ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ଅଡି ଭୁବନେଶ୍ବର ପକ୍ଷରୁ ‘କ୍ୟୁ ଡ୍ରାଇଭ’ ଏକ୍ସପେରିଏନ୍ସ

ଭୁବନେଶ୍ବର: ଅଡି ଭୁବନେଶ୍ବର ପକ୍ଷରୁ ସାମ୍ବାଦିକ, ସମ୍ଭାବ୍ୟ ଗ୍ରାହକ ଏବଂ ଅଫରୋଡ୍‌ ଗାଡ଼ି ଚାଳନା ପ୍ରିୟ ବ୍ୟକ୍ତିଙ୍କ ପାଇଁ ‘କ୍ୟୁ ଡ୍ରାଇଭ’ ଏକ୍ସପେରିଏନ୍ସ ଆଜି ଅନୁଷ୍ଠିତ ହୋଇଯାଇଛି। ଅଡିର ଡ୍ରାଇଭିଂ ଏକ୍ସପେରିଏନ୍ସରେ ‘କ୍ୟୁ ଡ୍ରାଇଭ’ ସବୁଠୁ ବ୍ୟାପକ କାର୍ଯ୍ୟକ୍ରମ। ଅଡି କ୍ୟୁ ରେଞ୍ଜ…
ଅଧିକ ଖବର ଦେଖନ୍ତୁ...

ନଭେମ୍ବରରେ ୧.୬୮ ଲକ୍ଷ କୋଟିର ଜିଏସଟି ସଂଗ୍ରହ

ନୂଆଦିଲ୍ଲୀ: ଦୀପାବଳି, ଧନତାରେସ, ଛଠ ଓ ବିବାହ ଋତୁ ଯୋଗୁଁ ନଭେମ୍ବରରେ ଜିଏସଟି ଆଦାୟରେ ଚମତ୍କାର ବୃଦ୍ଧି ଘଟିଛି। ନଭେମ୍ବର ୨୦୨୪ରେ ଜିଏସଟି ଆଦାୟ ଗତ ବର୍ଷ ସମାନ ମାସ ତୁଳନାରେ ୧୫ ପ୍ରତିଶତ ବୃଦ୍ଧି ପାଇ ୧.୬୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ତେବେ ୨୦୨୩ ଅକ୍ଟୋବର ତୁଳନାରେ ନଭେମ୍ବରରେ…
ଅଧିକ ଖବର ଦେଖନ୍ତୁ...

୯୭% ୨୦୦୦ ଟଙ୍କିଆ ନୋଟ ଫେରିଆସିଲାଣି : ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଶୁକ୍ରବାର କହିଛି ଯେ, ୨୦୨୩ ମେ' ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଇତି ମଧ୍ୟରେ ଫେରସ୍ତ ଆସିଯାଇଛି । ଏହା ସହିତ ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଦେଇଛନ୍ତି ଯେ ୨୦୦୦ ଟଙ୍କିଆ ନୋଟ୍ ଏବେ ବି ବୈଧ ରହିଛି, ଅର୍ଥାତ…
ଅଧିକ ଖବର ଦେଖନ୍ତୁ...

୮ମ ବେତନ କମିସନ୍‌ ଗଠନ ପାଇଁ ଯୋଜନା ହୋଇନାହିଁ: ଅର୍ଥ ସଚିବ

ନୂଆଦିଲ୍ଲୀ: ଆସନ୍ତାବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରାୟ ୫.୪ ନିୟୁତ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କ ନିମନ୍ତେ ଅଷ୍ଟମ ବେତନ କମିସନ ଗଠନ କରିବାକୁ ସରକାର ଯୋଜନା କରି ନ ଥିବା କଥା ଗୁରୁବାର ଦିନ ଅର୍ଥ ସଚିବ ଟି. ଭି. ସୋମନାଥନ୍‌ କହିଛନ୍ତି। ସେ କହିଛନ୍ତି, ୮ମ…
ଅଧିକ ଖବର ଦେଖନ୍ତୁ...

କୃଷି ଅଭିବୃଦ୍ଧି ୧.୨%କୁ ଖସିଲା: ଜୁଲାଇ-ସେପ୍ଟେମ୍ବରରେ ଜିଡିପି ଅଭିବୃଦ୍ଧି ୭.୬%

ନୂଆଦିଲ୍ଲୀ: ଚଳିତ ବର୍ଷର ଜୁଲାଇରୁ ସେପ୍ଟେମ୍ବର ମଧ୍ୟ‌ରେ କୃଷି କ୍ଷେତ୍ର ଚାପରେ ରହିଥିଲା। କେନ୍ଦ୍ର ସରକାର ଆଜି ଜାରି କରିଥିବା ଅର୍ଥନୈତିକ ଅଭିବୃଦ୍ଧି ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି। ଏହି ତିନି ମାସରେ କୃଷି କ୍ଷେତ୍ରର ଅଭିବୃଦ୍ଧି ମାତ୍ର ୧.୨ ପ୍ରତିଶତ ରହିଛି ଯାହା ତାହାର ତିନି ମାସ…
ଅଧିକ ଖବର ଦେଖନ୍ତୁ...

