ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ଏଲ୍‌ଜିର ମାଗଣା ଚକ୍ଷୁ ଚିକିତ୍ସା ସେବା

ଚେନ୍ନାଇ: ଏଲ୍‌ଜି ଇଲେକ୍‌ଟ୍ରୋନିକ୍ସ ଇଣ୍ଡିଆ ପକ୍ଷରୁ ‘କରେରୋଶନି’ ନାମକ ଅଭିଯାନ ଆରମ୍ଭ କରାଯାଇଥିଲା। ଶଙ୍କର ଆଇ ହସ୍‌ପିଟାଲ୍‌ ସହଯୋଗରେ ଆରମ୍ଭ କରାଯାଇଥିବା ଏହି ଅଭିଯାନରେ ହଜାର ହଜାର ଲୋକଙ୍କୁ ମାଗଣା ଚକ୍ଷୁ ଅସ୍ତ୍ରୋପଚାର ସୁବିଧା ପ୍ରଦାନ କରାଯାଉଛି। ପୂର୍ବରୁ ସେନା ଯବାନମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଏସ୍‌ଆର୍‌ଏମ୍‌ ବିଶ୍ୱବିଦ୍ୟାଳୟକୁ ୪ ଷ୍ଟାର୍‌ ରେଟିଂ ପୁରସ୍କାର

ଭୁବନେଶ୍ୱର: ଅଗ୍ରଣୀ ଉଚ୍ଚ ଶିକ୍ଷା କଂପାନି କ୍ୱାକ୍ୱାରେଲି ସାଇମଣ୍ଡସ୍‌ (କ୍ୟୁଏସ୍‌) ତରଫରୁ ଏସ୍‌ଆର୍‌ଏମ୍‌ ବିଶ୍ୱବିଦ୍ୟାଳୟକୁ ୪ ଷ୍ଟାର୍‌ ରେଟିଂ ପୁରସ୍କାର ପ୍ରଦାନ କରାଯାଇଛି। ଶିକ୍ଷାଦାନ, ନିଯୁକ୍ତି ପ୍ରଦାନ ଏବଂ ଅନ୍ତୁର୍ଭକ୍ତୀକରଣ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟକୁ ୫ ଷ୍ଟାର୍‌ ରେଟିଂ…
ଅଧିକ ଖବର ଦେଖନ୍ତୁ...

ଅଧ୍ୟକ୍ଷ, ପରିଚାଳନା ନିର୍ଦେଶକ ପଦ ଅଲଗା କର

ନୂଆଦିଲ୍ଲୀ: କର୍ପୋରେଟ୍‌ ଜଗତରେ ସ୍ୱଚ୍ଛତା ଆଣିବା ପାଇଁ କୋଟାକ୍‌ କମିଟି ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି)କୁ କେତେକ ଗୁରୁତ୍ୱପୂର୍ଣ୍ଣ ସୁପାରିସ ପ୍ରଦାନ କରିଛି। ଷ୍ଟକ ବଜାରରେ ତାଲିକାଭୁକ୍ତ ହୋଇଥିବା କଂପାନିଗୁଡ଼ିକର ସିଏମ୍‌ଡି ପଦକୁ ବିଭାଜିତ କରିବାକୁ ଏହା ପରାମର୍ଶ…
ଅଧିକ ଖବର ଦେଖନ୍ତୁ...

ବଜାରରେ ନୂଆ କାର୍‌

ଅଡି ଆଣିଲା ୩ ନୂଆ କାର୍‌ ନୂଆଦିଲ୍ଲୀ: ବିଳାସପୂର୍ଣ୍ଣ କାର୍‌ ନିର୍ମାତା ଅଡି ଇଣ୍ଡିଆ ପକ୍ଷରୁ ତିନିଟି ନୂଆ କାର୍‌କୁ ଉନ୍ମୋଚନ କରାଯାଇଛି। ତାହା ହେଉଛି ଏ୫ ସ୍ପୋର୍ଟସ୍‌ବ୍ୟାକ୍‌, ଏ୫ କାବ୍ରିଓଲେଟ୍‌ ଏବଂ ଏସ୍‌୫ ସ୍ପୋର୍ଟସ୍‌ବ୍ୟାକ୍‌। ଏ୫ ସ୍ପୋର୍ଟସ୍‌ବ୍ୟାକ୍‌ର ମୂଲ୍ୟ ୫୪ ଲକ୍ଷ ଟଙ୍କାରୁ…
ଅଧିକ ଖବର ଦେଖନ୍ତୁ...

ରେଳବାଇର ନୂଆ ଯୋଜନା: ଡିଉଟି ସମୟରେ ହ୍ଵାଟ୍‌ସଆପ୍‌, ୟୁଟ୍ୟୁବ ବ୍ୟବହାର କରିପାରିବେ ନାହିଁ କର୍ମଚାରୀ

ନୂଆଦିଲ୍ଲୀ: ଭିନ୍ନ ଭିନ୍ନ ରେଳ ଦୁର୍ଘଟଣା ନେଇ ୨୦୧୭ ମସିହାରେ ବହୁ ଲୋକଙ୍କ ଜୀବନ ଯାଇ ସାରିଲାଣି। ଏହି ଦୁର୍ଘଟଣାକୁ ଲକ୍ଷ୍ୟ କରି ରେଳବ ମନ୍ତ୍ରୀ ଏକ ନୂତନ ଯୋଜନା ଲାଗି ନିଷ୍ପତ୍ତି ନେଇଛନ୍ତି। ଅନ୍ୟମନସ୍କତା ଦୁର୍ଘଟଣାର କାରଣ ହୋଇପାରେ ବୋଲି ଚିନ୍ତା କରି ଏଣିକି ରେଳବାଇ କର୍ମଚାରୀଙ୍କ…
ଅଧିକ ଖବର ଦେଖନ୍ତୁ...

