ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

‘ପ୍ୟାରିସ ବେକେରି ଫୁଡ୍‌ ପ୍ଲାଜା’ ଉଦ୍‌ଘାଟିତ

ଭୁବନେଶ୍ୱର: ପ୍ୟାରିସ ବେକେରି ଏକ ନୂତନ ଫର୍ମାଟରେ ଏବେ ବଜାରକୁ ଆସିଛି। ବେକେରି ଏବଂ ରେସ୍ତୋରାଁର ମିଶ୍ରଣରେ ‘ପ୍ୟାରିସ୍‌ ବେକେରି ଫୁଡ୍‌ ପ୍ଲାଜା’ର ପ୍ରଥମ ଷ୍ଟୋର ଗଜପତି ନଗରସ୍ଥିତ ଟ୍ରିପ୍‌ଲେକ୍ସ ବିଲଡିଂରେ ଆଜି ଉଦ୍‌ଘାଟିତ ହୋଇଛି। ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ମୁଖ୍ୟ ସାଧାରଣ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁରରେ ଖିମ୍‌ଜି ଜୁଏଲର୍ସ ସୋ’ରୁମ୍‌

ବ୍ରହ୍ମପୁର: ଗହଣା ବିକ୍ରି କ୍ଷେତ୍ରରେ ରାଜ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଖିମ୍‌ଜି ଜୁଏଲର୍ସର ନୂତନ ସୋ’ରୁମ୍‌ ବ୍ରହ୍ମପୁର ସାନବଜାରରେ ଆଜି ଉଦ୍‌ଘାଟିତ ହୋଇଛି। ଭୁବନେଶ୍ୱର, କଟକ ଓ ରାଉରକେଲା ପରେ ବ୍ରହ୍ମପୁରରେ ଖିମ୍‌ଜି ସୋ’ ରୁମ୍‌ ଖୋଲିଛି। ଖିମ୍‌ଜି ଜୁଏଲର୍ସର ଅଧ୍ୟକ୍ଷ ଦିନେଶ…
ଅଧିକ ଖବର ଦେଖନ୍ତୁ...

ରେସିଡେନ୍ସି ଓଭରସିଜ୍‌କୁ ପ୍ରତିନିଧି ନିଯୁକ୍ତ କଲା ସାଇପ୍ରସ୍‌ର ଆରିଷ୍ଟୋ ଡେଭଲପର୍ସ

ନୂଆଦିଲ୍ଲୀ: ସାଇପ୍ରସ୍‌ରେ ଭାରତୀୟମାନଙ୍କୁ ପୁଞ୍ଜିନିବେଶ ସୁଯୋଗ ଯୋଗାଇ ଦେବା ଉଦ୍ଦେଶ୍ୟରେ ସେଠାରେ ପ୍ରତିଷ୍ଠିତ ରିଅଲ ଇଷ୍ଟେଟ ଗ୍ରୁପ୍‌ ଆରିଷ୍ଟୋ ଡେଭଲପର୍ସ ଦ୍ୱାରା ଭାରତର ଅଗ୍ରଣୀ ସମ୍ପତ୍ତି ପରାମର୍ଶଦାତା ରେସିଡେନ୍ସି ଓଭରସିଜ୍‌କୁ ଭାରତୀୟ ପ୍ରତିନିଧି ରୂପେ ନିଯୁକ୍ତି ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

୫୦ହଜାର ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସ୍ୱର୍ଣ୍ଣ ଅଳଙ୍କାର କିଣିଲେ ବି ପାନ୍‌କାର୍ଡ ଅନାବଶ୍ୟକ

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା କର (ଜିଏସ୍‌ଟି)କାଉନ୍‌ସିଲର ୨୮ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବା ସହ ଅଧ୍ୟକ୍ଷତା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ବୈଠକରେ ଛୋଟ ବ୍ୟବସାୟୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି…
ଅଧିକ ଖବର ଦେଖନ୍ତୁ...

ଏଣିକି ୩୦ ସେକେଣ୍ଡ୍‌ରେ କରନ୍ତୁ ତତ୍କାଳ ଟିକଟ ବୁକିଂ

ଏଣିକି ଆଉ ଟିକେଟ୍‌ ବୁକ୍‌ ନେଇ ସେତେଟା ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଏଥର ଆପଣ ଘରେ ବସି ମାତ୍ର ୩୦ ସେକେଣ୍ଡ୍‌ରେ ବୁକ୍‌ କରିପାରିବେ ତତ୍କାଳ ଟିକଟ। ଏଥିପାଇଁ ଆପଣଙ୍କୁ ଭଲ ଇଣ୍ଟରନେଟ୍‌ ବେଗ ଓ ବୁକିଂ ଆରମ୍ଭ କରିବା ପୂର୍ବରୁ କିଛିି ପ୍ରସ୍ତୁତି କରିବାକୁ ହେବ। ଯାହା ଦ୍ୱାରା…
ଅଧିକ ଖବର ଦେଖନ୍ତୁ...