ଅଶୋଧିତ ତେଲ ୮୦ ଡଲାରରୁ ଖସିଲେ ପେଟ୍ରୋଲ କମିବ: ଗତ ଦେଢ଼ ବର୍ଷ ଧରି ଦାମ୍ ବଦଳୁନି

ନୂଆଦିଲ୍ଲୀ: ଗତ ତିନି ମାସ ଭିତରେ ଅଶୋଧିତ ତେଲ ଦାମ୍ ୯୩.୫୪ ଡଲାରରୁ ହ୍ରାସ ପାଇ ୮୩.୪୨ ଡଲାର ହୋଇଛି। ତଥାପି ପେଟ୍ରୋଲ କିମ୍ବା ଡିଜେଲ ଦାମ୍‌ରେ କୌଣସି ପରିବର୍ତ୍ତନ ହେଉନାହିଁ। ଦୀର୍ଘ ଦେଢ଼ ବର୍ଷ ହେଲାଣି ପେଟ୍ରୋଲ ଦାମ୍ ଭୁବନେଶ୍ବରରେ ୧୦୩ ଟଙ୍କା ୧୯ ପଇସାରେ ଅପରିବର୍ତ୍ତିତ ରହିଛି।…
ଅଧିକ ଖବର ଦେଖନ୍ତୁ...

ନିଜ ଦମ୍‌ରେ କୋଟିପତି: ଶ୍ରେଷ୍ଠ ୧୦୦ରେ ଓଡ଼ିଶାର ଆଶିଷ, ରିତେଶ

ଭୁବନେଶ୍ବର: ନିଜ ଦମ୍‌ରେ କୋଟିପତି ହୋଇଥିବା ଦେଶର ଶ୍ରେଷ୍ଠ ୨୦୦ ଧନୀ ବ୍ୟକ୍ତିଙ୍କ ତାଲିକା ଜାରି ହୋଇଛି। ଆଇଡିଏଫ୍‌ସି ଓ ହୁରୁନ ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତ ଏହି ତାଲିକାରେ ଓଡ଼ିଶାରେ ଜନ୍ମ ହୋଇଥିବା ଦୁଇ ଜଣ ଉଦ୍ୟୋଗୀଙ୍କ ନାମ ରହିଛି। ସେମାନେ ହେଉଛନ୍ତି ଅଫ୍‌ବିଜନେ୍‌ସ ଓ ଅକ୍ସିଜୋର…
ଅଧିକ ଖବର ଦେଖନ୍ତୁ...

୪୦ କୋଟିରୁ ଅଧିକ ଟଙ୍କାର ୫୮ ଘର ବିକ୍ରି

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶରେ ୪୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୫୮ଟି ଘର ବିକ୍ରି ହୋଇଥିବା ବେଳେ ୨୦୦ ଟଙ୍କାରୁ ଅଧିକ ମୂଲ୍ୟର ୪ଟି ଘର ବିକ୍ରି ହୋଇଛି। ଆନାରକ୍ ଗ୍ରୁପ୍ ରି‌ପୋର୍ଟ ଅନୁସାରେ ୨୦୨୨ରେ ୪୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୩ଟି ଘର ବିକ୍ରି ହୋଇଥିବା ବେଳେ ଏଥର ସେହି…
ଅଧିକ ଖବର ଦେଖନ୍ତୁ...

ମାଗଣା ପାଉଥିବା ଲୋକ ସମାଜକୁ ଫେରାଇବା ଦରକାର: ନାରାୟଣମୂର୍ତ୍ତି

ନୂଆଦିଲ୍ଲୀ: ଭୋଟରଙ୍କ ମନ ଜିଣିବା ଲାଗି ଘୋଷଣା ହେଉଥିବା ମାଗଣା ସ୍କିମକୁ ଇନ୍‌ଫୋସିସ୍‌ ସହ ପ୍ରତିଷ୍ଠାତା ଏନ୍ ଆର୍‌ ନାରାୟଣମୂର୍ତ୍ତି ନାପସନ୍ଦ କରିଛନ୍ତି। ସେ କହିଛନ୍ତି ଯେ ମୁଁ ମାଗଣା ସ୍କିମକୁ ବିରୋଧ କରୁନାହିଁ। ମୁଁ ବି ଗରିବ ପରିବାରରୁ ଆସିଛି। ଏହାର ମହତ୍ବ ଜାଣିଛି। କିଛି ବି…
ଅଧିକ ଖବର ଦେଖନ୍ତୁ...

୯୭ ତେଜସ୍‌ ଲଢ଼ୁଆ ବିମାନ କିଣାହେବ

ନୂଆଦିଲ୍ଲୀ: ୯୭ଟି ତେଜସ୍‌ ହାଲ୍‌କା ଲଢ଼ୁଆ ଯୁଦ୍ଧ ବିମାନ ସହିତ ୧୫୬ ପ୍ରଚଣ୍ଡ ଲଢ଼ୁଆ ହେଲିକପ୍ଟର କ୍ରୟକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ମଞ୍ଜୁରି ଦେଇଛି। ଭାରତୀୟ ବାୟସେନା ପାଇଁ ଆସିବାକୁ ଥିବା ଏହି ଲଢ଼ୁଆ ବିମାନ କ୍ରୟକୁ ପ୍ରତିରକ୍ଷା ମନ୍ତ୍ରାଳୟ ଅନୁମୋଦନ ଦେଇଛି। ୧୫୬ ପ୍ରଚଣ୍ଡ ଲଢ଼ୁଆ…
ଅଧିକ ଖବର ଦେଖନ୍ତୁ...