ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ଅଧିକ ସ୍ଥାନୀୟ ଶିଳ୍ପ ସହ ହାତ ମିଳାଇବ ଆଇଆଇଏମ୍ ସମ୍ବଲପୁର

ଉଦ୍ୟମିତା କ୍ଷେତ୍ରରେ ଆଇଆଇଏମ୍-ସମ୍ବଲପୁରର ଭୂମିକା କ’ଣ? ଆମ ଇନ୍‌କୁବେସନ ସେଣ୍ଟର୍‌ରେ ଉଦୀୟମାନ ଉଦ୍ୟୋଗୀଙ୍କୁ ମେଣ୍ଟରିଂ, ଜ୍ଞାନ ଆଦାନପ୍ରଦାନ ସହିତ ସହାୟକ ବ୍ୟବସ୍ଥା, ନେଟ୍‌ୱର୍କିଂ, ପାଣ୍ଠି ଏବଂ ବ୍ରାଣ୍ଡିଂ ସହାୟତା ପ୍ରଦାନ କରାଯାଉଛି। ନିବେଶକ, ଭେଞ୍ଚର କ୍ୟାପିଟାଲିଷ୍ଟ ଓ ଶିଳ୍ପ…
ଅଧିକ ଖବର ଦେଖନ୍ତୁ...

ଦେଶର ସବୁଠୁ ବଡ଼ ପିଜା ବରାଦ ଭୁବନେଶ୍ବରରୁ

ଭୁବନେଶ୍ବର, ୧୪/୧୨(ଇମିସ): ଘରେ ପାର୍ଟି ଆୟୋଜନ କରିବା ଲାଗି ଭୁବନେଶ୍ବରର ଜଣେ ଗ୍ରାହକ ଗୋଟିଏ ଦିନରେ ୨୦୭ଟି ପିଜା ମଗାଇଥିଲେ। ସ୍ବିଗିର ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ଗ୍ରାହକଙ୍କ ସମ୍ପର୍କରେ କିନ୍ତୁ କୌଣସି ବିବରଣୀ ଦିଆଯାଇନାହିଁ। ଏହା ଥିଲା ଦେଶରେ ୨୦୨୩ର ସବୁଠୁ ବଡ଼ ଦୈନିକ ପିଜା…
ଅଧିକ ଖବର ଦେଖନ୍ତୁ...

ଜନ୍ମମାଟିରେ ‘ଓୟୋ’ ପ୍ରତିଷ୍ଠାତା ରିତେଶ ଖୋଲିବେ ୫ ସ୍ବାସ୍ଥ୍ୟକେନ୍ଦ୍ର: ରାୟଗଡ଼ାରେ ଖୋଲିଲା ପ୍ରଥମ କେନ୍ଦ୍ର

ରାୟଗଡା: ବିଷମକଟକରେ ଜନ୍ମ ହୋଇ ବଢ଼ିଥିବା ଓୟୋର ମୁଖ୍ୟ ରିତେଶ ଅଗ୍ରୱାଲ୍ ରାଜ୍ୟର ଅନଗ୍ରସର ବର୍ଗ ନିମନ୍ତେ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆଣିବା ଲାଗି ବର୍ଷକ ଭିତରେ ପାଞ୍ଚଟି ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବେ। ପ୍ରଥମ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଜି ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ,…
ଅଧିକ ଖବର ଦେଖନ୍ତୁ...

ସେନ୍‌ସେକ୍ସ ୯୩୦ ପଏଣ୍ଟ୍‌ ବୃଦ୍ଧି

ନୂଆଦିଲ୍ଲୀ: ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ୍ ରିଜର୍ଭ ସୁଧ ବୃଦ୍ଧି ଉପରେ ବ୍ରେକ୍ ଲଗାଇବା ପରେ ଭାରତର ଷ୍ଟକ୍ ବଜାର ନିବେଶକମାନଙ୍କ ମନରେ ଖୁସିର ଲହରି ଖେଳିଯାଇଛି। ଆଶଙ୍କା ଭିତରୁ ବାହାରି ସେମାନେ ଆଜି ମନଖୋଲି ସେୟାର କିଣିବାରୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସ ୯୩୦…
ଅଧିକ ଖବର ଦେଖନ୍ତୁ...

ଏବେ ଓଡ଼ିଶାରେ ଇସୁଜୁ ମୋଟର୍ସ: ଖୋଲିଲା ନୂଆ ଡିଲର୍‌ସିପ୍ ‘ଶ୍ରୀ ଭାରତ ଇସୁଜୁ’

ଭୁବନେଶ୍ବର: ପିକ୍‌ଅପ୍ ଟ୍ରକ୍‌ ଜଗତର ଅଗ୍ରଣୀ ନାମ ଜାପାନର ଇସୁଜୁ ମୋଟର୍ସ ଓଡ଼ିଶା ବଜାରରେ ପ୍ରବେଶ କରିଛି। କଂପାନି ପକ୍ଷରୁ ନୂଆ ଡିଲର୍‌ସିପ୍ ‘ଶ୍ରୀ ଭାରତ ଇସୁଜୁ’କୁ ଆଜି ପାହାଳଠାରେ ଖୋଲାଯାଇଛି। ଏହାକୁ କଂପାନିର ସଭାପତି ଓ ପରିଚାଳନା ନିର୍ଦ୍ଦେଶକ ରାଜେଶ ମିତ୍ତଲ ଉଦ୍‌ଘାଟନ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ନୂଆବର୍ଷଠାରୁ ଏହି ଆପ୍‌କୁ ବନ୍ଦ କରିବାକୁ ଘୋଷଣା କରିଛି ଗୁଗୁଲ୍‌