୫ ମାସରେ ୧ କୋଟିରୁ ଅଧିକ ମୋଟର୍‌ସାଇକେଲ୍‌ ଓ କାର୍‌ ବିକ୍ରି

ଏହି ଆର୍ଥିକ ବର୍ଷ ପୂର୍ବରୁ ବଜାରରେ ୨ କୋଟିରୁ ଅଧିକ ଯାନବାହନ ବିକ୍ରି ହୋଇଛି। ସେ ମଧ୍ୟରୁ କାର୍‌ ଓ ମୋଟର୍‌ସାଇକେଲ୍‌ର ବିକ୍ରି ସବୁଠୁ ଅଧିକ ରହିଛି। ପାର୍ବଣ ମାସରେ ଆହୁରି ଅଧିକ ଯାନବାହନ ବିକ୍ରି ହେବ ବୋଲି ଅନୁମାନ କରାଯାଉଛି।
ଅଧିକ ଖବର ଦେଖନ୍ତୁ...

ଭାରତୀୟ ଧନୀଙ୍କ ନୂଆ ତାଲିକା

ଷ୍ଟକ ଏକ୍ସଚେଞ୍ଜ ଆନାଲିଷ୍ଟ, ନିୟନ୍ତ୍ରକ ସଂସ୍ଥା, ସେୟାର ହୋଲ୍‌ଡର ଓ ଆର୍ଥିକ ସୂଚନା ଆଧାରରେ ଫୋର୍ବ୍‌ସ ପତ୍ରିକା ଏ ବର୍ଷ ଭାରତର ୧୦୦ ଜଣ ଧନୀଙ୍କର ନୂଆ ତାଲିକା ପ୍ରକାଶ କରିଛି। ସେମଧ୍ୟରୁ ପ୍ରଥମ ‘ଶ୍ରେଷ୍ଠ ୧୦’ ଜଣଙ୍କ ସମ୍ପତ୍ତି ଓ ତାଙ୍କ ବ୍ୟବସାୟର ତାଲିକା ବିଷୟରେ ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

କଳାଧନ କାରବାର ସନ୍ଦେହ : ଗୋଟିଏ କମ୍ପାନି ନାମରେ ସର୍ବାଧିକ୨,୧୩୪ ଆକାଉଣ୍ଟ୍‌ !

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶୁକ୍ରବାର ପ୍ରକାଶ କରିଛନ୍ତି ଯେ ବିମୁଦ୍ରାୟନ ପରେ ୧୩ଟି ବ୍ୟାଙ୍କ୍‌ ୫,୮୦୦ ସନ୍ଦେହଜନକ କମ୍ପାନି ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି। ଏହି କମ୍ପାନିଗୁଡ଼ିକ କଳାଟଙ୍କା କାରବାର ସହ ସଂପୃକ୍ତ ବୋଲି ଅନୁମାନ କରାଯାଉଛି। ବିମୁଦ୍ରାୟନ ପରେ ବିଭିନ୍ନ ବ୍ୟାଙ୍କରେ…
ଅଧିକ ଖବର ଦେଖନ୍ତୁ...

ପୋଷ୍ଟ୍‍ ଅଫିସ୍‌, ପ୍ରୋଭିଡେଣ୍ଟ୍‌ ଫଣ୍ଡ ଜମା ଓ କିସାନ ବିକାଶ ପତ୍ର ଲାଗି ଆଧାର ବାଧ୍ୟତାମୂଳକ ହେଲା

ନୂଆଦିଲ୍ଲୀ: ପୋଷ୍ଟ୍‍ ଅଫିସ୍‌ରେ ସମସ୍ତ ପ୍ରକାର ଜମା, ଜାତୀୟ ସଞ୍ଚୟ ସାର୍ଟିଫିକେଟ ଓ କିସାନ୍‌ ବିକାଶ ପତ୍ର ଖରିଦ ସମୟରେ ଆଧାର ସଂଯୁକ୍ତ କରିବା ବାଧ୍ୟତାମୂଳକ ହୋଇଛି। ଯେଉଁମାନେ ଆଗରୁ ପୋଷ୍ଟ୍‍ ଅଫିସ୍‌ରେ ଜମା କରିଛନ୍ତି କିମ୍ବା ଜାତୀୟ ସଞ୍ଚୟ ସାର୍ଟିଫିକେଟ ଓ କିସାନ୍‌ ବିକାଶ ପତ୍ର ଖରିଦ…
ଅଧିକ ଖବର ଦେଖନ୍ତୁ...

ଧନୀ ହେଉଛନ୍ତି ଅଧିକ ଧନୀ: ବର୍ଷକରେ ମୁକେଶଙ୍କ ସମ୍ପତ୍ତି ୬୭% ବଢ଼ିଛି, କ୍ରମାଗତ ଦଶ ବର୍ଷ ଧରି ଏକ ନମ୍ବର ଧନୀ

ନୂଆଦିଲ୍ଲୀ: ଭାରତରେ ଧନୀ ବ୍ୟକ୍ତିମାନେ ଅଧିକ ଧନୀ ହେବାରେ ଲାଗିଛନ୍ତି। ଏପରିକି ଦେଶରେ ଆର୍ଥିକ ଅଭିବୃଦ୍ଧିରେ ମନ୍ଥରତା ପରିଲକ୍ଷିତ ହୋଇଥିଲେ ମଧ୍ୟ ଏହାର ପ୍ରଭାବ ଧନୀ ବ୍ୟକ୍ତିମାନଙ୍କ ଉପରେ ପଡ଼ିନାହିଁ। ସେମାନଙ୍କ ସମ୍ପତ୍ତି ବଢ଼ିବାରେ ଲାଗିଛି। ଧନୀ ତାଲିକାର ଶୀର୍ଷ ୧୦୦ ସ୍ଥାନରେ ରହିଥିବା…
ଅଧିକ ଖବର ଦେଖନ୍ତୁ...