ ପାଦଦେଶରେ ପରିବେଶ ପଞ୍ଚାୟତ: ‘ଏକ ସୁସ୍ଥ ବାତାବରଣ ସମସ୍ତଙ୍କର ହକ୍’
ଜଳବାୟୁ ପରିବର୍ତ୍ତନ କେବଳ ବଡ଼ ଓ ବିକଶିତ ରାଷ୍ଟ୍ରର ଚିନ୍ତା ନୁହେଁ। ଛୋଟଛୋଟ ଗାଁରେ ମଧ୍ୟ ଏ ନେଇ ଉଦ୍ବେଗ ପ୍ରକାଶ ପାଉଛି। ଗାଁ ଗହଳିରେ ଲୋକେ କ୍ରମଶଃ ପରିବେଶ ସୁରକ୍ଷା ସଂକ୍ରାନ୍ତରେ ସଚେତନ ହେଉଛନ୍ତି।