ମୁମ୍ବାଇ: ଗୁଗୁଲ୍‌ ଦୀର୍ଘ ବର୍ଷ ହେବ ଲୋକଙ୍କୁ ବିଭିନ୍ନ ପ୍ରକାରର ସେବା ଯୋଗାଇ ଆସିଛି। ୨୦୨୦ ମସିହାରେ ବଜାରରେ ଗୁଗୁଲ୍‌ ଟିଭି ପ୍ଲାଟ୍‌ଫର୍ମକୁ ଲଞ୍ଚ୍‌ କରିଥିଲା କମ୍ପାନି। ଏହାକୁ ଲଞ୍ଚ୍‌ କରିବା ସହ କମ୍ପାନି ପ୍ଲେ ମୁଭିଜ୍‌ ଏବଂ ଟିଭିର ମୋବାଇଲ୍‌ ଆପ୍‌କୁ ଗୁଗୁଲ୍‌ ଟିଭି ମୋବାଇଲ୍‌…
ଅଧିକ ଖବର ଦେଖନ୍ତୁ...

ଗଣପତିଙ୍କ ନିଆରା ବ୍ୟବସାୟ: ଗଞ୍ଜା ପାଳନରୁ ବାର୍ଷିକ ରୋଜଗାର ୩ ଲକ୍ଷ

ସୋର(ଅଭୟ ପତ୍ରୀ): ଅର୍ଥ ଅଭାବରୁ ନାନା ବ୍ୟବସାୟ କଲେ। ହେଲେ ସବୁଥିରେ ଅସଫଳତା ମିଳିଲା। କ’ଣ କରିବେ, କ’ଣ କରିବେ ଭାବି ଭାବି ଶେଷରେ ଗଞ୍ଜା ପାଳନ କଲେ। ଯାହା ତାଙ୍କୁ ସୁହାଇଛି ଏବଂ ସେ ତା’ର ବ୍ୟବସାୟ କରି ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ସୋର ବ୍ଲକ୍‌ ଅନନ୍ତପୁର ପଞ୍ଚାୟତ…
ଅଧିକ ଖବର ଦେଖନ୍ତୁ...

ଭ୍ରମଣ ପାଇଁ ପୁରୀ ଶ୍ରେଷ୍ଠ: ଛୁଟି କଟାଇବାକୁ ବହୁ ଲୋକ ଆଗ୍ରହୀ

ନୂଆଦିଲ୍ଲୀ: ଛୁଟିଦିନରେ ନିଜ ପରିବାର ସହ ବିଭିନ୍ନ ସ୍ଥାନ ଭ୍ରମଣ କରିବା ବେଳେ ଲୋକମାନେ ଅଧିକ ପସନ୍ଦ କରୁଥିବା ସ୍ଥାନଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ସେହି ତାଲିକାରେ ଓଡ଼ିଶାର ପୁରୀ ସହର ନାମ ରହିଛି। ବୁକିଂ ଡଟ୍‌ କମ୍ ନାମକ ସଂସ୍ଥା ତରଫରୁ ପ୍ରସ୍ତୁତ ଏହି ତାଲିକାର ଶ୍ରେଷ୍ଠ…
ଅଧିକ ଖବର ଦେଖନ୍ତୁ...

ଦେଶରେ ୫୮୧ ଆପ୍ ନିଷିଦ୍ଧ: ୧୭୪ଟି ବେଟିଂ, ୮୭ ଋଣ ଆପ୍

ନୂଆଦିଲ୍ଲୀ: ଆଇଟି ନିୟମ ୨୦୦୦ର ଧାରା ୬୯ଏ ଅନୁସାରେ ଦେଶରେ ୫୮୧ ଆପ୍‌କୁ ନିଷିଦ୍ଧ କରାଯାଇଛି। ସେଥିରୁ ୧୭୪ଟି ବେଟିଂ ଓ ଜୁଆ ଆପ୍ ହୋଇଥିବା ବେଳେ ୮୭ଟି ‌ହେଉଛି ୮୭ ଋଣ ଆପ୍। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସଂସଦରେ ଏହି ସୂଚନା ଦେଇଛନ୍ତି। ନିଷିଦ୍ଧ ହୋଇଥିବା ଆପ୍ ତାଲିକାରେ…
ଅଧିକ ଖବର ଦେଖନ୍ତୁ...

ଷ୍ଟାର୍ଟଅପ୍ ସହ ଯୋଡ଼ିହେବାକୁ ‘ଟାଲି’ ଆଗ୍ରହୀ: ଏଆଇ ଉତ୍ପାଦ ଆଣିବ

ଭୁବନେଶ୍ବର: ଓଡ଼ିଶାରେ ପ୍ରାୟ ୩୭ ହଜାର ଗ୍ରାହକଙ୍କୁ ଆକାଉଣ୍ଟିଂ ଓ ଇଆର୍‌ପି ସଫ୍ଟୱେର ସମାଧାନ ପ୍ରଦାନ କରୁଥିବା ଟାଲି ସଲ୍ୟୁସନ୍ସ ରାଜ୍ୟର ଷ୍ଟାର୍ଟଅପ୍ ସଂସ୍ଥା, ବୈଷୟିକ ଶିକ୍ଷାନୁଷ୍ଠାନ ଓ ଇନ୍‌କୁବେସନ ସେଣ୍ଟରଗୁଡ଼ିକ ସହ ଯୋଡ଼ି ହେବାକୁ ଆଗ୍ରହ ପ୍ରକାଶ କରିଛି। ଆଜି କଂପାନିର ନୂଆ ଉତ୍ପାଦ…
ଅଧିକ ଖବର ଦେଖନ୍ତୁ...