ଫୋବର୍ସ ଇଣ୍ଡିଆର ଧନୀ ତାଲିକାର ଶୀର୍ଷରେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ରିଲାଏନ୍ସ ଶିଳ୍ପଗୋଷ୍ଠୀର  ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ  ଗୁରୁବାର ଦେଶର ଧନୀ ବ୍ୟକ୍ତି ବୋଲି ଘୋଷଣା କରିଛି ଫୋବର୍ସ ଇଣ୍ଡିଆ ପତ୍ରିକା। ବିଗତ ୧୦ବର୍ଷ ମଧ୍ୟରେ ମୁକେଶଙ୍କ ସଂପତ୍ତି ୩୮ବିଲିୟନ ଡଲାର (ପାଖାପାଖି ୨.୫ଲକ୍ଷ କୋଟି ଟଙ୍କା)ରେ ପହଞ୍ଚିଛି। ଫୋବର୍ସର ତାଲିକାରେ ୨ୟ…
ଅଧିକ ଖବର ଦେଖନ୍ତୁ...

ନଭେମ୍ବର ପହିଲାରୁ ଭାରତରେ ଲଞ୍ଚ୍‌ ହେବ ଗୁଗଲ୍‌ ପିକ୍ସେଲ୍‌ ଟୁ ଫୋନ୍‌: ଦାମ୍‌ ୬୧ ହଜାରରୁ ଆରମ୍ଭ

ନୂଆଦିଲ୍ଲୀ: ବୁଧବାର ଦିନ ଗୁଗଲ୍‌ ଉନ୍ମୋଚନ କରିଛି ତାହାର ସେକେଣ୍ଡ୍‌ ଜେନେରେସନ୍‌ ପିକ୍ସେଲ୍‌ ସ୍ମାଟ୍‌ ଫୋନ୍‌। ଭାରତରେ ‘ପିକ୍‌ସେଲ୍‌ ଟୁ’ର ମୂଲ୍ୟ ରହିବ: ପିକ୍‌ସେଲ୍‌ ଟୁ ୬୪ଜିବି (ଟ ୬୧, ୦୦୦), ପିକ୍‌ସେଲ୍‌ ଟୁ ୧୨୮ଜିବି (ଟ ୭୦, ୦୦୦), ପିକ୍‌ସେଲ୍‌ ଟୁ ଏକ୍ସଏଲ୍‌ ୬୪ଜିବି (ଟ ୭୩,…
ଅଧିକ ଖବର ଦେଖନ୍ତୁ...

ଆଇଡ଼ିଆର ୨ଟି ନୂତନ ପ୍ଲାନ୍‌ ହେଲା ଲଞ୍ଚ୍‌ !୧୯୮ଟଙ୍କାରେ ଅନ୍‌ଲିମିଟେଡ଼୍‍ କଲିଙ୍ଗ୍‌ ସାଂଗକୁ ହାଇସ୍ପିଡ୍ ଡାଟା

ସାଧାରଣତଃ ‘ଜିଓ’ ଓ ‘ଏୟାର୍‌ଟେଲ୍‌’ ମଧ୍ୟରେ ଟଣାଓଟରା ଲାଗିଥିବାବେଳେ,ଏବେ ଭାରତୀୟ ଟେଲିକମ୍‌ କଂପାନି ‘ଆଇଡ଼ିଆ’ମଧ୍ୟ ବହୁଦିନର ବ୍ୟବଧାନ ପରେ ପୁଣିଥରେ ଗ୍ରାହକଙ୍କ ଲାଗି ୨ଟି ଦମ୍‌ଦାର୍‌ ଅଫର୍‌କୁ ଲଞ୍ଚ୍‌ କରିଛି, ଯେଉଁଥିରେକି କଂପାନି ପକ୍ଷରୁ ୧୯୮ ଟଙ୍କା ଏବଂ ୩୫୭ଟଙ୍କାର ଦୁଇଟି…
ଅଧିକ ଖବର ଦେଖନ୍ତୁ...

ଆଇସିଏସ୍‌ଆଇର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ

ଭୁବନେଶ୍ୱର: ଦି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କମ୍ପାନି ସେକ୍ରେଟାରିଜ୍‌ ଅଫ୍‌ ଇଣ୍ଡିଆ (ଆଇସିଏସ୍‌ଆଇ)ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ହୋଟେଲ ହିନ୍ଦୁସ୍ତାନ ଇଣ୍ଟରନ୍ୟାସନାଲ ପରିସରରେ ଆଜି ଅପରାହ୍ନରେ ଆଇସିଏସ୍‌ଆଇ, ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି…
ଅଧିକ ଖବର ଦେଖନ୍ତୁ...

ରଜନୀଶ କୁମାର ଏସ୍‌ବିଆଇର ନୂଆ ମୁଖ୍ୟ

ମୁମ୍ବାଇ: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ)ର ନୂଆ ମୁଖ୍ୟ ଭାବେ କେନ୍ଦ୍ର ସରକାର ଆଜି ରଜନୀଶ କୁମାରଙ୍କୁ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନର ସିଏମ୍‌ଡି ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟଙ୍କ ସ୍ଥାନରେ ଏମ୍‌ଡି ରଜନୀଶ କୁମାର ଏସ୍‌ବିଆଇର ମୁଖ୍ୟଭାବେ ଦାୟିତ୍ୱ ଗ୍ରହଣ କରିବେ। ରଜନୀଶଙ୍କୁ ୩ ବର୍ଷ…
ଅଧିକ ଖବର ଦେଖନ୍ତୁ...